"କଙ୍ଗ୍ ଫୁ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Bikash Ojha (ଆଲୋଚନା | ଅବଦାନ) "କଙ୍ଗ୍ ଫୁ ବା ଗଙ୍ଗ୍ ଫୁ ଏକ ଚୀନୀୟ ଶବ୍ଦ । ଏହାର ଅର୍ଥ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ |
Bikash Ojha (ଆଲୋଚନା | ଅବଦାନ) |
||
୨ କ ଧାଡ଼ି:
== ଶବ୍ଦର ଉତ୍ପତି ==
ଚିନୀୟ ଭାଷାରେ "ଗଙ୍ଗଫୁ", "ଗଙ୍ଗ" ଓ "ଫୁ" କୁ ନେଇ ଗଠିତ ଏକ ଯୌଗିକ ଶବ୍ଦ । ଏହା କଠିନ ପରିଶ୍ରମ ଦ୍ୱାରା ଆୟତ କରଯାଇଥିବା ଏକ ସଫଳତାକୁ ବୁଝାଏ ।
ମୂଳତଃ କଙ୍ଗ୍ ଫୁ ଅଭ୍ୟାସ କେବଳ ମାତ୍ର ସାମରିକ କଳା କୁ ବୁଝାଉ ନଥିଲା । ଏହା ଏକ ବ୍ୟକ୍ତିର ତାଲିମ ପ୍ରକ୍ରିୟାକୁ ବୁଝାଉଥିଲା । ତାଲିମ କହିଲେ ଶାରିରୀକ ଓ ମାନସିକ ଭାବରେ ଶକ୍ତିଶାଳୀ ହେବା ଏବଂ ଏକ ଦକ୍ଷତା ଶିଖିବା ଓ ବିକଶିତ କରିବା । ଏହା ଦୀର୍ଘ କାଳ ଅଭ୍ୟାସ ଓ ଚେଷ୍ଟା ଦ୍ୱାରା ପ୍ରାପ୍ତ ଦକ୍ଷତା କୁ ବୁଝାଏ । ଏହି ଅର୍ଥ ପୁରୁଣା ରଚନା ବଳୀରୁ, ବିଶେଷ କରି ନବ୍ୟ କନଫୁସିଅସ ଚିନ୍ତାଧାରା ଯାହା ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରେ, ସେଥିରୁ ଆସିଛି ।
ଲୋକଭାଷାରେ ଏହା ସାଧାରଣ ଦୈନନ୍ଦିନ କଳା ଯଥା ରୋଷେଇ ଓ ଲେଖିବା ଶୈଳୀ ଭଳି କାର୍ଯ୍ୟ ରେ ଦକ୍ଷତା କୁ ବୁଝାଇ ପାରେ । ଏହାର ଅର୍ଥ ଜଣେ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ
|