"ଜାପାନୀ ଧର୍ମକଥା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Created by translating the page "Japanese mythology"

No edit summary
୧ କ ଧାଡ଼ି:
'''ଜାପାନୀ ଧର୍ମକଥାଗୁଡ଼ିକ''' ଶିନ୍ତୋ ଓ ବୌଦ୍ଧ ପରମ୍ପରା ସଙ୍ଗେ ସଙ୍ଗେ ଲୋକ ପରମ୍ପରାରୁ ଆସିଅଛି । ଶିନ୍ତୋ ସମ୍ପ୍ରଦାୟରୁ ଅସଙ୍ଖ୍ୟ କାମି(ଜାପାନୀରେ 'ପ୍ରେତ' ବା 'ଦେବ'‌) ଥାଏ ।

'''କୋଜିକି''', ବା 'ପୁରାତନ ବିଷୟ ସଙ୍ଗ୍ରହ' ଜାପାନୀ ଧର୍ମକଥାର ସବୁଠୁଁ ପୁରାତନ ପୁସ୍ତକ ଅଟେ । ଶିନ୍ତୋଷୁ ପୁସ୍ତକରେ ଜାପାନୀ ଦେବତାଙ୍କ ସର୍ଜନାକୁ ବୌଦ୍ଧ ଦୃଷ୍ଟିକୋଣରୁ ବର୍ଣ୍ଣନା କରାଯାଇଛି ।

== ସର୍ଜନା କଥା ==
[[ଫାଇଲ:Kobayashi Izanami and izanagi.jpg|ଫ୍ରେମକରା|477x477_ପିକସେଲ|ଇଜାନାଗୀ ଓ ଇଜାନାମୀ]]
ଜାପାନୀ ସର୍ଜନା କଥାଗୁଡ଼ିକରେ ସୃଷ୍ଟିର ନିର୍ମାଣକାଳରେ ଜାତ ହୋଇଥିବା ପ୍ରଥମ ଦେବତାଙ୍କୁ ମିଳିତ ଭାବେ '''କୋଟୋମାତ୍ସୁକାମି''' କୁହାଯାଏ । ତାହା ପରେ ସ୍ୱର୍ଗ ଓ ପୃଥିବୀର ସର୍ଜନା ହୋଇଥିଲା ।  ପରେ ପରେ, କାମିଙ୍କର ସାତ ବଂଶ, ବା କାମିୟୋନାନାୟୋ ଉଦ୍ଭବ ହେବାର ବର୍ଣ୍ଣନା ରହିଛି । ପ୍ରଥମ ଦୁଇ ବଂଶଙ୍କୁ '''ହିତୋରିଗାମି''' କୁହାଯାଏ । ତାଙ୍କ ପର ପାଞ୍ଚଗୋଟି ବଂଶ ପୁରୁଷ/ସ୍ତ୍ରୀ ଭାବେ ଜନ୍ମ ହୋଇଥିଲେ - ଏମାନେ ଭାଇ ଭଉଣୀ ହେବା ସହ ବିବାହିତ ଯୋଡ଼ି ମଧ୍ଯ ଥିଲେ ବୋଲି ବିଶ୍ୱାସ ରହିଛି ।

ପ୍ରଥମ ଦୁଇ ବଂଶଙ୍କୁ ହିତୋରିଗାମି କୁହାଯାଏ । ତାଙ୍କ ପର ପାଞ୍ଚଗୋଟି ବଂଶ ପୁରୁଷ/ସ୍ତ୍ରୀ ଭାବେ ଜନ୍ମ ହୋଇଥିଲେ ; ଏମାନେ ଭାଇ ଭଉଣୀ ହେବା ସହ ବିବାହିତ ଯୋଡ଼ି ମଧ୍ଯ ଥିଲେ ବୋଲି ବିଶ୍ୱାସ ରହିଛି ।

== କୁନିଉମି ଓ କାମିଉମି ==
ଜାପାନୀ ସର୍ଜନା କଥାକୁ ପୁଣିଥରେ ଦୁଇ ଭାଗରେ ବିଭକ୍ତ କରାଯାଇପାରେ- ଦିଅଁଙ୍କ ଜନ୍ମ ବା କାମିଉମି ଏବଂ ଭୁଇଁର ଜନ୍ମ ବା କୁନିଉମି ।

