"ଛାନ୍ଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"'''ଛାନ୍ଦ''' ଓଡ଼ିଆ ସାହିତ୍ୟ ଓ ଓଡ଼ିଶୀ ସଙ୍ଗୀତର ଏକ ପ୍ର..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
ଟ୍ୟାଗ: 2017 source edit
 
ଟିକେNo edit summary
୧ କ ଧାଡ଼ି:
{{ଆଧାର ନାହିଁ}}
 
'''ଛାନ୍ଦ''' ଓଡ଼ିଆ ସାହିତ୍ୟ ଓ ଓଡ଼ିଶୀ ସଙ୍ଗୀତର ଏକ ପ୍ରକାରର ରଚନା ଯାହା ଛନ୍ଦରେ ଲିଖିତ । ପ୍ରତ୍ୟେକ ଛନ୍ଦର ନିର୍ଦ୍ଦିଷ୍ଟ ଆକ୍ଷରିକ ବା ମାତ୍ରା ଛନ୍ଦ, ଯତି, ସ୍ୱର ଓ ନାମ ରହିଅଛି । ଓଡ଼ିଆ ସାହିତ୍ୟରେ ଶତାଧିକ ଛନ୍ଦ ରହିଥିବା ଦେଖାଯାଏ । ପୁରାତନ ଓଡ଼ିଆ ସାହିତ୍ୟର ପ୍ରାୟତଃ ସମସ୍ତ ଲେଖା ଛାନ୍ଦସାହିତ୍ୟ ବା ଛାନ୍ଦକାବ୍ୟ ।
 
"https://or.wikipedia.org/wiki/ଛାନ୍ଦ"ରୁ ଅଣାଯାଇଅଛି