"ଜଳେଶ୍ୱର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଅବସ୍ତିତି: ଅବସ୍ଥିତି ଟି ଠିକ୍ ଶବ୍ଦ ଅଟେ।
୨୨ କ ଧାଡ଼ି:
|footnotes = |
}}
'''ଜଳେଶ୍ଵର''',[[ବାଲେଶ୍ଵର ଜିଲ୍ଲା]]ର ଏକ ପ୍ରମୁଖ ସହର ଅଟେ।
 
== ଅବସ୍ଥିତି ==
ଜଳେଶ୍ୱର, ଓଡିଶା ର ଏକ ପ୍ରାଚୀନ ସହର। ଏହା ଓଡିଶା ଏବଂ ପଶ୍ଚିମ ବଂଗ ର ସୀମାନ୍ତ । ସୁବର୍ଣ୍ଣରେଖା ର ଉପକୂଳ ରେ ଏହା ଅବସ୍ଥିତ। ବାଲେଶ୍ୱର ଜିଲ୍ଲା ସଦର ମହକୁମା ଠାରୁ ୫୦ କି:ମି ଦୂର।
 
==ଇତିହାସ==
 
==ଦର୍ଶନୀୟ ସ୍ଥାନ==
ଦୀଘା: ପଶ୍ଛିମବଙ୍ଗ ର ପ୍ରସିଦ୍ଧ ବେଳାଭୁମି ଦୀଘା ଏହା ଠାରୁ ୩୮ କି:ମି ଦୂର। ପର୍ଯ୍ୟଟକ ମାନେ ଏଠାରୁ ବସ୍, ଅଟୋ, କାର୍ ମାଧ୍ୟମ ରେ ସେଠାକୁ ଯାଇ ପାରିବେ।
 
ଚନ୍ଦନେଶ୍ୱର: ଓଡିଶା ର ପ୍ରସିଦ୍ଧ ଶୈବ ପୀଠ ବାବା ଚନ୍ଦନେଶ୍ୱର ମନ୍ଦିର ୨୭ କି;ମି ଦୂର ରେ ଅବସ୍ଥିତ। ମହା ବିଷୁବ ସଂକ୍ରାନ୍ତି ରେ ଏଠାରେ ପ୍ରସିଦ୍ଧ ଚଡକ ଯାତ୍ରା ପାଳନ କରାଯାଏ (ଆଞ୍ଚଳିକ ଭାଷା ରେ ଉଡା ପର୍ବ, ନୀଳ ପର୍ବ ଓ ପାଟ ଯାତ୍ରା)। ପ୍ରତି ବର୍ଷ ଏହି ଦିନ ଓଡିଶା ଏବଂ ପଡୋଶୀ ରାଜ୍ୟ ରୁ ପାଖାପାଖି ୩ ରୁ ୪ ଲକ୍ଷ ଭକ୍ତ ଙ୍କ ସମାଗମ ହୋଇଥାଏ।
 
ତାଳସାରୀ ଓ ଉଦୟପୁର : ତାଳସାରୀ ଓ ଉଦୟପୁର, ଚନ୍ଦନେଶ୍ୱର ଠାରୁ ୫ କି:ମି ଦୂର । ଏହା ଓଡିଶା ର ସୀମାନ୍ତ ବେଳାଭୂମି। ଶାନ୍ତ ପରିବେଶ, ଲମ୍ୱା ଲମ୍ବା ନଡିଆ ଗଛ, ତାଳ ଗଛ ଏବଂ ବୀସ୍ତିର୍ଣ୍ଣ ଝାଉଁ ବଣ ର ମନୋରମ ଦୃଶ୍ୟ ଉପଭୋଗ କରିବା ଲାଗି ଦୂର ଦୂରାନ୍ତ ରୁ ପର୍ଯ୍ୟଟକ ମାନେ ଏଠାକୁ ଆସିଥାନ୍ତି। ସାମୁଦ୍ରିକ ନାଲି କଙ୍କଡା ଏଠାକାର ମୁଖ୍ୟ ଆକର୍ଷଣ।
 
==ଶିକ୍ଷା==
== ଆଧାର ==
"https://or.wikipedia.org/wiki/ଜଳେଶ୍ୱର"ରୁ ଅଣାଯାଇଅଛି