"ଭୀମ ଭୋଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୧ କ ଧାଡ଼ି:
== ମାନବତାବାଦୀ ଚିନ୍ତାଧାରା ==
ସନ୍ଥକବିଙ୍କର ମାନବତାବାଦୀ ଚିନ୍ତାଧାରା ତାଙ୍କର ନିମ୍ନସ୍ଥ ରଚନାରୁ ସଫା ବାରିହୁଏ ।
<poem><centre>
ଯେସନେକ ଜଳ ପବନର ଭେଦ ନାହିଁ,

ପୁରୁଷ ଯେତିକି ଯିବ ସ୍ତିରୀ ଯିବ ତହିଁ ।

ଯେସନେ ମାଟି ପଥର ସର୍ଜିଲା ଦଇବ,

ଏମାନଂକୁ ଭିନ୍ନାଭିନ୍ନ କରି କେ କହିବ ।

ଯେସନେକ କ୍ଷୁଧାତୃଷା ଛନ୍ତି ବେନି ମୂର୍ତୀ,

ଏକା ପାଖୁଡା ଗୋଟିକ ହୃଦେ ଫଳିଛନ୍ତି ।

ସେହିରୂପେ ପତିପତ୍ନୀ ଏକ ବ୍ରହ୍ମେ ଜାତ,

ଭିନ୍ନାଭିନ୍ନ ଯେ କରିବ କୁଳ ଯିବ ହତ ।

ଗୁରୁ ଦୁଆରକୁ ସର୍ବେ ଅଟନ୍ତି ସମାନ,

ସ୍ତିରୀ ବା ପୁରୁଷ ତହିଁ ନାହିଁ ବଡ଼ସାନ ।
</poem></centre>

== ଟୀକା ==
"https://or.wikipedia.org/wiki/ଭୀମ_ଭୋଇ"ରୁ ଅଣାଯାଇଅଛି