"ଭାରତର ରାଷ୍ଟ୍ରପତି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୬ କ ଧାଡ଼ି:
ଅର୍ଥାତ୍ ପ୍ରତି [[ରାଜ୍ୟ]]ର [[ଜନସଂଖ୍ୟା]]କୁ ସେହି [[ରାଜ୍ୟ]]ର ନିର୍ବାଚିତ [[ବିଧାୟକ]]ମାନ‌ଙ୍କ ସଂଖ୍ୟାରେ ଭାଗ କରି ଭାଗଫଳକୁ ୧୦୦୦ ଦ୍ୱାରା ଭାଗ କଲେ, ଭାଗଫଳ ଯାହା ହେବ, ତାହା ହେବ ସେହି ରାଜ୍ୟର ପ୍ରତି ନିର୍ବାଚିତ [[ବିଧାୟକ]]ଙ୍କର ପ୍ରତିଟି ଭୋଟ୍‌ର ଗାଣିତିକ ମୂଲ୍ୟ ।
 
=== ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ===
ରାଷ୍ଟ୍ରପତି ପାଞ୍ଚ ବର୍ଷ ପାଇଁ ନିର୍ବାଚିତ ହୁଅନ୍ତି । ସେହି ପଦବୀରେ ସେ ପୁନଃ ନିର୍ବାଚିତ ହେବାର କୈଣସି ସାମ୍ବିଧାନିକ ବାଧା ନାହିଁ । ତେବେ ଆମର ପ୍ରଥମ ରାଷ୍ଟ୍ରପରି [[ରାଜେନ୍ଦ୍ର ପ୍ରସାଦ]]ଙ୍କ ବ୍ୟତିତ ଅନ୍ୟ କୈଣସି ରାଷ୍ଟ୍ରପତି ଏ ଅବଧି ପୁନଃ ନିର୍ବାଚିତ ହୋଇନାହାନ୍ତି ।