"ପ୍ରାଣନାଥ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧ କ ଧାଡ଼ି:
{{ଛୋଟ|Prananath Pattnaik}}
{{Infobox personIndian politician
|birth_name = ପ୍ରାଣନାଥ ପଟ୍ଟନାୟକ
|image =
|name = ପ୍ରାଣନାଥ ପଟ୍ଟନାୟକ
|caption =
|image_sizeimage =
|office = [[ବିଧାନ ସଭା ସଭ୍ୟ|ବିଧାୟକ]], [[ଓଡ଼ିଶା ବିଧାନ ସଭା|ଦ୍ଵିତୀୟ ବିଧାନ ସଭା]]
|alt =
|term_start = ୧ ଅପ୍ରେଲ ୧୯୫୭
|birth_name =ପ୍ରାଣନାଥ ପଟ୍ଟନାୟକ
| term_end = ୨୫ ଫେବୃଆରୀ ୧୯୬୧
|predecessor = ମାଧବ ଚନ୍ଦ୍ର ରାଉତରାୟ
| successor = ବନମାଳି ପଟ୍ଟନାୟକ
| constituency = [[ଖୋର୍ଦ୍ଧା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)|ଖୋର୍ଦ୍ଧା]]
|birth_date = {{Birth date|df=yes|1905|11|16}}
|birth_place = <!--ଡିମିରି, [[ଗାଁ/ସହର]]କଣାସ, [[ପୁରୀ ଜିଲ୍ଲା]],--> [[ଓଡ଼ିଶାଜିଲା|ପୁରୀ]]
|death_date = {{Death date and age|df=yes|1970|10|05|1905|11|16}}
|death_place =
| party = [[ଭାରତୀୟ କମ୍ୟୁନିଷ୍ଟ ପାର୍ଟି]]
|death_cause =
| otherparty = କଂଗ୍ରେସ ସାମ୍ୟବାଦୀ ପାର୍ଟି, <br/>[[ଭାରତୀୟ ଜାତୀୟ କଂଗ୍ରେସ|କଂଗ୍ରେସ]]
|resting_place =<!--[[ଗାଁ/ସହର]], [[ଜିଲ୍ଲା]]-->
|spouse = ମଞ୍ଜରୀ ପଟ୍ଟନାୟକ
|resting_place_coordinates = <!-- {{Coord|LAT|LONG|display=inline,title}} -->
|caption children =
|nationality = {{flag|ଭାରତୀୟ}}
|alma_mater = [[ରେଭେନ୍ସା ମହାବିଦ୍ୟାଳୟ]], <br/>କାଶୀ ଜାତୀୟ ବିଦ୍ୟାପୀଠ, ବନାରସ
|other_names =
|religion = [[ହିନ୍ଦୁ ଧର୍ମ]]
|known_for =
|educationwebsite = =
|alma_materblank1 =
|imagedata1 =
|religion = [[ହିନ୍ଦୁ ଧର୍ମ]]
|parents =
|spouse =
|children =
|awards =
|signature =
|website =
|footnotes =
|box_width =
}}
