"ତୁଳସୀ ମୁଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୨ କ ଧାଡ଼ି:
==ପ୍ରାମାଣିକ ଚଳଚ୍ଚିତ୍ର==
[[File:Tulashi munda.jpeg.jpg|thumb|This is a photo from a doccumentary movie named 'Tulasi apa' , based on life story of tulasi munda .]]
ନିର୍ଦ୍ଦେଶକ ଅମୀୟ ପଟ୍ଟନାୟକଙ୍କ ଦ୍ବାରା ନିର୍ଦ୍ଦେଶିତ ଓଡ଼ିଶାର ପ୍ରଥମ ଜୀବନୀ ଚଳଚ୍ଚିତ୍ର '''ତୁଳସୀ ଅପା''' । ତୁଳସୀ ମୁଣ୍ଡାଙ୍କ ଜୀବନୀ ଉପରେ ଏହା ପର୍ଯବେସିତ। ଅନୁପମ ପଟ୍ଟନାୟକଙ୍କ ପ୍ରଯୋଜିତ ଏହି ସିନେମାର ମୁଖ୍ୟ ଚରିତ୍ର ତୁଳସୀ ମୁଣ୍ଡାଙ୍କ ଭୂମିକାରେ ବର୍ଷା ନାୟକ ଅଭିନୟ କରିଛନ୍ତି। ଅନ୍ୟ ଭୂମିକାରେ ମଧୁସ୍ମିତା, ଲୋଛନୀ ବାଗ, ପ୍ରେମାଞ୍ଜନା ପରିଡ଼ା, ମମତା ପଣ୍ଡା ଅଭିନୟ କରିଛନ୍ତି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଚଳଚ୍ଚିତ୍ରର ସୁଟିଂ ହୋଇଛି ।<ref>http://odishasuntimes.com/2016/10/04/biopic-odisha-activist-tulasi-munda-bags-top-honours-iffs/</ref> ୨୦୧୬ ମସିହା ଅକ୍ଟୋବର ୩୦ ତାରିଖରେ ଇରାନ୍‌ ରାମସରଠୋର '''ତେହରାନ ଜସ୍ମିନ୍‌ ଆନ୍ତର୍ଜାତିକ ଚଳଚ୍ଚିତ୍ର''' ଉତ୍ସବରେ ତୁଳସୀ ଅପା ପ୍ରର୍ଦଶିତ ହୋଇଥିଲା। ଓଡ଼ିଶାର ଏକମାତ୍ର ଚଳଚ୍ଚିତ୍ର ଭୋବ ତୁଳସୀ ଅପା ଏହି ସମ୍ମାନଜନକ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିଲା। ୨୦୧୬ ମସିହା ଅକ୍ଟୋବରରେ ଅନୁଷ୍ଠିତ ସିମ୍‌ଲା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ତୁଳସୀ ଅପାକୁ ଶ୍ରେଷ୍ଠ ଫିଚର‌‌‌‌ ଫିଲ୍ମର ସମ୍ମାନ ମିଳିଥିଲା। ହରିଆନାର ଅନୁଷ୍ଠିତ '''ହରିଆନା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେଉତ୍ସବ'''ରେ ତୁଳସୀ ଅପା ଗୌରବ ଅର୍ଜନ କରିଥିଲା। ଏହି ଚଳଚ୍ଚିତ୍ରର ତୁଳସୀ ଅପା ମୁଖ୍ୟ ଭୂମିକୋରଭୂମିକାରେ ନବାଗତା ଅଭିେନତ୍ରୀଅଭିନେତ୍ରୀ ବର୍ଷା ନାୟକ ଅଭିନୟ କରିଥଲେ। ଏହି ଚଳଚ୍ଚିତ୍ର ପାଇଁ ବର୍ଷାଙ୍କୁ '''ହରିଆନା ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେଉତ୍ସବ'''ରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଅଭିନୟସମ୍ମାନିତ କରିଥିଲେ।ହୋଇଥିଲେ। ଏହା ପୂର୍ବରୁ କୋଲକାତା, ବେଙ୍ଗାଲୁରୁ ଓ ନାସିକଠାରେ ଏହି ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇ ବେଶ ପ୍ରଶଂସିତ ହୋଇଛି। ଅମୀୟ ପଟ୍ଟନାୟକ ପ୍ରଡକ୍ସନ‌ ବ୍ୟାନରେର ଏହି ଚଳଚ୍ଚିତ୍ର ନିର୍ମିତ ହୋଇଛି।
<ref name="Padma Awards">{{cite web | url=http://mha.nic.in/sites/upload_files/mha/files/LST-PDAWD-2013.pdf | title=Padma Awards | publisher=Ministry of Home Affairs, Government of India | date=2015 | accessdate=21 July 2015}}</ref>