"ତୁଳସୀ ମୁଣ୍ଡା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Rojalin das (ଆଲୋଚନା | ଅବଦାନ) |
Rojalin das (ଆଲୋଚନା | ଅବଦାନ) |
||
୨୪ କ ଧାଡ଼ି:
==ଅାଦିବାସୀ ବିକାଶ ମଞ୍ଚ==
ତୁଳସୀ ଅଶିକ୍ଷିତ ଥିଲେ ମଧ୍ୟ ଅାଦିବାସୀ ପିଲାଙ୍କ ଶିକ୍ଷାର କ୍ଷେତ୍ରରେ ଉନ୍ନତି ଓ ଉଜ୍ୱଳ ଭବିଷ୍ୟତ ପାଇଁଁ ଦୃଢ଼ ପରିକର ଥିଲେ। ଏକ ମହୁଲ ଗଛ ମୂଳରେ ମୁକ୍ତ ଶିକ୍ଷା ଦାନ ଅାରମ୍ଭ କରିଥିଲେ। ଦିନ ବେଳା ପିଲାମାନେ ଖଣି ଖାଦାନରେ କାମ କରୁଥିବାରୁ ସଂଧ୍ୟାରେ ସେ ପାଠ ପଢ଼ାଉଥିଲେ। ପ୍ରଥମେ ୨୨ ଜଣ ତାଙ୍କ ପାଖକୁ ପାଠ ପଢ଼ିବା ପାଇଁଁ ଅାସିଥିଲେ। ଧୀରେ ଧୀରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଏହାପରେ ସେ ଏକ ସ୍କୁଲ ଗଠନ କରିବା ପାଇଁଁ ସ୍ଥିର କରିଥିଲେ। ଏଥିପାଇଁ ଅର୍ଥ ଦାଉ ସାଜିଥିଲା। ଦିନକୁ ୨ ଟଙ୍କା ମଜୁରିରେ ଏକ ଖାଦାନରେ ସେ କାମ କରିଥିଲେ। ଏଥିରେ ପିଲାମାନଙ୍କ ପାଠପଢ଼ା ପ୍ରତି ଖର୍ଚ୍ଚ କରୁଥିଲେ। ତାଙ୍କ ଉତ୍ସାହ ଦେଖି ଗ୍ରାମବାସୀମାନେ ତାଙ୍କୁ ସହଯୋଗ କରିଥିଲେ। ଏହି ପିଲମାନଙ୍କ ପାଇଁଁ ସେ ଅାଦିବାସୀ ବିକାଶ ମଞ୍ଚ ନାମକ ଏ ସଂଗଠନ ଗଠନ କରିଥିଲେ। ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ
== ପୁରସ୍କାର ==
|