"ମମତା (୧୯୭୫ର ସିନେମା)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଆଧାର
+ ଆଧାର
୬ କ ଧାଡ଼ି:
| caption =
| director = [[ବ୍ୟୋମକେଶ ତ୍ରିପାଠୀ]]
| producer = [[ପ୍ରଶାନ୍ତ ନନ୍ଦ]], [[ପ୍ରଫୁଲ୍ଲ ମିଶ୍ର]]
| writer =
| screenplay =
| story = ଶରତ ମହାନ୍ତି<ref>{{cite news|last=ନନ୍ଦ|first=ପ୍ରଶାନ୍ତ|title=ଅଭିନୟ ପରେ ପ୍ରଯୋଜନାକୁ ଆସିଲି|url=http://odishanewsnitidin.com/index.php?ID=20&PubId=3&schedule=2016-07-10&PageId=8733&PageNum=9|accessdate=26 August 2016|newspaper=ନଜର୍ (ନିତିଦିନ)}}</ref>
| story =
| based on = <!-- {{based on|title of the original work|writer of the original work}} -->
| narrator =
| starring = [[ପ୍ରଶାନ୍ତ ନନ୍ଦ]], [[ସୁଜାତା ଆନନ୍ଦ]], [[ସୁରେଶ ମହାପାତ୍ରମିଶ୍ର]], [[ଅସିମା]]
| music = [[ପ୍ରଫୁଲ୍ଲ କର]]
| cinematography = [[ଦେଓଜୀଭାଇ]]
| editing =
| studio =
| distributor = ରମେଶ ଭବସିଙ୍କା
| released = ୧୯୭୫
| runtime =
୨୬ କ ଧାଡ଼ି:
}}
 
 
[[ବ୍ୟୋମକେଶ ତ୍ରିପାଠୀ]]ଙ୍କ ନିର୍ଦ୍ଦେଶିତ [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର '''ମମତା''' - ''୧୯୭୫'' ମସିହାରେ ମୁକ୍ତିଲାଭ କରିଥିଲା ।
'''ମମତା''', ''୧୯୭୫'' ମସିହାରେ ମୁକ୍ତିଲାଭ କରିଥିବା ଏକ [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର । ଏହା [[ପ୍ରଶାନ୍ତ ନନ୍ଦ]]ଙ୍କ ପ୍ରଯୋଜନାରେ ଓ [[ବ୍ୟୋମକେଶ ତ୍ରିପାଠୀ]]ଙ୍କ ନିର୍ଦ୍ଦେଶନାରେ ନିର୍ମିତ ।
ଏଥିରେ ବିଭିନ୍ନ ଭୂମିକାରେ [[ପ୍ରଶାନ୍ତ ନନ୍ଦ]], [[ସୁଜାତା ଆନନ୍ଦ]] ଓ [[ସୁରେଶ ମିଶ୍ର]] ଆଦି ଅଭିନେତା ଅଭିନୟ କରିଥିଲେ । ଏହାର ଗୀତ ପ୍ରଫୁଲ୍ଲ କର ଓ [[ଶିବବ୍ରତ ଦାସ]] ରଚନା କରିଥିବା ବେଳେ, [[ପ୍ରଫୁଲ୍ଲ କର]] ସ୍ଵରସଂଯୋଜନା କରିଥିଲେ ।
 
== ଅଭିନୟରେ ==
ଓଡ଼ିଆ କଥାଚିତ୍ର ‘ମମତା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:<ref>{{cite web|url=http://odishanewsnitidin.com/index.php?ID=20&PubId=3&schedule=2016-05-22&PageNum=8|title=ମମତା|publisher=ନିତିଦିନ|accessdate=29 May 2016}}</ref>
* [[ପ୍ରଶାନ୍ତ ନନ୍ଦ]]
* [[ସୁଜାତା ଆନନ୍ଦ]]
* [[ସୁରେଶ ମହାପାତ୍ରମିଶ୍ର]] (ପ୍ରଥମ ଅଭିନୟ)
* [[ଅସିମା]]
* [[ଭାନୁମତୀ ଦେବୀ]]
* [[ଧୀର ବିଶ୍ଵାଳ]]
* [[ଅସିମା]]
* [[ଦିନବନ୍ଧୁ]]
* [[ରାଧା ପଣ୍ଡା]]
 
