"ବ୍ୟାଟେରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨ କ ଧାଡ଼ି:
 
ବ୍ୟାଟେରୀ ଦୁଇ ପ୍ରକାରର: ପ୍ରାଥମିକ ଓ ଦ୍ୱିତୀୟକ । ପ୍ରାଥମିକ ଥରେ ବ୍ୟବହାର ସରିଲେ ଅକାମୀ ହୋ‍ଇଯାଏ । ଏଥିରେ ଥିବା ରସାୟନ ଗୁଡ଼ିକ ପ୍ରତିକ୍ରିୟା ବେଳେ ଅପରିବର୍ତ୍ତନୀୟ ଭାବେ ବିଘଟିତ ହୋ‍ଇଯାଆନ୍ତି । ଆମେ ନିତିଦିନ ବ୍ୟବହାର କରୁଥିବା କାନ୍ଥଘଣ୍ଟା ବା ଖେଳଣା ଆଦିର ଆଲକାଲାଇନ ବ୍ୟାଟେରୀ ଏହି ଶ୍ରେଣୀର । ଦ୍ୱିତୀୟକ ବା ରିଚାର୍ଜେବଲ ବ୍ୟାଟେରୀ କୁ ବାରମ୍ବାର ବ୍ୟବହାର କଲା ପରେ ରିଚାର୍ଜ କରି ପୁନଃବ୍ୟବହାର କରିହୁଏ । ଗାଡ଼ିରେ ଥିବା ଲେଡ ଏସିଡ ବ୍ୟାଟେରୀ ବା କ୍ୟାମେରା ଓ ମୋବାଇଲର ଲି-ଆୟନ ବ୍ୟାଟେରୀ ଏହି ଶ୍ରେଣୀର ।
 
ବ୍ୟାଟେରୀ ଅନେକ ଆକାର ଓ ରୂପରେ ଆସେ । ଛୋଟିଆ ଶ୍ରବଣଯନ୍ତ୍ର ଲାଗି କ୍ଷୁଦ୍ରାତିକ୍ଷୁଦ୍ର ବ୍ୟାଟେରୀରୁ ଆରମ୍ଭ କରି ଟେଲିଫୋନ ଏକ୍ସଚେଞ୍ଜ ଗୁଡ଼ିକରେ ବ୍ୟାକଅପ ଶକ୍ତି ଲାଗି ଘର ଆକାରର ବ୍ୟାଟେରୀ ମଧ୍ୟ ରହିଛି ।
 
୨୦୦୫ ରେ ଏକ ଅନୁମାନ ଅନୁସାରେ ପ୍ରତିବର୍ଷ ବ୍ୟାଟେରୀ ବିକ୍ରୟରୁ ୪୮ ବିଲିୟନ ଆମେରିକୀୟ ଡଲାରର ବ୍ୟାପାର ହୋ‍ଇଥାଏ ।
 
==ଇତିହାସ==
 
==ମୌଳିକ ସିଦ୍ଧାନ୍ତ==
 
==ଶ୍ରେଣୀବିଭାଗ==
 
==ଜୀବନକାଳ==
 
==ଆକାର==
 
==ବିପଦ==
 
==ରାସାୟନିକ ପ୍ରକ୍ରିୟା==
 
==ଆଧାର==
"https://or.wikipedia.org/wiki/ବ୍ୟାଟେରୀ"ରୁ ଅଣାଯାଇଅଛି