"ଟାଇଟନିକ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{Use mdy dates|date=May 2012}} {{Infobox film | name = Titanic | image = Titanic_poster.jpg | capti..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେ Bot: Automated text replacement (-ବର୍ଣନା +ବର୍ଣ୍ଣନା)
୨୩ କ ଧାଡ଼ି:
 
==କଥାବସ୍ତୁ==
୧୯୯୬ରେ କିଛି ଲୋକ ଟାଇଟନିକ୍ ଭଗ୍ନାଂଶରୁ ଗୋଟିଏ ବିରଳ ପରିହିତା ରୋଜ୍ ଡ'ସନଙ୍କ ଚିତ୍ର ଉଦ୍ଧାର କରୁଛନ୍ତି। ବର୍ତ୍ତମାନ ବୃଦ୍ଧା ରୋଜ୍ ଡ'ସନ୍ ସେ ସମୟକୁ ନିମ୍ନୋକ୍ତେ ବର୍ଣନାବର୍ଣ୍ଣନା କରନ୍ତି।
ଟାଇଟନିକ୍ ଆରୋହୀ ରୋଜ୍ ଡ'ସନ୍ ଭାବୀ ସ୍ଵାମୀ କାଲଙ୍କୁ ନାପସନ୍ଦ କରି ଆତ୍ମହତ୍ୟା ଉଦ୍ୟମ କରନ୍ତି। ଜ୍ୟାକ୍ ତାଙ୍କୁ ଉଦ୍ଧାର କରନ୍ତି ଓ କ୍ରମେ ଦୁହିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି଼ ଉଠେ। ଜ୍ୟାକ୍ ରୋଜଙ୍କ ଅନୁରୋଧକ୍ରମେ ତାଙ୍କର ଏକ ଚିତ୍ର ଆଙ୍କନ୍ତି । କାଲ୍ ଏହି ଚିତ୍ର ପାଆନ୍ତି ଓ ଜ୍ୟାକଙ୍କୁ ଚୋର ଭାବେ ଅଭିଯୋଗ କରି ବନ୍ଦୀ କରନ୍ତି। ଜାହାଜ ବୁଡି଼ବା ବେଳକୁ ରୋଜ୍ ଅତିରିକ୍ତ ଡଙ୍ଗାକୁ ପ୍ରତ୍ୟାଖ୍ୟାନ କରି ଜ୍ୟାକଙ୍କୁ ବଞ୍ଚାନ୍ତି। ଦୁହେଁ ଜାହାଜ ଉପରକୁ ଆସନ୍ତି। ଜାହାଜ ବୁଡି଼ଯିବା ପରେ ଗୋଟିଏ ଛୋଟ ପଟାରେ ରୋଜ୍ ଆଶ୍ରୟ ନିଅନ୍ତି ଓ ସନ୍ନିପାତରେ ଜ୍ୟାକଙ୍କ ମୃତ୍ୟୁ ହୁଏ। ପରେ ରୋଜଙ୍କୁ ଉଦ୍ଧାର କରାଯାଏ।
ବର୍ତ୍ତମାନ ସମୟରେ ରୋଜ୍ ନିଜ ପାଖରେ ସବୁବେଳେ ରଖିଥିବା ଦୁର୍ମୂଲ୍ୟ ହୀରାକୁ ପାଣିକୁ ଫିଙ୍ଗି ଦିଅନ୍ତି।
"https://or.wikipedia.org/wiki/ଟାଇଟନିକ୍"ରୁ ଅଣାଯାଇଅଛି