== ଗୀତ ଓ ସଙ୍ଗୀତ ==
== ଆଉରି ଦେଖନ୍ତୁ ==
''ମମତା''ର ଗୀତ ପ୍ରଫୁଲ୍ଲ କର, ମଧୁସୂଦନ ରାଓ ଓ ଶିବବ୍ରତ ଦାସ ରଚନା କରିଥିବା ବେଳେ, [[ପ୍ରଫୁଲ୍ଲ କର]] ସ୍ଵରସଂଯୋଜନା କରିଥିଲେ । [[ପ୍ରଫୁଲ୍ଲ କର]] ଏହି କଥାଚିତ୍ରରୁ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାମ ଆରମ୍ଭ କରିଥିଲେ ।<ref>{{cite web|last=Pattnaik|first=Taranisen|title=TRIVIA OF REEL ODISHA FILM ERA|url=http://eodisha.org/trivia-reel-odisha-film-era-odia-old-film-details-odishatalk-odiafilm/|publisher=eodisha.org|accessdate=26 August 2016}}</ref>
* [[ରେ ଆତ୍ମନ୍ ନିଦ୍ରା ପରିହରି]]
{| class="wikitable sortable"
! ଗୀତ !! କଣ୍ଠଶିଳ୍ପୀ !! ଗୀତିକାର
|-
*| [[ରେ ଆତ୍ମନ୍ ନିଦ୍ରା ପରିହରି]] || [[ପ୍ରଣବ ପଟ୍ଟନାୟକ]] || [[ମଧୁସୂଦନ ରାଓ]]
|-
| ହେ ଫଗୁଣ କାନ୍ଦନାରେ || ପି.ସୁଶୀଳା || [[ଶିବବ୍ରତ ଦାସ]]
|-
| ଆ ରେ ମିତ ଆ ସଙ୍ଗାତ || ପ୍ରଣବ ପଟ୍ଟନାୟକ, [[ସିକନ୍ଦର ଆଲାମ]] || ପ୍ରଫୁଲ୍ଲ କର
|-
| ଦେଖି ସେ ବଣ ମଲ୍ଲୀ ରାଧା ହେଲେ ବାତୁଳୀ || [[ଚିତ୍ତ ଜେନା]], ଏସ. ଜାନକୀ || ପ୍ରଫୁଲ୍ଲ କର
|-
| ହେ ଭାଇ ହେ ଭାଇ ହେ ରେ ମୋତେ ଝାଙ୍କି ଦେଲା || ପ୍ରଫୁଲ୍ଲ କର || ପ୍ରଫୁଲ୍ଲ କର
|-
| ହେ ମୋର ବାବୁ ହେ ମୋର ବାବୁଆଣି ଆରେ କାହାର || ସିକନ୍ଦର ଆଲାମ, ଚିତ୍ତ ଜେନା, ପି ସୁଶୀଳା || ପ୍ରଫୁଲ୍ଲ କର
|-
| ମୁଁ ତ ମଣିଷ ମାରିନି କି ମୁଁ ଚୋରି କରିନି || ସିକନ୍ଦର ଆଲାମ || ପ୍ରଫୁଲ୍ଲ କର
|}
 
==ବିଶେଷତା==
* ପ୍ରଶାନ୍ତ ନନ୍ଦଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ କଥାଚିତ୍ର
* ପ୍ରଫୁଲ୍ଲ କରଙ୍କ ଦ୍ଵାରା ସଙ୍ଗୀତ ନିର୍ଦ୍ଦେଶିତ ପ୍ରଥମ ଓଡ଼ିଆ କଥାଚିତ୍ର
* ସୁରେଶ ମିଶ୍ରଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର
* ପି. ସୁଶୀଳା କଣ୍ଠଦାନ କରିଥିବା ଓଡ଼ିଆ କଥାଚିତ୍ର<ref>{{cite news|last=ନନ୍ଦ|first=ପ୍ରଶାନ୍ତ|title=ସୁପରହିଟ୍ ଓଡ଼ିଆ ଫିଲ୍ମ 'ମମତା'|url=http://odishanewsnitidin.com/index.php?ID=20&PubId=3&schedule=2016-07-17&PageId=8967&PageNum=12|accessdate=26 August 2016|newspaper=ନଜର୍ (ନିତିଦିନ)}}</ref>
== ଆଧାର ==
{{ଆଧାର}}
 
== ବାହାର ଆଧାର ==
* {{imdb nametitle|0312945}}
 
{{ଓଡ଼ିଆ ସିନେମା}}