"ଗୋଦାବରୀଶ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ removed Category:ନାଟ୍ୟକାର using HotCat
୧ କ ଧାଡ଼ି:
{{ଛୋଟ|Godavaris Mishra}}
{{Infobox writer <!-- For more information see [[:Template:Infobox Writer/doc]]. -->
| namehonorific_prefix = ପଣ୍ଡିତ
| name = ଗୋଦାବରୀଶ ମିଶ୍ର
| image = Godabarisha Mishra.png
| imagesize =
| alt =
Line ୧୦ ⟶ ୧୧:
| birth_date = {{Birth date|1886|10|26|df=y}}
| birth_place = ଶ୍ରୀନିବାସପୁର ଶାସନ, ବାଣପୁର, [[ପୁରୀ ଜିଲ୍ଲା|ପୁରୀ]]
| death_date = ୧।୧।୧୯୫୬{{Death date and age|1956|7|26|1886|10|26|df=y}}
| death_place =
| resting_place =
Line ୨୩ ⟶ ୨୪:
| subject =
| movement =
| notableworks = ଅର୍ଦ୍ଧ ଶତାବ୍ଦୀର[[ଅର୍ଦ୍ଧଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋମୋର ସ୍ଥାନ]]
| spouse =
| partner =
Line ୩୬ ⟶ ୩୭:
| portaldisp =
}}
''ପଣ୍ଡିତ 'ଗୋଦାବରୀଶ ମିଶ୍ର''' (୨୬ ଅକ୍ଟୋବର ୧୮୮୬<ref>{{cite news|title=ଆଜି ଜନ୍ମଦିନ|url=http://www.sambadepaper.com/Details.aspx?id=297827&boxid=24933767|accessdate=26 October 2016|newspaper=ସମ୍ବାଦା ୧୬/୧୦/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪}}</ref> - ୨୬ ଜୁଲାଇ ୧୯୫୬<ref>{{cite book|title=EMINENT LITERARY LUMINARIES OF ORISSA|publisher=odisha.gov.in|page=297|url=http://odisha.gov.in/e-magazine/orissaannualreference/ORA-2004/pdf/eminent_literacy_luminaries_of_orissa.pdf|accessdate=1 January 2017|quote=Died on July 26, 1956}}</ref>) ଶ୍ରୀନିବାସପୁର ଶାସନ, ବାଣପୁର, [[ପୁରୀ ଜିଲ୍ଲା|ପୁରୀରେ]]<ref>http://www.shreekhetra.com/legend.html</ref> ଜନ୍ମିତ ଜଣେ ଜଣାଶୁଣା [[ଓଡ଼ିଆ ଭାଷା|ଓଡ଼ିଆ]] କବି, ଗାଳ୍ପିକ ଓ ନାଟ୍ୟକାର ଥିଲେ ।<ref name="Datta1988">{{cite book|author=Amaresh Datta|title=Encyclopaedia of Indian Literature|url=http://books.google.com/books?id=zB4n3MVozbUC&pg=PA1591|year=1988|publisher=Sahitya Akademi|isbn=978-81-260-1194-0|pages=1591–}}</ref> ସେ ଆଧୁନିକ ପଞ୍ଚସଖାଙ୍କ ମଧ୍ୟରୁ ଜଣେ ଓ ପଣ୍ଡିତ [[ଗୋପବନ୍ଧୁ ଦାସ]]ଙ୍କ ଦ୍ଵାରା ପ୍ରତିଷ୍ଠିତ [[ସତ୍ୟବାଦୀ ବନ ବିଦ୍ୟାଳୟ|ସତ୍ୟବାଦୀ ବନ ବିଦ୍ୟାଳୟରେ]]ରେ ଶିକ୍ଷକତା କରିଥିଲେ ।<ref>{{cite book|title=Encyclopaedia of Education, Culture and Children's Literature: v. 3. Indian culture and education|url=http://books.google.com/books?id=3T2Ph_SmjtoC&pg=PA174|year=2009|publisher=Deep & Deep Publications|isbn=978-81-8450-150-6|pages=174–}}</ref>
 
