"ଶ୍ରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି, + ଛାଞ୍ଚ
୧ କ ଧାଡ଼ି:
{{ଛୋଟ|Sri}}
==ଶ୍ରୀ ର ମହତ୍ଵ :==
'''ଶ୍ରୀ''' ହେଉଛି ଶକ୍ତି ।ଶକ୍ତି। ମହାପ୍ରଭୁ [[ଜଗନ୍ନାଥ]] ଶ୍ରୀ ଶକ୍ତିକୁ ଧରିଛନ୍ତି । ସେଥିପାଇଁ କୁହାଯାଇଛି ଶ୍ରୀଜଗନ୍ନାଥ । ଶ୍ରୀଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ରରେ ଶ୍ରୀଙ୍କ ମନ୍ଦିର ଶ୍ରୀମନ୍ଦିରରେ[[ଶ୍ରୀମନ୍ଦିର]]ରେ ପୂଜିତ ହେଉଛନ୍ତି ମହାପ୍ରଭୁ । ଶ୍ରୀମନ୍ଦିରରେ ରୋଷଶାଳାରେ ହେଉଛି ଛପନ ପଉଟି ଭୋଗ , ସେହି ଭୋଗ କୁଭୋଗକୁ ଶ୍ରୀଙ୍କ ପତି ଶ୍ରୀପତି ଶ୍ରୀଜଗନ୍ନାଥ ସେବନ କରୁଛନ୍ତି । ତେଣୁ ସେହି ପ୍ରସାଦ କେବଳ [[ମହାପ୍ରସାଦ]] ନୁହେଁ ତାହା ଶ୍ରୀଶ୍ରୀପ୍ରସାଦ । ଶ୍ରୀଙ୍କ ବିନା ପ୍ରସାଦର ପରିକଳ୍ପନା ହେଉନଥିବାରୁ ଏହାକୁ ଶ୍ରୀପ୍ରସାଦ ବୋଲି କହନ୍ତି । କିନ୍ତୁ ଏବେ ମହାପ୍ରସାଦ ବା ମହାର୍ଦ୍ଦ ବୋଲି କହୁଛନ୍ତି ।
[[File:Shri-symbol.svg|thumb|ସଂସ୍କୃତରେ '''ଶ୍ରୀ''']]
==ଐତିହାସିକଙ୍କ ମତ==
ମହାପ୍ରଭୁଙ୍କ ପ୍ରସାଦର ନାମ ଶ୍ରୀଶ୍ରୀପ୍ରସାଦ ହେଲେ ଏହାର ଯଥାର୍ଥତା ବିଶାଳ ହବ । '''ଶାଣ୍ଡିଲ୍ୟ''' ମହର୍ଷିଙ୍କ ଅମଳ କଥା । ଐତିହାସିକମାନେ 'ମହର୍ଷି ଶାଣ୍ଡିଲ୍ୟଙ୍କ ସମୟକୁ ଚତୁର୍ଥ ଶତାବ୍ଦୀ ବୋଲି ଧାର୍ଯ୍ୟ କରିଛନ୍ତି । ଧ୍ୟାନରତ ମହର୍ଷି ଅଖଣ୍ଡ ଭାରତର[[ଭାରତ]]ର ସମସ୍ତ ଧର୍ମ ପିଠା ବୁଲିବାକୁ ଇଛା କଲେ। ସବୁ ଧର୍ମ ପିଠା ଭ୍ରମଣ କଲେ । ଶେଷରେ ତାଙ୍କର ଇଛା ହେଲା ପୁରୁଷତ୍ତମପୁରୁଷୋତ୍ତମ ଧମକୁଧାମକୁ ଯାନୀ ଦର୍ଶନ କରିବେ । ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁଙ୍କ ଚତୁର୍ଦ୍ଧାମୂର୍ତ୍ତିଙ୍କ ଲୀଳା ଦେଖିଲେ, ପ୍ରସାଦ ମଧ୍ୟ ସେବନ କଲେ । ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରୁ ଫେରିଲାପରେ ସେ ପୋଥିଟିଏ ଲେଖିଲେ ଏବଂ ତାରନାମ ଦେଲେ '''ଶାଣ୍ଡିଲ୍ୟସଂହିତା''' । ଏହି ସଂହିତା ଟି ମୋଟ ୫ ଖଣ୍ଡ ପୋଥିକୁ ନେଇ ରଚନା କଲେ । ୪ ଖଣ୍ଡ କୁ ବାଦ ଦେଲେ ପଞ୍ଚମ ଖଣ୍ଡ ପୋଥି ହଉଛି 'ହରିଭକ୍ତ ଖଣ୍ଡ' ।ଖଣ୍ଡ। ହରିଭକ୍ତ ଖଣ୍ଡର ୪ର୍ଥ ଅଂଶର ୧୧ ଅଧ୍ୟାୟରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ଅନୁଭୂତି କୁଅନୁଭୂତିକୁ ବର୍ଣ୍ଣନା କରାଯାଇଛି ।
 
[[ଶାଣ୍ଡିଲ୍ୟ]] ଲେଖିଛନ୍ତି ଭାରତର ଅନେକ କ୍ଷେତ୍ରକୁ ଯିବାପରେ ଶେଷରେ ଜଗନ୍ନାଥ କ୍ଷେତ୍ରରେ ପହଞ୍ଚିଥିଲେ । ମହାପ୍ରଭୁ କ୍ଷେତ୍ରର ବହୁ ପ୍ରସିଦ୍ଧି ସେ ଶୁଣିଥିଲେ । ହେଲେ ସେସବୁ ତାଙ୍କ ମନକୁ ଫାଇଲପାଇଲା ନାହିଁ । ଏହାପରେ ସେ ଆଖି ବନ୍ଦ କରି ଦୀର୍ଘ ସମୟ ଢେର ବିଚାର କଲେ । ମୁଦ୍ରିତ ଚକ୍ଷୁ ଖୋଲିଲେ, ସେତେବେଳକୁ ସେ ଭାବ ରେ ଗଦଗଦ ହୋଇ ପଡିଥିଲେ ସେ । ଶିଷ୍ୟ ମାନଙ୍କ ଆଗରେ ତାଙ୍କ ପାଟିରୁ ବାହାରି ଆସିଲା 'ଆଃ! ଏହି ତ ପ୍ରକ୍ରୁତପ୍ରକୃତ ସତକ୍ଷେତ୍ର' । 'ସତ୍ୟ'ରସତ୍ୟର ଯେପରି ବିନାଶ ନାହିଁ , ସେହିପରି 'ସତକ୍ଷେତ୍ର' ର ମଧ୍ୟ ବିନାଶ ନାହିଁ । ତେଣୁ ଶ୍ରୀ କ୍ଷେତ୍ରରେଶ୍ରୀକ୍ଷେତ୍ରରେ ମହର୍ଷି ବହୁଦିନ ପର୍ଯ୍ୟନ୍ତ ରହିଯାଇଥିଲେ ଓ ରହଣି କଳା ରେ ସେ ପ୍ରସାଦ ସେବା କଲେ । ପ୍ରସାଦ ସେବା କଲା ପରେ ସେ ବୁଝିଲେ ,ଏହି ପ୍ରସାଦ ହେଉଛି ଦିବ୍ୟପ୍ରସାଦ । ଶିଷ୍ୟଙ୍କୁ ଡାକିକହିଲେ, ଏହା ମହାପ୍ରସାଦ ନୁହେଁ । ଏହି କ୍ଷେତ୍ର ଓ ମନ୍ଦିର ହେଉଛି 'ଶ୍ରୀ'ଦେବୀଙ୍କର । ତାଙ୍କରି ନାମ ରେନାମରେ ଏହା 'ଶ୍ରୀକ୍ଷେତ୍ର' ଓ ତାଙ୍କ ଋ ନାମରେ ଏହା 'ଶ୍ରୀମନ୍ଦିର' ।ଶ୍ରୀମନ୍ଦିର। ତାଙ୍କ ଦ୍ଵାରା ହିଁ ପାକଶାଳାରେ ରନ୍ଧନ କାର୍ଯ୍ୟ ହଉଛି । ତେଣୁ ତାଙ୍କ ପ୍ରସ୍ତୁତ ପ୍ରସାଦ ମହାପ୍ରସାଦ କାହିଁକି 'ଶ୍ରୀପ୍ରସାଦ'କାହିଁକି ନହେବ ।
