"ସୁଚେତା କୃପାଲାନି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୫ କ ଧାଡ଼ି:
 
== ସ୍ଵାଧୀନତା ସଂଗ୍ରାମ ଓ ସ୍ଵାଧୀନତା ==
 ତାଙ୍କ ସମକାଳୀନ ନେତ୍ରୀ [[ଅରୁଣା ଆସଫ୍ ଅଲ୍ଲୀ|ଅରୁଣା ଆସଫ ଅଲ୍ଲୀ]] ଓ [[ଉଷା ମେହେଟା]] ଙ୍କ ପରି ସୁଚେତା ମଧ୍ୟ [[ମହାତ୍ମା ଗାନ୍ଧୀ]] ଙ୍କ ଦ୍ଵାରା ପ୍ରେରିତ ହେଇ ଭାରତ ଛାଡ ଆନ୍ଦୋଳନ ରେ ନିଜକୁ ସାମିଲ କରିଥିଲେ । ପରେ ବିଭାଜନ ଜନିତ ଡଙ୍ଗା ସମୟ ରେ ସେ [[ମହାତ୍ମା ଗାନ୍ଧୀ]]<nowiki/>ଙ୍କ ସହ କାର୍ଯ୍ୟ କରିଥିଲେ । [[ଭାରତ]] ସ୍ଵାଧୀନତା ହେବା ପୂର୍ବ ସମୟ  ରେ ଗଠିତ ନୂତନ [[ସମ୍ବିଧାନ]] ପ୍ରଣୟନ ପାଇଁ ଗଠିତ ବିଧାୟକ ସଭା କୁ ସେ ନିର୍ବାଚିତ ହେଇଥିଲେ । ଭାରତ ର ନୂତନ [[ସମ୍ବିଧାନ]] ର ରୂପରେଖ ନିର୍ଧାରଣ ପାଇଁ ଗଠିତ ସବ-କମିଟି ରେ ସେ ରହିଥିଲେ । ସ୍ଵାଧୀନ ଭାରତ ର ସମ୍ବିଧାନ ସଭା ର ପ୍ରଥମ ଅଧିବେଶନ ରେ ସେ ବନ୍ଦେ ମାତରମ୍  ଗାନ  କରିଥିଲେ । ଏହା ପରେ ପ୍ରଧାନ ମନ୍ତ୍ରୀ ନେହେରୁ ତାଙ୍କର ବିଖ୍ୟାତ " Tryst With Destiny "<ref>{{cite web | url=http://parliamentofindia.nic.in/ls/debates/vol5p1.htm | title=Constituent Assembly of India - Volume-V | date=14 August 1947 | publisher=Parliament of India | accessdate=18 January 2016 }}</ref> ଭାଷଣ ଦେଇଥିଲେ । ୧୯୪୦ ମସିହା ରେ ସ୍ଥାପିତ ହେଇଥିବା "ସର୍ବ ଭାରତୀୟ ମହିଳା କଂଗ୍ରେସ " ସୁଚେତା କୃପାଲାନି ସ୍ଥାପନ କରିଥିଲେ । 
 
== ସ୍ଵାଧୀନତା ପରବର୍ତୀ କାଳ ==
୧୧ କ ଧାଡ଼ି:
ସ୍ଵାଧୀନତା ପରେ ସୁଚେତା ସକ୍ରିୟ ରାଜନୀତି ରେ ରହି ୧୯୫୨ ସାଧାରଣ ନିର୍ବାଚନ ରେ ସେ ନୂଆ ଦିଲ୍ଲୀ ରେ ଏକ ନୂତନ ଦଳ କେଏମପିପି ( କିଷାନ ମଜଦୁର ପ୍ରଜା ପାର୍ଟି )ତରଫ ରୁ ନିର୍ବାଚନ ଲଡି କଂଗ୍ରେସ ଦଳ ର ମନମୋହିନୀ ସହଗଳ ଙ୍କୁ ପରାସ୍ତ କରିଥିଲେ । ସେହି ସମୟ ରେ ତାଙ୍କ ସ୍ଵାମୀ ଙ୍କ ସହ ସେ କଂଗ୍ରେସ ଦଳ ଛାଡି ସେହି ନୂତନ ଦଳ ଗଠନ କରିଥିଲେ । ତେବେ ପରେ ସେ କଂଗ୍ରେସ କୁ ପ୍ରତ୍ୟାବର୍ତନ କରି ପରବର୍ତୀ ନିର୍ବାଚନ କଂଗ୍ରେସ ପ୍ରାର୍ଥିନୀ ଭାବରେ ଜିତି ଥିଲେ ।<ref>{{Cite book | author = David Gilmartin | editor = Anastasia Pivliavsky | title = Patronage as Politics in South Asia | chapter = Chapter 5: The paradox of patronage and the people's sovereignty | pages=151–152 | publisher = Cambridge University Press | year = 2014 | isbn = 978-1-107-05608-4 }}</ref> ଏହା ପରେ ସେ ଉତ୍ତର ପ୍ରଦେଶ ର ଗୋଣ୍ଡା ନିର୍ବାଚନ ମଣ୍ଡଳୀ ରୁ ପାର୍ଲିଆମେଣ୍ଟ ନିର୍ବାଚନ ଜିତିଥିଲେ । 
 
ଏହି ମଧ୍ୟବର୍ତୀ କାଳ ରେ ସେ ଉତ୍ତର ପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ରେ ପ୍ରାର୍ଥୀ ହେଇ ବିଜୟିନୀ ହେଇଥିଲେ ଓ ୧୯୬୦ ମସିହା ରୁ ୧୯୬୩ ମସିହା ଯାଏ ରାଜ୍ୟ ର ଶ୍ରମ ବିଭାଗ , ଶିଳ୍ପ ଓ ଗୋଷ୍ଠୀ ଉନ୍ନୟନ ବିଭାଗ ମନ୍ତ୍ରୀ ପଦ ଗ୍ରହଣ କରିଥିଲେ । ୧୯୬୩ ମସିହା ଅକ୍ଟୋବର ମାସ ରେ ସେ ଭାରତଭାରତର ସର୍ବପ୍ରଥମ ଏକମହିଳା  ରାଜ୍ୟ ଉତ୍ତର ସର୍ବପ୍ରଥମ ମହିଳାପ୍ରଦେଶର ମୁଖ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ ଭାର ଗ୍ରହଣ କରିବାର ସମ୍ମାନ ଅର୍ଜନ କରିଥିଲେ । ତାଙ୍କ କରଜ୍ୟକାଳରାଜ୍ୟକାଳ ମଧ୍ୟ ରେ ଉତ୍ତର ପ୍ରଦେଶ ସରକାରୀ କର୍ମଚାରୀ ମାନେ କରିଥିବା ୬୨ ଦିନ ର ଆନ୍ଦୋଳନ କୁ ସେ ଖୁବ ଦୃଢ ଭାବରେ ମୁକାବିଲା କରିଥିଲେ । 
 
ସୁଚେତା ୧୯୭୧ ମସିହା ରେ ରାଜନୀତି ରୁ ସନ୍ୟାସ ଗ୍ରହଣ କରି ୧୯୭୪ ରେ ତାଙ୍କର ପରଲୋକ ପର୍ଯ୍ୟନ୍ତ ନିରୋଳା ଜୀବନ ଯାପନ କରିଥିଲେ ।