"କେନ୍ଦ୍ରାପଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୬୫ କ ଧାଡ଼ି:
== ଭୌଗଳିକ ସ୍ଥିତି ==
[[ଫାଇଲ:Baladevjew Temple, Ichhapur, Kendrapara district, Odisha..JPG|thumb|କେନ୍ଦ୍ରାପଡାରେ ଥିବା ବଳଦେବଜୀଉ ମନ୍ଦିର]]
ଏହି ଜିଲ୍ଲାର [[ଭୌଗଳିକ ଦିଗବାରେଣି]]: {{Coord|20.50|N|86.42|E|}} । ଏହି ଜିଲ୍ଲା ସମୁଦ୍ର ପତ୍ତନ ଠାରୁ {{m to ft|13|m|abbr=on}} ଉଚ୍ଚତାରେ ଅଛି I [[ଭଦ୍ରକ ଜିଲ୍ଲା|ଭଦ୍ରକ]], [[ଯାଜପୁର ଜିଲ୍ଲା|ଯାଜପୁର]], [[କଟକ ଜିଲ୍ଲା|କଟକ]] ଓ [[ଜଗତସିଂହପୁର ଜିଲ୍ଲା|ଜଗତସିଂହପୁର]] ଜିଲ୍ଲାସବୁ କେନ୍ଦ୍ରାପଡ଼ାର ଚାରିପାଖରେ ବେଢ଼ି ରହିଛନ୍ତି । ପୂର୍ବରେ [[ବଙ୍ଗୋପସାଗର]] ଏହାର ଏକ ଭାଗରେ ରହିଛି । ଧାମରା ମୁହାଣ ଠାରୁ ବତୀଘର ଯାଏ ୪୮ କି.ମି ବିସ୍ତୃତ ତଟ ରେଖା।
 
=== ମୁଖ୍ୟ ନଦୀ ===
[[ମହାନଦୀ]]ର ଏକ ଶାଖା ନଇ ଲୁଣା ନଦୀ କେନ୍ଦ୍ରପଡା ଦେଇ ପ୍ରବାହିତ ହେଇଛି ।