"ତୁଳସୀ ମୁଣ୍ଡା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎ଅଧିକ ତଥ୍ୟ: DEFAULTSORT replacement, replaced: {{DEFAULTSORT: → {{Hide text|
୪ କ ଧାଡ଼ି:
| name = ତୁଳସୀ ମୁଣ୍ଡା
| image = Tulasi Munda 2.jpg
| imagesize = 150px
| caption =
| birthdatebirth_date = {{Birth date and age|1947|07|15|df=y}}
| birth_place = କଇଁଶି, [[କେନ୍ଦୁଝର]], [[ଓଡ଼ିଶାଜିଲ୍ଲା]]
| yearsactive =
| occupation = ସମାଜ ସେବୀ
୧୫ କ ଧାଡ଼ି:
}}
 
'''ତୁଳସୀ ମୁଣ୍ଡା''' ହେଉଛନ୍ତି(ଜନ୍ମ ୧୫ ଜୁଲାଇ ୧୯୪୭) [[ଓଡ଼ିଶା|ଓଡ଼ିଶାର]] ଜଣେ ସୁନାମଧନ୍ୟା ସମାଜ ସେବୀ ।
 
== ପ୍ରାଥମିକ ଜୀବନ ==
ପିଲାଦିନୁ ବାପାଙ୍କୁ ହରାଇଥିବା ତୁଳସୀ ସାତଭାଇ ଭଉଣୀଙ୍କ ମଧ୍ୟରେ ଥିଲେ ସବୁଠୁ ସାନ । ତାଙ୍କ ସମାଜସେବାକୁ ଘରେ କେହି ଗ୍ରହଣ କରିଥିଲେ । ସମସ୍ତେ ଚାହୁଁ ଥିଲେ ସେ ଘର ସଂସାର କରନ୍ତୁ । କିନ୍ତୁ ତାଙ୍କ ଆତ୍ମବିଶ୍ଵାସ ଓ ଜିଦ ତାଙ୍କୁ ହାର ମାନିବାକୁ ଦେଇନଥିଲା । ଶେଷରେ ତାଙ୍କୁ ମିଳିଲା ସ୍ଵୀକୃତି । ଆଦୌ ପାଠ ପଢିନଥିବାପଢ଼ିନଥିବା ତୁଳସୀଙ୍କ ତତ୍ତ୍ଵାବଧାନରେ ୨୦ଟି ଆବାସିକ ବିଦ୍ୟାଳୟ ପରିଚାଳିତ । ଯେଉଁ ଥିରେ ହଜାର ହଜାର ଆଦିବାସୀ ପିଲା ପାଠ ପଢିବାର ସୁଯୋଗ ପାଉଛନ୍ତି ।
 
== ସମାଜସେବା ==
ଆଚାର୍ଯ୍ୟ [[ବିନୋବା ଭାବେ]] ଙ୍କ ଭୂଦାନ ଆନ୍ଦୋଳନରେ ମାତ୍ର ୧୪ ବର୍ଷ ବୟସରେ ନିଜକୁ ସାମିଲ କରିଥିଲେ ତୁଳସୀ ମୁଣ୍ଡା । କେନ୍ଦୁଝର ଜିଲ୍ଲାର ବଡ଼ବିଲ ନିକଟସ୍ଥ ସେରେଣ୍ଡା ଗାଁ ଠାରେ ଜନ୍ମିତ ତୁଳସୀ ବିନୋବା ଭାବେ ସଂସ୍ପର୍ଶରେ ଆସିବା ପରେ [[ମଧ୍ୟ ପ୍ରଦେଶ]] ଯାଇ ଶାନ୍ତି ସୈନିକ ତାଲିମ ନେଇଥିଲେ । ସେହିଠାରୁ ଆରମ୍ଭ ହେଲା ତାଙ୍କର ସମାଜସେବା । ତାଙ୍କୁ ସବୁଠୁ ବ୍ୟଥିତ କରିଥିଲା ଯୋଡା, ବଡ଼ବିଲ ଅଞ୍ଚଳର ଖଣିରେ କରୁଥିବା ଶ୍ରମିକମାନଙ୍କ ପିଲାମାନେ ଅର୍ଥାଭାବରୁ ପାଠପଢିପାଠପଢ଼ି ପାରୁନଥିଲେ । ଏହି ପିଲାଙ୍କ ମାଗଣା ଶିକ୍ଷା ପାଇଁ ସେ ''ଆଦିବାସୀ ବିକାଶ ମଞ୍ଚ'' ନାମରେ ଏକ ସଂଗଠନ କରିଥିଲେ ।
 
== ପୁରସ୍କାର ==
[[ଭାରତ ସରକାର]] ତାଙ୍କୁ ୨୦୧୧ ମସିହାରେ ପଦ୍ମଶ୍ରୀ ଉପାଧିଉପାଧିରେ ରେ ଭୁସିତଭୂଷିତ କରିଛନ୍ତି ।<ref name="Padma Awards">{{cite web | url=http://mha.nic.in/sites/upload_files/mha/files/LST-PDAWD-2013.pdf | title=Padma Awards | publisher=Ministry of Home Affairs, Government of India | date=2015 | accessdate=21 July 2015}}</ref>
 
== ଆଧାର ==
Line ୩୩ ⟶ ୩୪:
 
{{ଓଡ଼ିଶାର ପଦ୍ମ ବିଜେତା}}
{{ଉତ୍କଳ ରତ୍ନ}}
{{ଈ ଟିଭି ପ୍ରିୟ ଓଡ଼ିଆ‎}}
 
{{Hide text|Munda, Tulasi}}
 
{{Persondata <!-- Metadata: see [[Wikipedia:Persondata]]. -->
| NAME = Munda, Tulasi
| ALTERNATIVE NAMES = Tulasi
| SHORT DESCRIPTION =
| DATE OF BIRTH =15th jul 1947
| PLACE OF BIRTH =Kainshi, Keonjhar, Odisha
| DATE OF DEATH =
| PLACE OF DEATH =
}}
[[ଶ୍ରେଣୀ:୧୯୪୭ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ଓଡ଼ିଶାରକେନ୍ଦୁଝର ଜିଲ୍ଲାର ଲୋକ]]
[[ଶ୍ରେଣୀ:ପଦ୍ମଶ୍ରୀ ସମ୍ମାନିତ]]
[[ଶ୍ରେଣୀ:ଉତ୍କଳ ରତ୍ନ ସମ୍ମାନିତ]]