"ଉପେନ୍ଦ୍ର କିଶୋର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଆଧାର, ତଥ୍ୟପେଟି, ସଜାଣି
୧ କ ଧାଡ଼ି:
{{Unreferenced}}
{{ଛୋଟ|Barendra Krushna Dhal}}
{{Infobox person
| name = ଉପେନ୍ଦ୍ର କିଶୋର ଦାସ
| image =
| image_size = 250px
| alt =
| caption =
| birth_name =
| birth_date = {{Birth date|df=yes|1901|02|21}}
| birth_place = କୁମୁଡା ଜୟପୁର, [[କଟକ ଜିଲ୍ଲା|କଟକ]]
| death_date = {{Death date and age|df=yes|1972|04|20|1901|02|21}}<ref>{{cite book|title=The Indian P.E.N.|url=http://books.google.com/books?id=Sr9jAAAAMAAJ|year=1972|publisher=P.E.N. All-India Centre.}}</ref>
| death_place =
| death_cause =
| body_discovered =
| resting_place =
| resting_place_coordinates =
| monuments =
| residence =
| nationality = ଭାରତୀୟ
| other_names =
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]]
| citizenship = [[ଭାରତ|ଭାରତୀୟ]]
| education =
| alma_mater =
| occupation = ସାହିତ୍ୟିକ
| years_active =
| employer =
| organization =
| agent =
| known_for =
| notable_works =
| style =
| home_town =
| spouse =
| partner =
| children =
| parents = ରାଜକିଶୋର ଦାସ
| relatives =
| callsign =
| awards =
| signature =
| signature_alt =
| signature_size =
| module =
| module2 =
| module3 =
| module4 =
| module5 =
| module6 =
| website =
| footnotes =
}}
 
 
'''ଉପେନ୍ଦ୍ର କିଶୋର ଦାସ''' ଜଣେ ଓଡ଼ିଆ ସାହିତ୍ୟିକ ଓ ସ୍ୱାଧୀନତା ସଂଗ୍ରାମୀ।ସଂଗ୍ରାମୀ । ସେ ୧୯୦୧ ମସିହା ଫେବୃୟାରୀ ୨୧ରେ ଜନ୍ମ ଗ୍ର‌‌ହଣ କରିଥିଲେ ଏବଂ ୧୯୭୨ ଅପ୍ରେଲ ୨୦ରେ ମୃତ୍ୟୁ ବରଣ କରିଥିଲେ ।<ref name="Datta1987">{{cite book|author=Amaresh Datta|title=Encyclopaedia of Indian Literature: A-Devo|url=http://books.google.com/books?id=ObFCT5_taSgC&pg=PA880|year=1987|publisher=Sahitya Akademi|isbn=978-81-260-1803-1|pages=880–}}</ref>
 
== ଜୀବନୀ ==
ଉପେନ୍ଦ୍ର କିଶୋର ଦାସ ଇଂରେଜ ଶାସିତ କଟକ ଜିଲ୍ଲା କୁମୁଡ଼ା ଜୟପୁରର ଜମିଦାର ରାଜକିଶୋର ଦାସଙ୍କ ତୃତୀୟ ପୁତ୍ର।ପୁତ୍ର । 'ଭୀମାଭୂୟାଁ' ଉପନ୍ୟାସର ରଚୟିତା ଗୋପାଳ ବଲ୍ଲଭ ଦାସଙ୍କର ସେ ପୋଷ୍ୟପୁତ୍ର।।ପୋଷ୍ୟପୁତ୍ର। । [[ରେଭେନ୍ସା ମହାବିଦ୍ୟାଳୟ|ରେଭେନ୍ସା କଲେଜରେ]] ଅଧ୍ୟୟନ କାଳରେ ସେ [[ମହାତ୍ମା ଗାନ୍ଧୀ|ମହାତ୍ମା ଗାନ୍ଧୀଙ୍କ]] [[ଅସହଯୋଗ ଆନ୍ଦୋଳନ|ଅସହଯୋଗ ଆନ୍ଦୋଳନରେ]] (୧୯୨୧) ଯୋଗ ଦେଇଥିଲେ।ଦେଇଥିଲେ । ଫଳରେ ତାଙ୍କ ଛାତ୍ରଜୀବନରେ ପୂର୍ଣ୍ଣଛେଦ ପଡ଼େ।ପଡିଥିଲା । ଅବଶିଷ୍ଟ ଜୀବନ ସେ ଦେଶସେବା ଓ ସାହିତ୍ୟ ସାଧନାରେ ଅତିବାହିତ କରିଥିଲେ।କରିଥିଲେ । ଶିଶୁ ସାହିତ୍ୟ ରଚନା ଓ ଚିତ୍ରକଳା କ୍ଷେତ୍ରରେ ମଧ୍ୟ ତାଙ୍କର ପାରଦର୍ଶିତା ଥିଲା।ଥିଲା । ମୁକ୍ତି ସଂଗ୍ରାମ ସମୟରେ ତାଙ୍କ ପ୍ରଣୀତ ବହୁ ଦେଶତ୍ମବୋଧକ ଗୀତିକା ସଂଗ୍ରାମୀମାନେ ମୁହେଁମୁହେଁ ଗାନ କରୁଥିଲେ।କରୁଥିଲେ ।
 