[[ବିଦ୍ଵାନ:]] ଶ୍ରୀଙ୍କ ବିନା ପ୍ରସାଦର ପରିକଳ୍ପନା ହଉନଥିବାରୁ ଏହାକୁ ଶ୍ରୀପ୍ରସାଦ ବୋଲି କହନ୍ତି । କିନ୍ତୁ ଏବେ ମହାପ୍ରସାଦ ବା ମହାର୍ଦ୍ଦ ବୋଲି କହୁଛନ୍ତି ।
 
*ସେ ଆହୁରି କହିଛନ୍ତି : ମହାପ୍ରଭୁଙ୍କର ଶକ୍ତି ବା ପତ୍ନୀ । ତେଣୁ ମହାପ୍ରଭୁ ହୋଉଛନ୍ତି ଶ୍ରୀପତି । ପାକାଶାଳାରେ ରୋଷେଇ ହେଉଛି ପ୍ରସାଦ । ପ୍ରସାଦ ରୋଷେଇ ହେବା ପୂର୍ବରୁ ହେଉଛି ପାଗ , ଯାହା 'ଶ୍ରୀ'ପାଗ । ଶ୍ରୀଦେବୀ ରୋଷେଇ କରିଥିବା ପ୍ରସାଦ କୁ ଶ୍ରୀପତି ସେବନ କରୁଛନ୍ତି । ଦୁଇ ଶକ୍ତିର ମିଶ୍ରଣରେ ସୃଷ୍ଟି ଏହି ଦିବ୍ୟ ପ୍ରସାଦ 'ଶ୍ରୀଶ୍ରୀପ୍ରସାଦ' ହେବ ।
==ଡ.ସିଦ୍ଧେଶ୍ଵର ମହାନ୍ତି :==
ମହାପ୍ରଭୁଙ୍କ ପ୍ରସାଦର ନାମ ଶ୍ରୀଶ୍ରୀପ୍ରସାଦ ହେଲେ ଏହାର ଯଥାର୍ଥତା ବିଶାଳ ହବ ।
'''ଶାଣ୍ଡିଲ୍ୟ'''ମହର୍ଷିଙ୍କ ଅମଳ କଥା । ଐତିହାସିକମାନେ 'ମହର୍ଷି ଶାଣ୍ଡିଲ୍ୟଙ୍କ ସମୟକୁ ଚତୁର୍ଥ ଶତାବ୍ଦୀ ବୋଲି ଧାର୍ଯ୍ୟ କରିଛନ୍ତି । ଧ୍ୟାନରତ ମହର୍ଷି ଅଖଣ୍ଡ ଭାରତର ସମସ୍ତ ଧର୍ମ ପିଠା ବୁଲିବାକୁ ଇଛା କଲେ। ସବୁ ଧର୍ମ ପିଠା ଭ୍ରମଣ କଲେ । ଶେଷରେ ତାଙ୍କର ଇଛା ହେଲା ପୁରୁଷତ୍ତମ ଧମକୁ ଯାନୀ ଦର୍ଶନ କରିବେ । ଶ୍ରୀକ୍ଷେତ୍ରରେ ପହଞ୍ଚି ମହାପ୍ରଭୁଙ୍କ ଚତୁର୍ଦ୍ଧାମୂର୍ତ୍ତିଙ୍କ ଲୀଳା ଦେଖିଲେ, ପ୍ରସାଦ ମଧ୍ୟ ସେବନ କଲେ । ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରରୁ ଫେରିଲାପରେ ସେ ପୋଥିଟିଏ ଲେଖିଲେ ଏବଂ ତାରନାମ ଦେଲେ '''ଶାଣ୍ଡିଲ୍ୟସଂହିତା''' । ଏହି ସଂହିତା ଟି ମୋଟ ୫ ଖଣ୍ଡ ପୋଥିକୁ ନେଇ ରଚନା କଲେ । ୪ ଖଣ୍ଡ କୁ ବାଦ ଦେଲେ ପଞ୍ଚମ ଖଣ୍ଡ ପୋଥି ହଉଛି 'ହରିଭକ୍ତ ଖଣ୍ଡ' । ହରିଭକ୍ତ ଖଣ୍ଡର ୪ର୍ଥ ଅଂଶର ୧୧ ଅଧ୍ୟାୟରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ଅନୁଭୂତି କୁ ବର୍ଣ୍ଣନା କରାଯାଇଛି ।
 
