"ୟୂ ଏଫ ଓ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ବିଜ୍ଞାନ using HotCat
No edit summary
୧ କ ଧାଡ଼ି:
[[File:PurportedUFO2.jpg|thumb|Photograph of an alleged UFO in New Jersey, taken on July 31, 1952]]
ୟୁ.ଏଫ୍.ଓ. ବା ଅନ୍ଆଇଡେଣ୍ଟିଫାଏଡ ଫ୍ଲାଇଙ୍ଗ ଅବ୍‌କେକ୍ଟ ଏକ ଉଡ଼ନ୍ତା ବସ୍ତୁ ଯାହାକି ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନଙ୍କ ନିମନ୍ତେ ଏକ ଅସମାହିତ କୁହେଳିକା ହୋଇ ରହିଛି । କେହି କହନ୍ତି, ଏହା ଅନ୍ୟ ଗ୍ରହର ଜୀବମାନଙ୍କ ଏକ ଉନ୍ନତ ମହାକାଶ ଯାନ । କେହି କହନ୍ତି ଏହା ଏକ ଗୁପ୍ତ ସାମରିକ କୌଶଳ ବିଶିଷ୍ଟ ଉନ୍ନ‌ତ ଉଡନ୍ତା ଯାନ ।<ref>{{cite web |url=http://www.bluebookarchive.org/page.aspx?PageCode=NARA-PBB1-922 |title=Unidentifiable objects, Williams Field; Chandler, Arizona |last=Aldrich |first=Lynn C. |date=July 14, 1947 |publisher=Project Blue Book Archive |type=Memorandum |id=NARA-PBB1-922 |accessdate=2013-05-16}}</ref>
<ref>http://www.oed.com/view/Entry/208543?redirectedFrom=ufo&.</ref>
 
"https://or.wikipedia.org/wiki/ୟୂ_ଏଫ_ଓ"ରୁ ଅଣାଯାଇଅଛି