"ସ୍ନେହଲତା ମହାନ୍ତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୯ କ ଧାଡ଼ି:
| nationality = ଭାରତୀୟ
| other_names =
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]]
| citizenship =
| education =
Line ୩୧ ⟶ ୩୦:
| notable_works =
| style =
| influences =
| influenced =
| home_town =
| spouse = ପୂର୍ଣ୍ଣଚନ୍ଦ୍ର ମହାନ୍ତି
Line ୪୫ ⟶ ୪୨:
| website =
| footnotes =
| box_width =
}}
 
'''ସ୍ନେହଲତା ମହାନ୍ତି''', କେନ୍ଦ୍ର ସାହିତ୍ୟ ଏକାଡେମୀ 'ବାଳ ସାହିତ୍ୟ ପୁରସ୍କାର' ପ୍ରାପ୍ତ,<ref>http://www.iamin.in/en/bhubaneswar/news/two-odia-litterateurs-get-kendra-sahitya-akademi-award-63299</ref> ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] ଶିଶୁ ସାହିତ୍ୟିକା ।<ref name="Mohanty2009">{{cite book|author=Jagannath Mohanty|title=Encyclopaedia of Education, Culture and Children's Literature: v. 4. Children's literature and education|url=http://books.google.com/books?id=zfLATnA1IAMC&pg=PA218|year=2009|publisher=Deep & Deep Publications|isbn=978-81-8450-151-3|pages=218–}}</ref> ଆକାଶବାଣୀ ଓ ଦୂରଦର୍ଶନର ବହୁ କାର୍ଯ୍ୟକ୍ରମରେ ମଧ୍ୟ ସେ ଅଂଶଗ୍ରହଣ କରିଛନ୍ତି ।
 
== ବାଲ୍ୟଜୀବନ ଓ ଶିକ୍ଷା ==
Line ୫୫ ⟶ ୫୧:
== ରଚନାବଳୀ ==
ସ୍ନେହଲତା ମହାନ୍ତି, ମୁଖ୍ୟତଃ ଶିଶୁସାହିତ୍ୟ<ref name="Mohanty2009">{{cite book|author=Jagannath Mohanty|title=Encyclopaedia of Education, Culture and Children's Literature: v. 4. Children's literature and education|url=http://books.google.com/books?id=zfLATnA1IAMC&pg=PA24|year=2009|publisher=Deep & Deep Publications|isbn=978-81-8450-151-3|pages=24–}}</ref> ଲେଖୁଥିଲେ ମଧ୍ୟ ବଡ଼ମାନଙ୍କ ପାଇଁ ଗଳ୍ପ, କବିତା ଓ ପ୍ରବନ୍ଧ ରଚନା କରିଛନ୍ତି । ତାଙ୍କର ୩୩ଖଣ୍ଡ ଶିଶୁସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇସାରିଛି ଓ ବହୁ ପୁସ୍ତକ ପ୍ରକାଶନ ଅପେକ୍ଷାରେ ଅଛି । "ମନପବନ" ପତ୍ରିକାରେ ତାଙ୍କର ପ୍ରଥମ ଲେଖା ପ୍ରକାଶ ପାଇଥିଲା ।
{{div col|2}}
* ନ ତିଅଣ ଛ ଭଜା
* ଶିଶୁଗୀତିକା
Line ୬୪ ⟶ ୬୧:
* ହସ, ଖୁସି ଓ ମଉଜ
* ବଗ ବଗୁଲୀ
* ଝୁଲଝୁଲୁରେ ହାତୀ ଝୁଲ
* ମନଲାଖି ଗପ ଓ ଗୀତ
* ଝୁମକୁ ଝୁମା
Line ୭୦ ⟶ ୬୭:
* ସବୁଠାରୁ ବଡ
* ଅଲିଭା ଦୀପ<ref>{{cite news|title=ପିଲାଙ୍କ ମନ ବୁଝି ସେମାନଙ୍କ ପାଇଁ ଲେଖେ|accessdate=25 June 2015|newspaper=ଧରିତ୍ରୀ ୨୫/୦୬/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୧୦|date=25 June 2015}}</ref>
{{div col end}}
 
== ସମ୍ମାନ ଓ ପୁରସ୍କାର ==
* କେନ୍ଦ୍ର ସାହିତ୍ୟ ଏକାଡେମୀ 'ବାଳ ସାହିତ୍ୟ' ପୁରସ୍କାର' -, ୨୦୧୫<ref>{{cite news|title=ଶିଶୁରେ ସାହିତ୍ୟ ଦେଖିଲି; ସାହିତ୍ୟକୁ ଶିଶୁ ମାନିନେଲି|url=http://epaper.prameyanews.com/35251-18415890-1-article.html|accessdate=25 June 2015|newspaper=ପ୍ରମେୟ ୨୫/୦୬/୨୦୧୫ ପୃଷ୍ଠା ୧୨|date=25 June 2015}}</ref>
* ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୧<ref>{{cite web|title=ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ|url=http://odishasahityaakademi.org/sahitya-award9.php|publisher=ଓଡ଼ିଶା ସାହିତ୍ୟ ଏକାଡେମୀ|accessdate=15 April 2017}}</ref>
* ପ୍ରଜାତନ୍ତ୍ର ପୁରସ୍କାର - ୧୯୬୧
* ନିଖିଳ ଉତ୍କଳ ପୁଲିସ ସାଂସ୍କୃତିକ ସମ୍ମିଳନୀ ପୁରସ୍କାର - ୧୯୬୨
* ନିଖିଳ ଉତ୍କଳ ଲେଖିକା ସମ୍ମିଳନୀ - ୧୯୬୨
* ଓଡ଼ିଶା ଶିଶୁ ସାହିତ୍ୟ ସମାଜ ପୁରସ୍କାର - ୧୯୬୫
* ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୬
* ଆକାଶବାଣୀ ଦିଲ୍ଲୀ କେନ୍ଦ୍ର ପୁରସ୍କାର - ୧୯୯୩
* ଆକାଶବାଣୀ ହୀରକ ଜୟନ୍ତୀ ପୁରସ୍କାର - ୨୦୦୮
* କେନ୍ଦ୍ର ସାହିତ୍ୟ ଏକାଡେମୀ 'ବାଳ ସାହିତ୍ୟ ପୁରସ୍କାର' - ୨୦୧୫<ref>{{cite news|title=ଶିଶୁରେ ସାହିତ୍ୟ ଦେଖିଲି; ସାହିତ୍ୟକୁ ଶିଶୁ ମାନିନେଲି|url=http://epaper.prameyanews.com/35251-18415890-1-article.html|accessdate=25 June 2015|newspaper=ପ୍ରମେୟ ୨୫/୦୬/୨୦୧୫ ପୃଷ୍ଠା ୧୨|date=25 June 2015}}</ref>
 
== ଆଧାର ==
Line ୮୫ ⟶ ୮୨:
 
{{ଓଡ଼ିଆ ସାହିତ୍ୟ}}
{{Authority control}}
[[ଶ୍ରେଣୀ:ଓଡ଼ିଆ୧୯୩୨ କବିଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ବୃତ୍ତି ଅନୁସାରେ ଓଡ଼ିଆ ଲୋକ]]
[[ଶ୍ରେଣୀ:ଜଗତସିଂହପୁର ଜିଲ୍ଲାର ଲୋକ]]
[[ଶ୍ରେଣୀ:୧୯୩୨ଓଡ଼ିଆ ଜନ୍ମକବି]]