"ରାହାଗିରି ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
[[File:Raahgiri Day Gunupur.jpg|thumb|ରାହାଗିରି ଦିବସ, ଗୁଣୁପୁର]]
 
'''ରାହାଗିରି ଦିବସ''' ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ [[ଭାରତ]]ର ବିଭିନ୍ନ ସହରରେ ପାଳିତ ହେଉଥିବା ଏକ ଉତ୍ସବ । ୨୦୧୩ରେ ପ୍ରଥମ କରି ଦିଲ୍ଲୀରେ ଆରମ୍ଭ ହୋଇଥିବା ଏହି ଅଭିଯାନ ରାହାଗିରି ଫାଉଣ୍ଡେସନ ଭାବେ ଟ୍ରେଡ଼ମାର୍କ ମାନ୍ୟତା ଲାଭ କରିଛି ।ରାହାଗିରିରେ ବିଶେଷ କରି ଯୋଗଭ୍ୟାସ, ଖେଳକୁଦ, ଶାରୀରିକ ବ୍ୟାୟମ, ସାଇକେଲ ଚାଳନା,ସଚେତନତା ପ୍ରଚାର, ଲୋକକଳା, ଲଘୁ ସଙ୍ଗୀତ ଆଦି କାର୍ଯ୍ୟକ୍ରମ କରାଯାଏ । ଦେଶରେ କନଉଟ ପ୍ୟାଲେସ୍,ହାଇଦ୍ରାବାଦ, ଭୁବନେଶ୍ୱର ଏବଂ ପୁରୀଠାରେ ପାଳନ ହେଉଛି । କିଛି କାର୍ଯ୍ୟକ୍ରମ ଅୟୋଜକଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ହୋଇଥାଏ ।<ref name="TNE18thJanuary2016">{{cite news | url=http://www.newindianexpress.com/states/odisha/Raahgiri-Day-Makes-Debut-in-Bhubaneswar/2016/01/18/article3231918.ece | title=Raahgiri Day Makes Debut in Bhubaneswar | work=The New Indian Express | date=18th January 2016 | accessdate=ମାର୍ଚ୍ଚ 6, 2016}}</ref>