"ସମୁଦ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗ: ମୋବାଇଲ ୱେବ ବଦଳ
No edit summary
୨ କ ଧାଡ଼ି:
[[File:Singapore from above.jpg|thumb|upright=1.35|alt=Shipping in Singapore Harbour|Seas are essential for human development and trade, as at [[Singapore]], the world's busiest [[entrepôt]].]]
 
'''ସମୁଦ୍ର''' ହେଉଛି ଲୁଣିଆ ପାଣିର ସମନ୍ୱୟ, ଯାହାକି ସ୍ଥଳଭାଗ ଦ୍ୱାରା ସମ୍ପୂର୍ଣ୍ଣ ଭାବେ କିମ୍ବା ଆଂଶିକ ଭାବେ ଆବଦ୍ଧ ହୋଇଥାଏ । ପୃଥିବୀର ପାଣିପାଗ, ଅଙ୍ଗାରକ ଚକ୍ର, ଯବକ୍ଷାରଯାନ ଓ ଜଳ ଚକ୍ରକୁ ସନ୍ତୁଳିତ ରଖିବାରେ ସମୁଦ୍ରର ଭୂମିକା ରାହିଅଛି । ପୃଥିବୀର ଏହି ସମୁଦ୍ରକୁ ପାଞ୍ଚଟି ମହାସାଗରରେ ବିଭକ୍ତ କରାଯାଇଛି । ସେଗୁଡିକ ହେଉଛି, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଆଟ୍‌ଲାଣ୍ଟିକ ମହାସାଗର, ଆରବ ମହାସାଗର, ଦକ୍ଷିଣ ମହାସାଗର । <ref>{{cite web|title=list of the 5 oceans|url=http://orma.com/ocean/what-are-the-5-oceans/|publisher=orma.com|accessdate=31 July 2016}}</ref>
 
ବର୍ତ୍ତମାନର ସମୟରେ, ପୃଥିବୀର ଉପର ଅଧା ଅଂଶ ପ୍ରାୟ ସମାନ ଭାବରେ ସ୍ଥଳ ଭାଗ ଏବଂ ଜଳ ଭାଗ ମଧ୍ୟରେ ବିଭକ୍ତ ହୋଇ ରହି ଅଛି (୨:୩ ଅନୁପାତ) । କିନ୍ତୁ ଦକ୍ଷିଣରେ ଥିବା ଅଧା ଅଂଶ ସମୁଦ୍ରରେ ପୂର୍ଣ୍ଣ ହୋଇରହିଅଛି ।
୮୩ କ ଧାଡ଼ି:
===ସାମୁଦ୍ରିକ ଶକ୍ତି===
ସମୁଦ୍ର ହେଉଛି ଅସରନ୍ତି ଶକ୍ତିର ଏକ ଭଣ୍ଡାର । ଏହି ଶକ୍ତି ମୁଖ୍ୟତଃ [[ଜୁଆର]], [[ଭଟ୍ଟା]] ଏବଂ ସମୁଦ୍ରର ଢେଉ ଯୋଗୁଁ ଉତ୍ପନ୍ନ ହୋଇ ଥାଏ । ନବୀକରଣ ଯୋଗ୍ୟ ଶକ୍ତି ହୋଇଥିବାରୁ, ଭବିଷ୍ୟତର ଶକ୍ତି ଜନିତ ସମସ୍ୟାର ସମାଧାନ କରିବାରେ ସମୁଦ୍ର ଏକ ମୁଖ୍ୟ ଭୂମିକା ଗ୍ରହଣ କରିବାର ସମ୍ଭାବନା ରହିଅଛି ।
==ଆଧାର==
 
[[ଶ୍ରେଣୀ:ପରିବେଶ]]
[[ଶ୍ରେଣୀ:ପ୍ରକୃତି]]
"https://or.wikipedia.org/wiki/ସମୁଦ୍ର"ରୁ ଅଣାଯାଇଅଛି