"କେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୪ କ ଧାଡ଼ି:
 
କେଶ ପ୍ରଧାନତଃ ନିମ୍ନଲିଖିତ ୪ ପ୍ରକାରର ହୋଇଥାଏ :
 
୧- ଆଦିବାସୀ ([[ଅଷ୍ଟ୍ରେଲିଆ]] ଏବଂ [[ଭାରତ]]ର ଆଦିବାସୀ ସମ୍ପ୍ରଦାୟ)ଙ୍କର କେଶ ଛୋଟ-ଛୋଟ ଏବଂ କୁଞ୍ଚିତ ହୋଇଥାଏ । ଏହି କେଶର ଅନୁପ୍ରସ୍ଥ ପରିଚ୍ଛେଦ ଦୀର୍ଘବୃତ୍ତିୟ , କିମ୍ବା ବୃକ୍କ ଆକାରର ହୋଇଥାଏ । ଏହି [[କେଶ]]ର ରଙ୍ଗ ସର୍ବଦା କଳା [[ରଙ୍ଗ]]ର ହୋଇଥାଏ । ଏହି କେଶ ଦୁଇ ପ୍ରକାରର ହୋଇଥାଏ । ମେଳାନୀଶିୟାଈ ଏବଂ ଅଧିକାଂଶ ହବଶିୟୋଂର କେଶ ଅପେକ୍ଷା ଲମ୍ବା ହୋଇଥାଏ । କିଛି ଆଦିବାସୀ ଏବଂ ହବଶିୟୋଂଙ୍କ କେଶ ଛୋଟ ହୋଇଥାଏ ।
 
Line ୩୩ ⟶ ୩୪:
[[File:Brown hair.jpg|thumb|କହରା କେଶଯୁକ୍ତ ଏକ ଯୁବତୀର ଚିତ୍ର ]]
 
[[ଉତ୍ତର ୟୁରୋପୀୟ]]ମାନଙ୍କ କେଶର ରଙ୍ଗ ଫିକା ହୋଇଥାଏ ଏବଂ [[ଦକ୍ଷିଣ ୟୁରୋପୀୟ]]ମାନଙ୍କ କେଶ ଗାଢା ହୋଇଥାଏ । ସାଧାରଣତଃ ସିଧା କେଶ ଅଧିକ ଲମ୍ବା ହୋଇଥାଏ ଏବଂ କୁଞ୍ଚିତ କେଶ ଅଳ୍ପକମ ଛୋଟଲମ୍ବା ହୋଇଥାଏ । ଲେହେରଦାର କେଶର ସ୍ଥାନ ମଧ୍ୟମ ଅଟେ । [[ଅଷ୍ଟ୍ରେଲିୟନ]] ଏବଂ ଟୈସମୈନିଙ୍କ ଶରୀରରେ ସବୁଠୁ ଅଧିକ କେଶ ରହିଥାଏ । ପୀତ ଜାତିୟଙ୍କ ଶରୀରରେ ସବୁଠାରୁ କମ କେଶ ରହିଥାଏ । କିଛି ପୀତ ଜାତିର ଲୋକମାନଙ୍କର ଦାଢ଼ି ମଧ୍ୟ କୋଚିତ ଥାଏ ।
 
କେଶର ସୁନ୍ଦରତା ବହୁ କିଛି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଉପରେ ନିର୍ଭର କରେ । [[ମୁଣ୍ଡବଳ୍କ]] (scalp)ର ସ୍ୱଚ୍ଛତା ୠଧିର ପରିସଞ୍ଚାରଣ ଉପରେ ନିର୍ଭର କରେ । ଯଦି ୠଧିର ପରିସଞ୍ଚାରଣରେ କିଛି ବଧ ପହଞ୍ଚେ ତ , କେଶକୁ କିଛିବି ପୋଷଣ ମିଳେନାହିଁ । ଏହାଦ୍ୱାରା କେଶ ଦୁର୍ବଳ ଏବଂ ଆଭାହୀନ ହୋଇପଡେ । ସୁସ୍ଥ ରହଣ-ସହଣ , ବାହାର କସରତ , ଉପଯୁକ୍ତ ଆହାର କିମ୍ବା ମାନସିକ ସୁଖଶାନ୍ତି କେଶର ସୌନ୍ଦର୍ଯ୍ୟ ଏବଂ ସ୍ୱାସ୍ଥ୍ୟରେ ବିଶେଷ ପ୍ରଭାବ ପଡିଥାଏ । ମୁଣ୍ଡବଳ୍କ କୁ ପ୍ରତିଦିନ ଅତି କମରେ ଗୋଟିଏ ଥର ଥାପିକରି ମାଲିଶ କରିବା ଭଲ ଅଟେ । ମୁଣ୍ଡକୁ କୁଣ୍ଡାଇବାରେ ମଧ୍ୟ ତାହାର ମାଲିଶ ହୋଇଯାଏ । ଏହାଦ୍ୱାରା ମୁଣ୍ଡବଳ୍କରେ ୠଧିର ପରି ସଞ୍ଚାରଣ ହେବା ଦ୍ୱାରା କେଶ କୋମଳ ଏବଂ ଚମକଦାର ହୋଇଯାଏ ।
 
*କେଶର ବିଶେଷତଃ :
[[ମହିଳା]]ମାନଙ୍କର କେଶକୁ ସଜାଇବା ଏକ କଳା ଅଟେ । କିଛି ଜାତିମାନେ ଏହି କଳାରେ ବହୁ ନିପୁଣ ଅଟନ୍ତି । ସବୁ [[ଦେଶ]]ର ମହିଲାମାନେ ନିଜ ନିଜ ଢଙ୍ଗରେ ନିଜର କେଶକୁ ସଜାଇଥା'ନ୍ତି ।
 
==ଓଡ଼ିଆରେ ଦେଖନ୍ତୁ==
"https://or.wikipedia.org/wiki/କେଶ"ରୁ ଅଣାଯାଇଅଛି