"ବ୍ରହ୍ମପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ ସମ୍ପାଦନା କରିଲି ।
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩ କ ଧାଡ଼ି:
| name = ବ୍ରହ୍ମପୁର
| native_name =
| native_name_lang = ଓଡିଆ
| other_name = ରେଶମ ସହର
| nickname =
୫୮ କ ଧାଡ଼ି:
| area_code_type = [[ଟେଲିଫୋନ ସଂଖ୍ୟା ପ୍ରକାର|ତାର କୋଡ଼]]
| area_code = ୦୬୮୦
| registration_plate = OD-07 , OR-07( ୨୦୧୩ ପର୍ଯ୍ୟନ୍ତ)
| website =
| footnotes =
}}
 
'''ବ୍ରହ୍ମପୁର''' [[ଗଞ୍ଜାମ ଜିଲ୍ଲା]]ର ଏକ ପ୍ରମୁଖ ସହର । ଏହା ରାଜ୍ୟ ରାଜଧାନୀ [[ଭୁବନେଶ୍ଵର]] ଠାରୁ ପ୍ରାୟ ୧୬୦ କି.ମି. (୯୯ ମାଇଲ୍) ଦୂରରେ [[ବଙ୍ଗୋପ ସାଗର]] କୂଳରେ ଥିବା [[ଗୋପାଳପୁର]] ନିକଟରେ ଅବସ୍ଥିତ । ପୁରାତନ କାଳରୁ ଏହା ଓଡ଼ିଶାର ରେଶମ ସହର ଭାବେ ପରିଚିତ । ଏହାକୁ ବର୍ତ୍ତମାନ ଓଡ଼ିଶାର ନୃତ୍ୟ ନଗରୀ ଆଖ୍ୟା ଦିଆ ଯାଇଛି, ବିଶେଷ କରି ପ୍ରିନ୍ସ ଡାନ୍ସ ଗ୍ରୁପ ଓ ହରିହର ଦାସଙ୍କର ସଫଳତା ପରେ, ଏହା ଆହୁରି ପ୍ରସିଦ୍ଧି ଲାଭ କରିଛି । [[ଭୁବନେଶ୍ଵର]] ଓ କଟକ ପରେ ଏହି ସହରଟି ଓଡ଼ିଶାର ତୃତୀୟ ବୃହତ୍ତମ ଓ ଜନବହୁଳ ନଗରୀ । ୨୦୦୯ ମସିହା ଅନୁସାରେ ଏହି ନଗରୀର ଜନସଂଖ୍ୟା ୭,୯୯,୭୫୨ ଥିଲା । ଭୁବନେଶ୍ଵର ଓ କଟକ ପରେ ବ୍ରହ୍ମପୁରକୁ ଓଡ଼ିଶାର ତୃତୀୟ ନଗର ନିଗମ ଭାବେ ୨୦୦୯ ରେ ଗଠିତ ହେଇଥିଲା । ଏଠାରେ ଗୋଟିଏ ଭେଷଜ ମହାବିଦ୍ୟାଳୟ [[ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ]] ଓ [[ଖଲ୍ଲିକୋଟ ସ୍ଵୟଂଶାସିତ ମହାବିଦ୍ୟାଳୟ]] ଅଛି ।
 
==ଇତିହାସ==
ରାଜ୍ୟର ସର୍ବପୁରାତନ ପୌର ପରିଷଦ ବ୍ରହ୍ମପୁର,<ref>{{cite web|url=http://www.odishatoday.com/orissa/First_Municipality_of_state_becomes_third_Municipal_Corporation_311208-51274581237.html|title=Berhampur: First Municipality of state becomes third Municipal Corporation|publisher=|accessdate=31 August 2016}}</ref> ୧୮୬୭ରେ ପ୍ରତିଷ୍ଠା ହେଇଥିଲା ।<ref name="Francis2002">{{cite book|author=W. Francis|title=Gazetteer of South India|url=http://books.google.com/books?id=_RG2x2xDQ5UC&pg=PA220|year=2002|publisher=Mittal Publications|pages=220–|id=GGKEY:4Y158YFPNGZ}}</ref> ୧୪୨ ବର୍ଷ ପରେ ୨୦୦୯ ପ୍ରାରମ୍ଭରେ ଏହା ଓଡ଼ିଶାର ତୃତୀୟ ମହାନଗର ନିଗମର ମାନ୍ୟତା ପାଇଥିଲା ।<ref>{{cite web|url=http://www.thehindu.com/todays-paper/tp-national/tp-otherstates/berhampur-becomes-a-corporation/article1405160.ece|title=Berhampur becomes a corporation|work=The Hindu|accessdate=31 August 2016}}</ref>