"ବିସ୍‌ମିଲ୍ଲା ଖାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

 
==ଜୀବନ ଓ ପରିବାର==
ବିସ୍‌ମିଲ୍ଲା ଖାନ [[ବିହାର]] ର [[ଦୁମରାଁଓ]] ରେ ୧୯୧୩ ମସିହା [[ମାର୍ଚ୍ଚ]] ୨୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ସିଏ ବଚ୍ଚେଇ ଖାନ ଓ ମିଥାନ ଙ୍କ ଦ୍ୱିତୀୟ ପୁତ୍ର ଥିଲେ । ତାଙ୍କର ପିତା ଓ ପିତାମହ ବିହାରର ଦୁମରାଁଓ ଓ ଭୋଜପୁର ରାଜାଙ୍କ ଦରବାର ରେ ଶେହ‌ନାଇ ବାଦକ ଥିଲେ ।
 
ଜଣେ ଶିୟା ମୁସଲିମ ହେବା ସ‌ତ୍ତ୍ୱେ ବିସମିଲ୍ଲା ଖାନ ସରସ୍ୱତୀ ଙ୍କର ଭକ୍ତ ଥିଲେ ଓ ବାରଣାସୀର ବିଶ୍ୱନାଥ ମନ୍ଦିରରେ ଓ ଗଙ୍ଗାନ‌ଦୀ କୂଳରେ ଶେହ‌ନାଇଶାହାନାଇ ବଜାଉଥିଲେ ।
 
ସିଏ ଚଳଚିତ୍ର ଜଗତରେ ମଧ୍ୟ କିଛି ସମୟ କାମ କରିଛନ୍ତି । କନ୍ନଡ଼ ଚଳଚିତ୍ର [[ସନ୍ନାଡ଼ି ଅପନ୍ନା]] ଏବଂ [[ଗୁଞ୍ଜ ଉଠି ଶେହ‌ନାଇ]][[୧୯୫୯]] ଶେହ‌ନାଇଶାହାନାଇ ବଜାଇଛନ୍ତି ଓ ସତ୍ୟଜିତ ରାୟଙ୍କ ଚଳଚିତ୍ର [[ଜଲସାଘର]]ରେ କାମ କରିଛନ୍ତି । ବିଖ୍ୟାତ ନିର୍ଦ୍ଦେଶକ [[ଗୌତମ ‌ଘୋଷ]] [[ସାଙ୍ଗମିଲ ସେ ମୁଲାଖାତ]] ନାମରେ ଗୋଟିଏ ଡ଼କୁମେନଣ୍ଟରୀପ୍ରାମାଣିକ ଚଳଚିତ୍ର ଖାନଙ୍କ ଜୀବନ ଉପରେ ତିଆରିଛନ୍ତି ।
 
==ଶେଷ ଜୀବନ==
୧,୭୭୪

ଗୋଟି ସମ୍ପାଦନା