'''ପ୍ରାଣନାଥ ପଟ୍ଟନାୟକ''' [[ଓଡ଼ିଶା]]ର ଜଣେ [[ବାମପନ୍ଥା|ବାମପନ୍ଥୀ]] ନେତା, ବିଧାୟକ, ଶିକ୍ଷାବିଦ ଓ ବିପ୍ଲବୀ ଥିଲେ । ସେ [[ଭାରତୀୟ ସ୍ବାଧୀନତା ସଂଗ୍ରାମ]], [[ଓଡ଼ିଶା କୃଷକ ଆନ୍ଦୋଳନ]] ଓ [[ଓଡ଼ିଶାର ସାମ୍ୟବାଦ ଆନ୍ଦୋଳନ]], [[ଗଡ଼ଜାତ ପ୍ରଜା ଆନ୍ଦୋଳନ]], [[ଓଡ଼ିଶା ଭାଗଚାଷୀ ଆନ୍ଦୋଳନ]] ଓ [[ଓଡ଼ିଶା ଶିକ୍ଷା ଆନ୍ଦୋଳନ]]ରେ ଭାଗ ନେଇ ଶ୍ରେଣୀହୀନସମାଜ ଗଠନ ପାଇଁ ଆନ୍ଦୋଳନ କରିଥିଲେ । ସ୍ୱାଧୀନତା ସଂଗ୍ରାମ କାଳରେ ସେ ଦଶଥର [[ଇଂରେଜ ସରକାର]]ର କାରାଗାରେ ବନ୍ଦୀ ଜୀବନ କାଟିଥିଲେ । ବନ୍ଦୀଶାଳା ମଧ୍ୟରେ ଥିବା ସମୟରେ ସେ ୪୫ ଦିନ ଅନଶନ ଚଳାଇଥିଲେ । ପ୍ରାଣନାଥ ପଟ୍ଟନାୟକ ଓଡ଼ିଶାରେ କଂଗ୍ରେସ-ସମାଜବାଦୀ ପାର୍ଟିର ପ୍ରଥମ ସଭାପତି ଥିଲେ ।<ref>{{cite web|title=Prananath Pattnaik|url=http://www.odishahelpline.com/Profile-of-Prananath-Pattnaik-of-KHURDA-constituency-1095.html|publisher=Odisha Helpline|accessdate=30 September 2014}}</ref>
୧୯୬୫-୬୬ ମସିହାରେ ଗ୍ରୀଷ୍ମକାଳରେ ପ୍ରାଣନାଥ [[କଳାହାଣ୍ଡି ଜିଲ୍ଲା|କଳାହାଣ୍ଡି]] ଓ [[ବଲାଙ୍ଗିର ଜିଲ୍ଲା|ବଲାଙ୍ଗିର]]ର ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳରେ ଜନସେବାରେ ମୁଖ୍ୟ ଭୂମିକା ନେଇଥିଲେ ।<ref name=samaja>{{cite news|last=ପାଟ୍ଟଶାଣୀ|first=ପ୍ରସନ୍ନ|title=କ୍ରାନ୍ତିକାରୀ ଚେତନାର ବାର୍ତ୍ତାବହ ପ୍ରାଣନାଥ|accessdate=୩୦ ସେପ୍ତେମ୍ବର ୨୦୧୪|newspaper=ସମାଜ|date=୩୦ ସେପ୍ତେମ୍ବର ୨୦୧୪}}</ref>
 
'''ପ୍ରାଣନାଥ ପଟ୍ଟନାୟକ''' (୧୬ ନଭେମ୍ବର ୧୯୦୫ - ୫ ଅକ୍ଟୋବର ୧୯୭୦) [[ଓଡ଼ିଶା]]ର ଜଣେ [[ବାମପନ୍ଥା|ବାମପନ୍ଥୀ]] ନେତା, ବିଧାୟକ, ଶିକ୍ଷାବିଦ ଓ ବିପ୍ଲବୀ ଥିଲେ । ସେ [[ଭାରତୀୟ ସ୍ବାଧୀନତାସ୍ଵାଧୀନତା ସଂଗ୍ରାମ]], [[ଓଡ଼ିଶା କୃଷକ ଆନ୍ଦୋଳନ]] ଓ [[ଓଡ଼ିଶାର ସାମ୍ୟବାଦ ଆନ୍ଦୋଳନ]], [[ଗଡ଼ଜାତ ପ୍ରଜା ଆନ୍ଦୋଳନ]], [[ଓଡ଼ିଶା ଭାଗଚାଷୀ ଆନ୍ଦୋଳନ]] ଓ [[ଓଡ଼ିଶା ଶିକ୍ଷା ଆନ୍ଦୋଳନ]]ରେ ଭାଗ ନେଇ ଶ୍ରେଣୀହୀନସମାଜ ଗଠନ ପାଇଁ ଆନ୍ଦୋଳନ କରିଥିଲେ । ସ୍ୱାଧୀନତା ସଂଗ୍ରାମ କାଳରେ ସେ ଦଶଥର [[ଇଂରେଜ ସରକାର]]ର କାରାଗାରେ ବନ୍ଦୀ ଜୀବନ କାଟିଥିଲେ । ବନ୍ଦୀଶାଳା ମଧ୍ୟରେ ଥିବା ସମୟରେ ସେ ୪୫ ଦିନ ଅନଶନ ଚଳାଇଥିଲେ । ପ୍ରାଣନାଥ ପଟ୍ଟନାୟକ ଓଡ଼ିଶାରେ କଂଗ୍ରେସ-ସମାଜବାଦୀ ପାର୍ଟିର ପ୍ରଥମ ସଭାପତି ଥିଲେ ।