"ଜଳେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
୨୫ କ ଧାଡ଼ି:
 
= ଅବସ୍ଥିତି =
ଜଳେଶ୍ୱର, ଓଡିଶାଓଡ଼ିଶା ର ଏକ ପ୍ରାଚୀନ ସହର। ଏହା ଓଡିଶାଓଡ଼ିଶା ଏବଂ ପଶ୍ଚିମ ବଂଗ ର ସୀମାନ୍ତ । ସୁବର୍ଣ୍ଣରେଖା ର ଉପକୂଳ ରେ ଏହା ଅବସ୍ଥିତ। ବାଲେଶ୍ୱର ଜିଲ୍ଲା ସଦର ମହକୁମା ଠାରୁ ୫୦ କି:ମି ଦୂର।
 
==ଇତିହାସ==
୩୨ କ ଧାଡ଼ି:
*ଦୀଘା: ପଶ୍ଛିମବଙ୍ଗ ର ପ୍ରସିଦ୍ଧ ବେଳାଭୁମି ଦୀଘା ଏହା ଠାରୁ ୩୮ କି:ମି ଦୂର। ପର୍ଯ୍ୟଟକ ମାନେ ଏଠାରୁ ବସ୍, ଅଟୋ, କାର୍ ମାଧ୍ୟମ ରେ ସେଠାକୁ ଯାଇ ପାରିବେ।
 
*ଚନ୍ଦନେଶ୍ୱର: ଓଡିଶାଓଡ଼ିଶା ର ପ୍ରସିଦ୍ଧ ଶୈବ ପୀଠ ବାବା ଚନ୍ଦନେଶ୍ୱର ମନ୍ଦିର ୨୭ କି;ମି ଦୂର ରେ ଅବସ୍ଥିତ। ମହା ବିଷୁବ ସଂକ୍ରାନ୍ତି ରେ ଏଠାରେ ପ୍ରସିଦ୍ଧ ଚଡକ ଯାତ୍ରା ପାଳନ କରାଯାଏ (ଆଞ୍ଚଳିକ ଭାଷା ରେ ଉଡା ପର୍ବ, ନୀଳ ପର୍ବ ଓ ପାଟ ଯାତ୍ରା)। ପ୍ରତି ବର୍ଷ ଏହି ଦିନ ଓଡିଶାଓଡ଼ିଶା ଏବଂ ପଡୋଶୀ ରାଜ୍ୟ ରୁ ପାଖାପାଖି ୩ ରୁ ୪ ଲକ୍ଷ ଭକ୍ତ ଙ୍କ ସମାଗମ ହୋଇଥାଏ।
 
*ତାଳସାରୀ ଓ ଉଦୟପୁର : ତାଳସାରୀ ଓ ଉଦୟପୁର, ଚନ୍ଦନେଶ୍ୱର ଠାରୁ ୫ କି:ମି ଦୂର । ଏହା ଓଡିଶାଓଡ଼ିଶା ର ସୀମାନ୍ତ ବେଳାଭୂମି। ଶାନ୍ତ ପରିବେଶ, ଲମ୍ୱା ଲମ୍ବା ନଡିଆ ଗଛ, ତାଳ ଗଛ ଏବଂ ବୀସ୍ତିର୍ଣ୍ଣ ଝାଉଁ ବଣ ର ମନୋରମ ଦୃଶ୍ୟ ଉପଭୋଗ କରିବା ଲାଗି ଦୂର ଦୂରାନ୍ତ ରୁ ପର୍ଯ୍ୟଟକ ମାନେ ଏଠାକୁ ଆସିଥାନ୍ତି। ସାମୁଦ୍ରିକ ନାଲି କଙ୍କଡା ଏଠାକାର ମୁଖ୍ୟ ଆକର୍ଷଣ।
 
==ଶିକ୍ଷା==
"https://or.wikipedia.org/wiki/ଜଳେଶ୍ୱର"ରୁ ଅଣାଯାଇଅଛି