== ଜୀବନୀ ==
ଉତ୍କଳମଣୀ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ଗୋଦାବରୀଶ ସେବାକୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ । [[କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ|ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ]] ମନ୍ତ୍ରୀମଣ୍ଡଳରେ ସେ ଥିଲେ ଅର୍ଥ ଓ ଶିକ୍ଷା ମନ୍ତ୍ରୀ । ରାଜନୀତିକୁ ପସନ୍ଦ କରୁନଥିବା ଗୋଦାବରୀଶ, ରାଜ୍ୟ ଓ ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ମନ୍ତ୍ରୀପଦ ଗ୍ରହଣ କରିଥିଲେ । ଅଣକଂଗ୍ରେସ ମନ୍ତ୍ରୀମଣ୍ଡଳରେ ଯୋଗ ଦେଇଥିବାରୁ ତାଙ୍କୁ କଂଗ୍ରେସ ଦଳରୁ ବହିସ୍କାର କରାଯାଇଥିଲା । ପରେ, ଦଳକୁ ଫେରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ, ସେ ତାକୁ ପ୍ରତ୍ୟାଖାନ କରିଥିଲେ । ତାଙ୍କରି ଉଦ୍ୟମରେ [[ଉତ୍କଳ ବିଶ୍ଵବିଦ୍ୟାଳୟ]] ପ୍ରତିଷ୍ଠାଲାଭ କରିଥିଲେ ମଧ୍ୟ, ସେ କୁଳପତି ହେବାର ସ୍ଵଭାଗ୍ୟରୁ ବଞ୍ଚିତ ହୋଇଥିଲେ ।
 
== ରଚନାବଳୀ ==
Line ୫୭ ⟶ ୫୮:
=== ଉପନ୍ୟାସ ===
* ଘଟାନ୍ତର
* ଅଭାଗିନୀ - ୧୯୧୨ (ର ଛାୟାରେ ଲିଖିତ "ହିଉଗୋ"ଙ୍କ ଲେସ ମିଜଏରାବିଲିସମିଜରେବ୍ଲସ (Les Miserables)ର ଓଡ଼ିଆରେ ରୂପାନ୍ତର)<ref>[http://www.press.uottawa.ca/book/changing-the-terms Changing the Terms, Translating in the Postcolonial Era]. ''Sherry Simon and Paul St-Pierre''. 272 pages . 6 x 9 ISBN 978-0-7766-0524-1 (November 2000)</ref>
* ୧୮୧୭
=== ନାଟକ ===
Line ୬୬ ⟶ ୬୭:
 
== ସମ୍ମାନ ଓ ପୁରସ୍କାର ==
* [[କେନ୍ଦ୍ର ସାହିତ୍ୟ ଏକାଡେମି]]ଏକାଡେମୀ ପୁରସ୍କାର - ୧୯୫୮ (ମରଣୋତ୍ତର 'ଅର୍ଦ୍ଧ ଶତାବ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ' ପାଇଁ)<ref>{{cite news|title=ଆଜି ଜନ୍ମଦିନ|url=http://www.sambadepaper.com/Details.aspx?id=297827&boxid=24933767|accessdate=26 October 2016|newspaper=ସମ୍ବାଦା ୧୬/୧୦/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪}}</ref>
 
== ଆଧାର ==
{{ଆଧାରReflist|30em}}
== ଅଧିକ ତଥ୍ୟ ==
* [http://www.123orissa.com/person/person.asp?sno=26&cat=p 123orissa.com: PUNDIT GODABARISH MISHRA]
{{ଓଡ଼ିଆ ସାହିତ୍ୟ}}
 
[[ଶ୍ରେଣୀ:୧୮୮୬ ଜନ୍ମ]]
[[ଶ୍ରେଣୀ:୧୯୫୬ ମୃତ୍ୟୁ]]
[[ଶ୍ରେଣୀ:ପୁରୀ ଜିଲ୍ଲାର ଲୋକ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା]]
[[ଶ୍ରେଣୀ:ସାହିତ୍ୟିକ]]
[[ଶ୍ରେଣୀ:ଓଡ଼ିଆ କବି]]
[[ଶ୍ରେଣୀ:ନାଟ୍ୟକାର]]
[[ଶ୍ରେଣୀ:ଓଡ଼ିଆ ନାଟ୍ୟକାର]]
[[ଶ୍ରେଣୀ:ଔପନ୍ୟାସିକ]]
[[ଶ୍ରେଣୀ:କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା]]
[[ଶ୍ରେଣୀ:୧୮୮୬ ଜନ୍ମ]]
[[ଶ୍ରେଣୀ:୧୯୫୬ ମୃତ୍ୟୁ]]
[[ଶ୍ରେଣୀ:ପୁରୀ ଜିଲ୍ଲାର ଲୋକ]]