"ଦାରା ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ DEFAULTSORT replacement, replaced: {{DEFAULTSORT: → {{Hide text|
୧୯ କ ଧାଡ଼ି:
ଅନେକ ହିନ୍ଦୀ ଓ ପଞ୍ଜାବୀ ସିନେମା ତାଙ୍କର ଶକ୍ତିକୁ ନେଇ ତିଆରି ହେଇଛି । ତା ମଧ୍ୟରୁ କିଂକଙ୍ଗ, ତାରଜନ୍ ଓ ହରକ୍ୟୁଲେସ୍ ଅନ୍ୟତମ । ପରବର୍ତ୍ତି ସମୟରେ ସେ ଜଣେ ପ୍ରିୟ ଚରିତ୍ର ଅଭିନେତା ଭାବରେ ପରିଣତ ହେଇଥିଲେ ।ଆନନ୍ଦ,ମେର ନାମ୍ ଜୋକର,ଜୱାନ ମର୍ଦ,ଡାକୁ ମଙ୍ଗଲ୍ ସିଂହ,ବକ୍ସର,ଆନ୍ଧି ଔର ତୁଫାନ୍ ଆଦି ୧୪୦ଟି ଚଳଚ୍ଚିତ୍ର ରେ ଅଭିନୟ କରି ସେ ରେର୍କଡ କରିଥିଲେ ।ରୁପେଲି ପରଦାରେ ଦର୍ଶକ ଙ୍କ ମନଜିତି ଥିବା ଦାରା ସିଂହ ଛୋଟ ପରଦାରେ ମଧ୍ୟ କମାଲ ଦେଖାଇଥିଲେ । ୧୯୮୬ରେ [[ରାମାନନ୍ଦ ସାଗର]]ଙ୍କ ହିନ୍ଦି ଧାରାବାହିକ [[ରାମାୟଣ]]ରେ ସେ [[ହନୁମାନ]] ଭୁମିକାରେ ଅଭିନୟ କରି କୋଟି କୋଟି ଭାରତୀୟଙ୍କ ପ୍ରିୟ ପାଲଟି ଥିଲେ । ପରେ [[ରାମାନନ୍ଦ ସାଗର]] ତାଙ୍କୁ ମହାଭାରାତରେ ମଧ୍ୟ [[ହନୁମାନ]] ଭୁମିକାରେ ଅଭିନୟ କରିବାପାଇଁ ଅନୁରୋଧ କରିଥିଲେ । ତାଙ୍କ ଅଭିନୀତ ପଞ୍ଜାବୀ ଫିଲ୍ମ "ମୈ ମା ପଞ୍ଜାବ୍ ଦି" ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭକରିଥିଲା ।୧୯୮୯ ରେ ସେ ତାଙ୍କର ଆତ୍ମଜୀବନୀ '''ମେରି ଆତ୍ମକଥା''' ପଞ୍ଜାବୀ ଭାଷାରେ ପ୍ରକାଶ କରିଥିଲେ । [[ପଞ୍ଜାବ]]ର [[ମୋହାଲି]] ଠାରେ ତାଙ୍କ ନାମରେ ଏକ ଷ୍ଟୁଡିଓ ରହିଛି ।୨୦୧୨ ମସିହା ଜୁଲାଇ ୧୨ ତାରିଖରେ [[ମୁମ୍ବାଇ]] ଠାରେ ମୃତ୍ୟୁବରଣ କରିଥିଲେ ।<ref>http://articles.timesofindia.indiatimes.com/2012-07-12/news-interviews/32647791_1_rustam-e-hind-dara-singh-rustam-e-punjab</ref>
<ref>ଓଡ଼ିଆ ଖବର କାଗଜ [[ସମ୍ବାଦ]] ତା-୧୩-୦୭-୧୨</ref><ref>ଦୈନିକ ଖବର କାଗଜ ଅହମ୍ମଦାବାଦ ମିରୋର ତା୧୩-୦୭-୧୨ର୨ୟ ପୃଷ୍ଠା</ref>
 
 
== ଆଧାର ==
Line ୨୮ ⟶ ୨୭:
* [http://www.filmicafe.co/news/Dara-Singh-Passes-Away Dara Singh passes away]
 
{{DEFAULTSORT:Hide text|Singh, Dara}}
 
[[ଶ୍ରେଣୀ:୧୯୨୮ ଜନ୍ମ]]
[[ଶ୍ରେଣୀ:୨୦୧୨ ମୃତ୍ୟୁ]]
[[ଶ୍ରେଣୀ:ରାଜ୍ୟ ସଭା ସଭ୍ୟ]]
[[ଶ୍ରେଣୀ:ଭାରତୀୟ କଥାଚିତ୍ର ଅଭିନେତା]]
[[ଶ୍ରେଣୀ:ଭାରତୀୟ କୁସ୍ତିଯୋଦ୍ଧା ]]