"ମହର୍ଷି ଶାଣ୍ଡିଲ୍ୟ" ହେଉଛନ୍ତି ପ୍ରଥମ ମହର୍ଷି, ମହାପ୍ରସାଦକୁ 'ଶ୍ରୀପ୍ରସାଦ' ଭାବେ ଘୋଷଣା କରିଛନ୍ତି । ସେ ଲେଖିଯାଇଛନ୍ତି ବହୁ ଅକୁହା କଥା । ସେହି ସଂହିତାରେ ସେ ବର୍ଣ୍ଣ କରିଛନ୍ତି , ଶ୍ରୀକ୍ଷେତ୍ର ବା ଶ୍ରୀମନ୍ଦିର ଅଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେବଳ ଜଗତ ର ସୃଷ୍ଟି କର୍ତ୍ତା ବୋଲି ଗ୍ରହଣ କରିପାରି ନାହାଁନ୍ତି । ତାଙ୍କ ମହାପ୍ରଭୁ କେବଳ ଜଗତ ର ସୃଷ୍ଟି କର୍ତ୍ତା ନୁହଁନ୍ତି ,ତାଙ୍କ ମତରେ ମହାପ୍ରଭୁ ହେଉଛନ୍ତି ଜଗତରସ୍ଵରୂପ । ବହୁ ଦିନ ରଦିନର ସାଧନା ପରେ ମହର୍ଷି ଶାଣ୍ଡିଲ୍ୟ ଦିନେ ଶିଷ୍ୟ ଙ୍କୁ ଡାକି କହିଲେ , ଜଗତ ଓ ଜଗନ୍ନାଥ ମଧ୍ୟ ରେମଧ୍ୟରେ ମୁଁ କୌଣସି ପାର୍ଥ କ୍ୟପାର୍ଥକ୍ୟ ଦେଖି ପାରୁ ନହିଁ । ଜଗତ ହିଁ ଜଗନ୍ନାଥ ଓ ଜଗନ୍ନାଥ ହିଁ ଜଗତ । ତେଣୁ ଏ ହୋଉଛନ୍ତିହେଉଛନ୍ତି ସାକ୍ଷାତ ପରଂବ୍ରହ୍ମ । <ref>ପ୍ରମୟ,ପୃଷ୍ଠା-୨ ,୧୭ ମେ ୨୦୧୫</ref>
[[ଶାଣ୍ଡିଲ୍ୟ]] ଲେଖିଛନ୍ତି ଭାରତର ଅନେକ କ୍ଷେତ୍ରକୁ ଯିବାପରେ ଶେଷରେ ଜଗନ୍ନାଥ କ୍ଷେତ୍ରରେ ପହଞ୍ଚିଥିଲେ । ମହାପ୍ରଭୁ କ୍ଷେତ୍ରର ବହୁ ପ୍ରସିଦ୍ଧି ସେ ଶୁଣିଥିଲେ । ହେଲେ ସେସବୁ ତାଙ୍କ ମନକୁ ଫାଇଲ ନାହିଁ । ଏହାପରେ ସେ ଆଖି ବନ୍ଦ କରି ଦୀର୍ଘ ସମୟ ଢେର ବିଚାର କଲେ । ମୁଦ୍ରିତ ଚକ୍ଷୁ ଖୋଲିଲେ, ସେତେବେଳକୁ ସେ ଭାବ ରେ ଗଦଗଦ ହୋଇ ପଡିଥିଲେ ସେ । ଶିଷ୍ୟ ମାନଙ୍କ ଆଗରେ ତାଙ୍କ ପାଟିରୁ ବାହାରି ଆସିଲା 'ଆଃ! ଏହି ତ ପ୍ରକ୍ରୁତ ସତକ୍ଷେତ୍ର' । 'ସତ୍ୟ'ର ଯେପରି ବିନାଶ ନାହିଁ , ସେହିପରି 'ସତକ୍ଷେତ୍ର' ର ମଧ୍ୟ ବିନାଶ ନାହିଁ । ତେଣୁ ଶ୍ରୀ କ୍ଷେତ୍ରରେ ମହର୍ଷି ବହୁଦିନ ପର୍ଯ୍ୟନ୍ତ ରହିଯାଇଥିଲେ ଓ ରହଣି କଳା ରେ ସେ ପ୍ରସାଦ ସେବା କଲେ । ପ୍ରସାଦ ସେବା କଲା ପରେ ସେ ବୁଝିଲେ ,ଏହି ପ୍ରସାଦ ହେଉଛି ଦିବ୍ୟପ୍ରସାଦ । ଶିଷ୍ୟଙ୍କୁ ଡାକିକହିଲେ, ଏହା ମହାପ୍ରସାଦ ନୁହେଁ । ଏହି କ୍ଷେତ୍ର ଓ ମନ୍ଦିର ହେଉଛି 'ଶ୍ରୀ'ଦେବୀଙ୍କର । ତାଙ୍କରି ନାମ ରେ ଏହା 'ଶ୍ରୀକ୍ଷେତ୍ର' ଓ ତାଙ୍କ ଋ ନାମରେ ଏହା 'ଶ୍ରୀମନ୍ଦିର' । ତାଙ୍କ ଦ୍ଵାରା ହିଁ ପାକଶାଳାରେ ରନ୍ଧନ କାର୍ଯ୍ୟ ହଉଛି । ତେଣୁ ତାଙ୍କ ପ୍ରସ୍ତୁତ ପ୍ରସାଦ ମହାପ୍ରସାଦ କାହିଁକି 'ଶ୍ରୀପ୍ରସାଦ'କାହିଁକି ନହେବ ।
 
ସେ ଆହୁରି କହିଛନ୍ତି
*ମହାପ୍ରଭୁଙ୍କର ଶକ୍ତି ବା ପତ୍ନୀ । ତେଣୁ ମହାପ୍ରଭୁ ହୋଉଛନ୍ତି ଶ୍ରୀପତି ।
*ପାକାଶାଳାରେ ରୋଷେଇ ହେଉଛି ପ୍ରସାଦ । ପ୍ରସାଦ ରୋଷେଇ ହେବା ପୂର୍ବରୁ ହେଉଛି ପାଗ , ଯାହା 'ଶ୍ରୀ'ପାଗ ।
*ଶ୍ରୀଦେବୀ ରୋଷେଇ କରିଥିବା ପ୍ରସାଦ କୁ ଶ୍ରୀପତି ସେବନ କରୁଛନ୍ତି । ଦୁଇ ଶକ୍ତିର ମିଶ୍ରଣରେ ସୃଷ୍ଟି ଏହି ଦିବ୍ୟ ପ୍ରସାଦ 'ଶ୍ରୀଶ୍ରୀପ୍ରସାଦ' ହେବ ।
 
"ମହର୍ଷି ଶାଣ୍ଡିଲ୍ୟ" ହେଉଛନ୍ତି ପ୍ରଥମ ମହର୍ଷି, ମହାପ୍ରସାଦକୁ 'ଶ୍ରୀପ୍ରସାଦ' ଭାବେ ଘୋଷଣା କରିଛନ୍ତି । ସେ ଲେଖିଯାଇଛନ୍ତି ବହୁ ଅକୁହା କଥା । ସେହି ସଂହିତାରେ ସେ ବର୍ଣ୍ଣ କରିଛନ୍ତି , ଶ୍ରୀକ୍ଷେତ୍ର ବା ଶ୍ରୀମନ୍ଦିର ଅଧିପତି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ କେବଳ ଜଗତ ର ସୃଷ୍ଟି କର୍ତ୍ତା ବୋଲି ଗ୍ରହଣ କରିପାରି ନାହାଁନ୍ତି । ତାଙ୍କ ମହାପ୍ରଭୁ କେବଳ ଜଗତ ର ସୃଷ୍ଟି କର୍ତ୍ତା ନୁହଁନ୍ତି ,ତାଙ୍କ ମତରେ ମହାପ୍ରଭୁ ହେଉଛନ୍ତି ଜଗତରସ୍ଵରୂପ । ବହୁ ଦିନ ର ସାଧନା ପରେ ମହର୍ଷି ଶାଣ୍ଡିଲ୍ୟ ଦିନେ ଶିଷ୍ୟ ଙ୍କୁ ଡାକି କହିଲେ , ଜଗତ ଓ ଜଗନ୍ନାଥ ମଧ୍ୟ ରେ ମୁଁ କୌଣସି ପାର୍ଥ କ୍ୟ ଦେଖି ପାରୁ ନହିଁ । ଜଗତ ହିଁ ଜଗନ୍ନାଥ ଓ ଜଗନ୍ନାଥ ହିଁ ଜଗତ । ତେଣୁ ଏ ହୋଉଛନ୍ତି ସାକ୍ଷାତ ପରଂବ୍ରହ୍ମ ।
==ଆଧାର==
{{ଆଧାର}}
ପ୍ରମୟ,ପୃଷ୍ଠା-୨ ,୧୭ ମେ ୨୦୧୫
 
{{ଜଗନ୍ନାଥ}}
{{ହିନ୍ଦୁ ଧର୍ମ}}
[[ଶ୍ରେଣୀ:ଜଗନ୍ନାଥ]]
[[ଶ୍ରେଣୀ:ହିନ୍ଦୁ ଧର୍ମ]]
"https://or.wikipedia.org/wiki/ଶ୍ରୀ"ରୁ ଅଣାଯାଇଅଛି