"ଓଳାଶୁଣି ଗୁମ୍ଫା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୧୦ କ ଧାଡ଼ି:
ଭାବେ ଭରଷା ମୋର ତାଙ୍କୁ ।।
</poem>
ଏହିପରି ଚିନ୍ତାରୁ ନିବ୍ରୁତନିବୃତ କରିବାପାଇଁ ତାଙ୍କପିତା ରାଜକନ୍ୟାକୁ ବିବାହ ଦେବା କଥା କହିବାରୁ ମହାମୁନି କପିଳ ଶୁଭଦେବଙ୍କ ଭଳି ପିତାଙ୍କୁ ପରମ ତତ୍ତ୍ଵ ବୁଝାଇ କହିଲେ, "ହେ ପିତା ! ଯେ ମାତା ରୁପେ ଜନ୍ମ କରି ପୁତ୍ର ହୋଇଲି ମୁଁ ତଙ୍କରିତାଙ୍କରି ପୁତ୍ରିମାକୁପ୍ରତିମାକୁ ବିହାବିଭା ହେଲେ ଧର୍ମଟି ସହିବକି ଭଲେ, କି କଥା କହିଲ ହେତାତ ସେଇଟି ମୋର ନିଜ ମାତା ତା' ପରେ ଘର ତ୍ୟାଗ କରି କଚେରୀ ଘରକୁ ଚାଲିଆସିଥିଲେ, ସେଠାରେ ରହୁଥିବା ସାଧୁସନ୍ଥ ମାନଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ | ଠିକ୍ ତାର ରାତ୍ରିରେ ନିକଟବର୍ତି ଜଣେ ବିଧବା ବ୍ରାହ୍ମଣର ବାଡିରୁ ସେ କଦଳି ପତ୍ର କାଟୁଥିବା ବେଳେ, ବ୍ରହ୍ମଣୀ ପତ୍ର କଟା ହେବ ଶୁଣି- " କିଏ ଗୋଟେ ଅରକ୍ଷିତ ମୋ ବାଡି ରୁ ପତ୍ର କାଟୁଛି କହି ଧାଇଁ ଆସିଲା, ଏବଂ ରାଜପୁତ୍ରଙ୍କୁ ଦେଖି ଆବାକ୍ ହୋଇଗଲେ, ଏଥିରେ ରାଜପୁତ୍ର ବ୍ରହ୍ମଣୀଙ୍କୁ ସାନ୍ତନା ଦେଇ କହିଲେ ମା' ଆଜି ପର୍ଯନ୍ତ ମୋ ନା' ପାଉନଥିଲି କିନ୍ତୁ ଆଜି ତୁମ ଦୟାରୁ ମୁଁ ଅରକ୍ଷିତ ନାମଟି ପାଇଗଲି |
 
== ଓଳାଶୁଣୀ ମେଳା ==