"ଇଲିଆନା ସିତାରିଷ୍ଟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
ଟିକେ Bot: Automated text replacement (-ପଦ୍ମ ଶ୍ରୀ +ପଦ୍ମଶ୍ରୀ)
୧୩ କ ଧାଡ଼ି:
|background = non_performing_personnel
}}
'''ଇଲିଆନା ସିତାରିଷ୍ଟ''' ଇଟାଲୀରେ ଜନ୍ମିତ ଓ ଭୁବନେଶ୍ୱରରେ ରହୁଥିବା ଜଣେ [[ଓଡ଼ିଶୀ]] ଏବଂ [[ଛଉ ନାଚ]] ନୃତ୍ୟଶିଳ୍ପୀ । ୧୯୯୫ ମସିହାରେ [[ମୃଣାଳ ସେନ]]ଙ୍କ ନିର୍ମିତ "ଯୁଗାନ୍ତ" ଚଳଚ୍ଚିତ୍ରରେ ତାଙ୍କୁ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହା ବ୍ୟତୀତ ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ସେ [[ପଦ୍ମ ଶ୍ରୀପଦ୍ମଶ୍ରୀ]] ଉପାଧୀରେ ସମ୍ମାନିତ ।
 
== ପ୍ରାରମ୍ଭିକ ଜୀବନ ==
୩୧ କ ଧାଡ଼ି:
ଇଲିଆନା [[ଦୂରଦର୍ଶନ]]ର ଜଣେ "କ" ବର୍ଗର କଳାକାର । ୧୯୯୨ରେ ନୃତ୍ୟକଳା ପାଇଁ ଋଷୀୟ "ଲେଓନିଡ଼ ମାସିନ" ଉପାଧୀ ମିଳିଥିଲା । ୧୯୯୬ରେ ମୃଣାଳ ସେନଙ୍କ "ଯୁଗାନ୍ତ" ଚଳଚ୍ଚିତ୍ର ପାଇଁ ୪୩ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶିକା ଭାବେ ସମ୍ମାନିତ ହୋଇଥିଲେ ।<ref name="43rdaward">{{cite web|url=http://iffi.nic.in/Dff2011/Frm43thNFAAward.aspx|title=43rd National Film Awards|publisher=International Film Festival of India|accessdate=}}</ref><ref name="43rdawardPDF">{{cite web|url=http://dff.nic.in/2011/43rd_nff_1996.pdf|title=43rd National Film Awards (PDF)|publisher=Directorate of Film Festivals|accessdate=}}</ref>
 
ସେ ମଧ୍ୟ [[ମୁମ୍ବାଇ]]ର ସୁର ସିଙ୍ଗର ସଂସଦରୁ "ରାସେଶ୍ୱର ସମ୍ମାନ"ରେ ଭୂଷିତ ।<ref name="kalinga" /><ref name="narthaki" /> ୨୦୦୬ରେ ଓଡ଼ିଶୀ ନୃତ୍ୟକୁ ବିଶେଷ ଅବଦାନ ପାଇଁ ଭାରତ ସରକାରଙ୍କ ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ "ପଦ୍ମ ଶ୍ରୀପଦ୍ମଶ୍ରୀ" ମିଳିଛି ।<ref name=pdma>{{cite web|title=Padma Awards Directory (1954-2009)|publisher=Ministry of Home Affairs (India)|Ministry of Home Affairs|url=http://www.mha.nic.in/pdfs/LST-PDAWD.pdf|quote=47 Dr.(Ms.) Ileana Citaristi PS OR Art}}</ref> ୨୦୦୮ରେ ଇଟାଲୀ ସରକାର ତାଙ୍କୁ "ଅର୍ଡର ଅଫ ଦି ଷ୍ଟାର ଅଫ ଇଟାଲୀଆନ ସୋଲିଡ଼ାରିଟୀ"ର ସଭ୍ୟ ରୂପେ ଗ୍ରହଣ କରିଛନ୍ତି ।<ref name="kalinga_a" />
 
==କାର୍ଯ୍ୟ==
୪୭ କ ଧାଡ଼ି:
[[ଶ୍ରେଣୀ:୧୯୬୮ ଜନ୍ମ]]
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
[[ଶ୍ରେଣୀ:ପଦ୍ମ ଶ୍ରୀପଦ୍ମଶ୍ରୀ ସମ୍ମାନିତ]]
[[ଶ୍ରେଣୀ:ଓଡ଼ିଶୀ ନୃତ୍ୟଶିଳ୍ପୀ]]
[[ଶ୍ରେଣୀ:୨୦୧୫ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]