<ref>{{cite web|title=Prananath Pattnaik|url=http://www.odishahelpline.com/Profile-of-Prananath-Pattnaik-of-KHURDA-constituency-1095.html|publisher=Odisha Helpline|accessdate=30 September 2014}}</ref>
== ଜୀବନୀ ==
୧୯୬୫-୬୬ ମସିହାରେ ଗ୍ରୀଷ୍ମକାଳରେ ପ୍ରାଣନାଥ [[କଳାହାଣ୍ଡି ଜିଲ୍ଲା|କଳାହାଣ୍ଡି]] ଓ [[ବଲାଙ୍ଗିର ଜିଲ୍ଲା|ବଲାଙ୍ଗିର]]ର ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳରେ ଜନସେବାରେ ମୁଖ୍ୟ ଭୂମିକା ନେଇଥିଲେ ।<ref name=samaja>{{cite news|last=ପାଟ୍ଟଶାଣୀ|first=ପ୍ରସନ୍ନ|title=କ୍ରାନ୍ତିକାରୀ ଚେତନାର ବାର୍ତ୍ତାବହ ପ୍ରାଣନାଥ|accessdate=୩୦ ସେପ୍ତେମ୍ବର ୨୦୧୪|newspaper=ସମାଜ|date=୩୦ ସେପ୍ତେମ୍ବର ୨୦୧୪}}</ref>
=== ପାରିବାରିକ ଜୀବନ ===
ପ୍ରାଣନାଥ ପଟ୍ଟନାୟକ ୧୯୦୫ ମସିହାରେ ପୁରୀ ଜିଲ୍ଲା କଣାସର ଡିମିରି ଗାଁରେ ଜନ୍ମ ନେଇଥିଲେ ।
 
=== ବାଲ୍ୟଜୀବନ ଓ ଶିକ୍ଷା ===
ପ୍ରାଣନାଥ ପଟ୍ଟନାୟକ ୧୯୦୫ ମସିହାରେ [[ପୁରୀ ଜିଲ୍ଲା]]ର କଣାସରକଣାସ ପଞ୍ଚାୟତ ଅନ୍ତର୍ଗତ ଡିମିରି ଗାଁରେ ଜନ୍ମ ନେଇଥିଲେ ।
ସେ ନିଜ ଗାଁ ଚାଟଶାଳିରେ ପ୍ରାଥମିକ ଶିକ୍ଷା ସମାପନ କରିଥିଲେ । ଉଚ୍ଚ ଠିକ ଶେଷ ହେବା ଆଗରୁ ନିଜର ପାଠପଢ଼ା ବନ୍ଦ କରିଥିଲେ ।<ref name=sambad>{{cite news|last=ମହାପାତ୍ର|first=ଆଶିଷ|title=ସଂଗ୍ରାମର ଅନିର୍ବାଣ ଶିଖା- ପ୍ରାଣନାଥ|url=http://sambadepaper.com/epaperpdf%5C30092014%5C30-md-bm-11.pdf|accessdate=୧ ଅକ୍ଟୋବର ୨୦୧୪|newspaper=ସମ୍ବାଦ|date=୩୦ ସେପ୍ଟେମ୍ବର ୨୦୧୪}}</ref>
 
=== କର୍ମ ଜୀବନ ===
