"ମିର୍ଜା ଗାଲିବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୮ କ ଧାଡ଼ି:
| image = Mirza Ghalib (circa 1860-1869).jpg
| imagesize =
| caption = ମିର୍ଜା ଆସାଦୁଲ୍ଲା ବେଗବୈଗ ଖାଁ(circa 1860-1869)
| pseudonym = ''ଗାଲିବ''
| birth_date = ୨୭ ଡ଼ିସେମ୍ୱର ୧୭୯୭
୨୯ କ ଧାଡ଼ି:
==ପରିଚୟ==
 
ଗାଲିବ ବା ମିର୍ଜା ଆସାଦୁଲ୍ଲା ବେଗବୈଗ ଖାଁ ମୋଗଲ ଯୁଗର ଲୋକପ୍ରିୟ ଶାୟର ବା କବି ଥିଲେ | ସେ ବହୁତ ଗଜଲ ଓ ନଜମା ଲେଖିଥିଲେ | ତାଙ୍କ ବ୍ୟକ୍ତିତ୍ୱ ଓ ସାହିତ୍ୟ ଉପରେ ସବୁଠାରୁ ଅଧିକ ସମାଲୋଚନାତ୍ମକ ପୁସ୍ତକମାନ ଲେଖାଯାଇଛି | ମିର୍ଜା ଗାଲିବ ୨୭ ଡ଼ିସେମ୍ୱର ୧୭୯୭ ମସିହାରେ ଆଗ୍ରାରେ ଜନ୍ମଗ୍ରହଣ କରିଥିଲେ ଓ ୧୫ ଫେବୃଆରୀ ୧୮୬୯ ରେ ୭୧ ବର୍ଷ ବୟସରେ ଦିଲ୍ଲୀ ଠାରେ ତାଙ୍କର ଦେହାନ୍ତ ହୋଇଥିଲା | ସେ ତାଙ୍କ ଗଜଲ ଗୁଡ଼ିକରେ ତାଙ୍କ ଉପନାମ ଗାଲିବ ଓ ଅସଦ୍ ବ୍ୟବ‌ହାର କରୁଥିଲେ । ସେ ମୋଗଲ ଯୁଗର ଶେଷ ବିଖ୍ୟାତ କବି ଥିଲେ । ସେ ତାଙ୍କ କବିତା ଗୁଡ଼ିକ ଉର୍ଦ୍ଦୁ ଏବଂ ପାର୍ସୀ ଭାଷାରେ ଲେଖିଥିଲେ । ଆଜି ମଧ୍ୟ ସେ କେବଳ ଭାରତରେ ନୁହେଁ ପାକିସ୍ଥାନ ଏବଂ ପ୍ରବାସୀ ଭାରତୀୟଙ୍କ ମନରେ ଲୋକପ୍ରିୟ ଅଟନ୍ତି ।
 
==ପିଲାଦିନ==