ସପ୍ତମ ବଂଶର ଦାୟିତ୍ୱ ଥିଲା ଜାପାନୀ ଆର୍କିପେଲାଗୋର ସୃଷ୍ଟି କରିବା- ଏହି କାର୍ଯ୍ୟ ସିଦ୍ଧ କରିବାକୁ '''ଇଜାନାଗୀ''' ନାମକ ଦେବ ଓ '''ଇଜାନାମୀ''' ନାମକ ଦେବୀଙ୍କୁ କୁହାଯାଇଥିଲା ।  ଏହି ଦୁଇଜଣ ସମୟକ୍ରମେ ପରସ୍ପର ସହ ପ୍ରେମ କରି ପରେ ବିବାହ କାମନା କଲେ । ତେଣୁ ସେମାନେ '''ଆମେନୋମିହାଶିରା''' ନାମକ ନଅର ଗଢ଼ିଥିଲେ । ସେହି ନଅରର ଗୋଟିଏ ଖମ୍ବର ଦୁଇ ପଟରୁ ଦୁଇଜଣ ଯାଇଥିଲେ; ଆର ପଟ ଉଭୟଙ୍କ ଭେଟ ପରେ ଇଜାନାମୀ ଦେବୀ ପ୍ରଥମେ ଚାଟୁ କରି କହିଥିଲେ । ଇଜାନାମୀ।ଇଜାନାମୀ ମାନସିକ ଭାବେ ଏହାର ସମର୍ଥନ ନ କରୁଥିଲେ ମଧ୍ଯ ଇଜାନାଗୀଙ୍କ ସହ ରମିବା ପରେ ତାଙ୍କର ଦୁଇଗୋଟି ସନ୍ତାନ ଜନ୍ମିଥିଲେ । ଏହି ଦୁଇ ସନ୍ତାନ ବିଚିତ୍ର ଓ ଅସୁସ୍ଥ ଥିବାରୁ ସେମାନେ ପିଲାମାନଙ୍କୁ ଗୋଟିଏ ନାଆରେ ରଖି ସମୁଦ୍ରରେ ଭସାଇ ଦେଇଥିଲେ । ପରେ, ସେମାନେ ଅନ୍ଯ ଦେବତାଙ୍କୁ ନିଜ ସନ୍ତାନଙ୍କ ଦୁର୍ଦ୍ଦଶାର କାରଣ ପଚାରିଥିଲେ । ଦେବତାମାନେ ଏହା କହିଲେ ଯେ ରମଣ ପୂର୍ବରୁ ଦେବୀ ପ୍ରଥମେ ବଚନ କହିଥିଲେ- ଏଣୁ ଅବିଧି ହୋଇଥିଲା । ତେଣୁ ସନ୍ତାନମାନେ ବିକଳାଙ୍ଗ ଥିଲେ ।

ଦ୍ୱିତୀୟ ବାର ଇଜାନାଗୀ ପ୍ରଥମେ ବୋଲିବାରୁ ତାଙ୍କ ଅନ୍ୟ ସନ୍ତାନମାନେ ସୁଗଠିତ ହେଇଥିଲେ ।

ଦ୍ୱିତୀୟ ବାର ଇଜାନାଗୀ ପ୍ରଥମେ ବୋଲିବାରୁ ତାଙ୍କ ଅନ୍ୟ ସନ୍ତାନମାନେ ସୁଗଠିତ ହେଇଥିଲେ ।
[[ଫାଇଲ:Japan_yashima.png|ଡାହାଣ|330x330_ପିକସେଲ]]
ତାଙ୍କ ମିଳନରୁ ଓୟାଶିମା, ବା ଜାପାନର ଆଠଟି ମହାନ ଦ୍ୱୀପ ଜାତ ହେଲେ-
* ଆବାଜୀ
* ଆବାଜୀ

ଈୟୋ

ଓକି

କ୍ୟୂଶୂ

ଇକି

ତ୍ସୁଶିମା

ସାଦୋ

ୟାମାଟୋ

* ଈୟୋ
* ଓକି
* କ୍ୟୂଶୂ
* ଇକି
* ତ୍ସୁଶିମା
* ସାଦୋ
* ୟାମାଟୋ

== Referencesଆଧାର ==
{{Reflist}}