'ମଲାଜହ୍ନ'’ (୧୯୨୮୧୯୨୨) ଉପନ୍ୟାସର ସ୍ରଷ୍ଟା ଭାବରେ ଉପେନ୍ଦ୍ର କିଶୋର ଦାସ ଓଡ଼ିଆ ସାହିତ୍ୟ ଜଗତରେ ସୁପରିଚିତ।ସୁପରିଚିତ ।<ref>http://odisha.gov.in/e-magazine/Orissareview/2014/mar/engpdf/19-23.pdf</ref> ଏହା ତାଙ୍କର ଏକମାତ୍ର ଉପନ୍ୟାସ।ଉପନ୍ୟାସ । ଉପନ୍ୟାସଟି ସମ୍ପର୍କରେ ପ୍ରଫେସର ନରେନ୍ଦ୍ରନାଥ ମିଶ୍ର କହନ୍ତି, 'ମଲାଜହ୍ନ' ଏକ ଆତ୍ମକଥନୀ ଭଙ୍ଗୀରେ ଲେଖା ଉପନ୍ୟାସ।ଉପନ୍ୟାସ । ଏଠାରେ ନାୟିକା ସତୀ ଯେପରିକି ବୃହତ୍ତର ସମାଜର ସମସ୍ତଙ୍କୁ ନିଜ ଜୀବନର ଅକୁହା କାହାଣୀ କହି ବସିଛି।ବସିଛି । ସମାଜ କେବଳ ବାହାର ଦେଖେ।ଦେଖେ । ଅନ୍ତରାଳରେ କଣ ଘଟିଯାଏ ତାହା ଦେଖେନାହିଁ।ଦେଖେନାହିଁ । ସତୀ ତାହାହିଁ ଦେଖାଇଛି।”ଦେଖାଇଛି ।”(ଆଧୁନିକ ଓଡ଼ିଆ କଥା ସାହିତ୍ୟ – ଉପନ୍ୟାସ, ଓଡ଼ିଶା ସାହିତ୍ୟ ଏକାଡ଼େମୀ, ୧୯୮୨, ପୃ. ୫୬)
 
ଏହି ଉପନ୍ୟାସକୁ ନେଇ ଓଡ଼ିଆ ଭାଷାରେ ଗୋଟିଏ ସିନେମା (୧୯୫୬) ପ୍ରସ୍ତୁତ ହୋଇଛି।ହୋଇଛି । ସିନେମାର ନାମ ମଧ୍ୟ ମଲାଜହ୍ନ।[[ମଲାଜହ୍ନ]] ।<ref name="GokulsingDissanayake2013">{{cite book|author1=K. Moti Gokulsing|author2=Wimal Dissanayake|title=Routledge Handbook of Indian Cinemas|url=http://books.google.com/books?id=QwGgF-rDucEC&pg=PT141|date=17 April 2013|publisher=Routledge|isbn=978-1-136-77291-7|pages=141–}}</ref>
 
== ଆଧାର ==
{{ଆଧାର}}
 
== ଅଧିକ ତଥ୍ୟ ==
* {{imdb name|4234573}}