[[ମହାତ୍ମା ଗାନ୍ଧୀ]] ନେତୃତ୍ତ୍ୱରେ ଚାଲିଥିବା [[ଜାତୀୟ ମୁକ୍ତି ସଂଗ୍ରାମ]]ରେ ସେ ଯୋଗ ଦେଇଥିଲେ । ଏହି ସମୟରେ ସେ ବ୍ରିଟିସ ସରକାରଙ୍କ ଦ୍ୱାରା ୧୦ ଥର କାରାବରଣ କରିଥିଲେ । ସମାଜକୁ ଅର୍ଥନୈତିକ ଗୋଲାମିରୁ ମୁକୁଳାଇବା ପାଇଁ ପ୍ରାଣନାଥ କୃଷକ ସଭା ଗଠନ କରିଥିଲେ । [[ନବକୃଷ୍ଣ ଚୌଧୁରୀ]], [[ଭଗବତୀ ଚରଣ ପାଣିଗ୍ରାହୀ]], [[ମାଳତୀ ଚୌଧୁରୀ]], [[ଗୁରୁଚରଣ ପଟ୍ଟନାୟକ]], [[ସୁରେନ୍ଦ୍ର ନାଥ ଦ୍ବିବେଦୀଦ୍ଵିବେଦୀ]]ଙ୍କ ଆଦି ସଂଗ୍ରାମୀମାନଙ୍କ ସହ ମିଶି ଓଡ଼ିଶାରେ [[କଂଗ୍ରେସ ସାମ୍ୟବାଦୀ ପାର୍ଟି]] ଗଠନ କରିଥିଲେ । ସେ ଏହାର ପ୍ରଥମ ଅଧିବେଶନରେ ଏହାର ସଭାପତି ଦାୟିତ୍ୱ ତୁଲାଇଥିଲେ। ଭଗବତୀ ଚରଣ ଓ ଗୁରୁଚରଣଙ୍କ ସହିତ ମିଶି ଓଡ଼ିଶାରେ [[ଓଡ଼ିଶା କମ୍ୟୁନିଷ୍ଟ ପାର୍ଟି|କମ୍ୟୁନିଷ୍ଟ ପାର୍ଟି]] ପ୍ରତିଷ୍ଠା କରିଥିଲେ । [[ବାରାଣସୀ]]ର [[କାଶୀ ଜାତୀୟ ବିଦ୍ୟାପୀଠ]]ରେ [[ଅାଚାର୍ଯ୍ୟ ନରେନ୍ଦ୍ର ଦେବ]] ଓ [[ଶ୍ରୀପ୍ରକାଶ]]ଙ୍କ ପାଖରେ ରହି ବିଶ୍ବବିଶ୍ଵ ଇତିହାସ, [[ମାର୍କସବାଦ]], ଅର୍ଥନୀତି ସମ୍ପର୍କରେ ଶିକ୍ଷାଲାଭ କରିଥିଲେ । ଏଥିପାଇଁ ସେ "ଶାସ୍ତ୍ରୀ" ଉପାଧିରେ ଭୂଷିତ ହୋଇଥିଲେ । ୧୯୩୬ ମସିହା ନିର୍ବାଚନରେ ପ୍ରାଣନାଥ ପଟ୍ଟନାୟକ ଖୋର୍ଦ୍ଧାରୁ କଂଗ୍ରେସ ପ୍ରାର୍ଥୀ ରୂପେ ସ୍ବତନ୍ତ୍ରସ୍ଵାଧୀନତା ପୂର୍ବ <!-- ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶର --> ପ୍ରଥମ ବିଧାନ ସଭାକୁ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେହେଇଥିଲେ । ୧୯୫୧ ମସିହାରେ ପୁଣିଥରେ ବିଧାନସଭାକୁ [[ଭାରତୀୟ କମ୍ୟୁନିଷ୍ଟ ପାର୍ଟି]] ପ୍ରାର୍ଥୀଭାବେ ନିର୍ବାଚିତ ହେଇଥିଲେ ।<ref>{{cite nameweb|title=sambadPrananath Pattnaik {{!}} MLA Profile|url=http://www.moodisha.com/Profile-of-Prananath-Pattnaik-of-KHURDA-constituency-1095.html|publisher=ମୋ ଓଡ଼ିଶା|accessdate=5 October 2016}}</ref>
 
== ପ୍ରତିଷ୍ଠା ==
Line ୫୪ ⟶ ୪୮:
[[ଶ୍ରେଣୀ:୧୯୦୫ ଜନ୍ମ]]
[[ଶ୍ରେଣୀ:୧୯୭୦ ମୃତ୍ୟୁ]]
[[ଶ୍ରେଣୀ:ଖୋର୍ଦ୍ଧାପୁରୀ ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଶା ବିଧାନ ସଭା ସଭ୍ୟ]]
[[ଶ୍ରେଣୀ:ଓଡ଼ିଶାର ସ୍ଵାଧୀନତା ସଂଗ୍ରାମୀ]]
[[ଶ୍ରେଣୀ:ଖୋର୍ଦ୍ଧା ଜିଲ୍ଲାର ଲୋକ]]
{{ମୁଣ୍ଡିଆ}}