"ସେମିଳିଗୁଡ଼ା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Saileshpat (ଆଲୋଚନା | ଅବଦାନ) No edit summary |
Saileshpat (ଆଲୋଚନା | ଅବଦାନ) No edit summary |
||
୧ କ ଧାଡ଼ି:
{{unreferenced}}
ସେମିଳିଗୁଡା ଓଡ଼ିଶାର [[କୋରାପୁଟ
ଜାତୀୟ ରାଜପଥ ୪୩ (ବର୍ତ୍ତମାନ ୨୬) ରେ କୋରାପୁଟ ଠାରୁ ପ୍ରାୟ ୨୨ କିଲୋମିଟର (ଦକ୍ଷିଣ ଆଡକୁ) ଗଲେ ସେମିଳିଗୁଡା ରେ ପହଂଚିହେବ । ଏଠାରୁ ନଂଦପୁର ଦେଇ ପାଡୁଆକୁ ଗୋଟିଏ ରାସ୍ତା ବାହାରିଛି । ଏଚ୍ ଏ ଏଲ୍ ସୁନାବେଡା ତଥା ନାଲକୋ ଦାମନଯୋଡି ଏହାର ଅତି ନିକଟରେ ଅବସ୍ଥିତ ଅଟଂତି । ଏ ଅଂଚଳର ଏହା ଏକ ପ୍ରଧାନ ବ୍ୟବସାୟ କେଂଦ୍ର ପାଲଟିଲାଣି ।
|