"କାକର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ removed Category:Forst; added Category:Frost using HotCat
No edit summary
୧୦ କ ଧାଡ଼ି:
 
==ତୁହିନ (Frost)==
[[File:2010-02-07 Frosty 1998 Suzuki Bandit 1200.jpg|thumb|ଗାଡ଼ି ଉପରେ ପଡ଼ିଥିବା ତୁହିନ (Frost) ।]]
 
ମଧ୍ୟ ଓ ଉଚ୍ଚ [[ଅକ୍ଷାଂଶ]]ରେ ପୃଥିବୀ ଶୀତ ରାତିରେ ଏତେ ଶୀତଳ ହୋଇଯାଏ ଯେ, ତାପମାତ୍ରା [[ହିମାଙ୍କ]] ତଳକୁ ଖସିଯାଏ । ଏଠାରେ [[ଜଳୀୟବାଷ୍ପ]] ଘନୀଭୂତ ହେବା ପରେ ତରଳ ଅବସ୍ଥାରେ ରହି ନ ପାରି କଠିନ ଅବସ୍ଥା ଧାରଣ କରେ । ଶିଶିର (Dew) ବିନ୍ଦୁର ଏହି କଠିନ ଅବସ୍ଥାକୁ ତୁହିନ (Frost) କୁହାଯାଏ ।
 
"https://or.wikipedia.org/wiki/କାକର"ରୁ ଅଣାଯାଇଅଛି