"ଚାର୍ଲସ୍ ପିଅର୍ ବଦେଲିଅର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Aliva Sahoo (ଆଲୋଚନା | ଅବଦାନ) ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
Aliva Sahoo (ଆଲୋଚନା | ଅବଦାନ) ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
||
୧୯ କ ଧାଡ଼ି:
==ଦି ଫ୍ଲାୱାର୍ସ ଅଫ୍ ଏଭିଲ୍==
{{main|ଦି ଫ୍ଲାୱାର୍ସ ଅଫ୍ ଏଭିଲ}}
[[ଚାର୍ଲସ୍ ବଦେଲିଅର]]ଙ୍କ କଥା ଉଠିଲେ ଆଖି ଆଗକୁ ମନକୁମନ ଚାଲିଆସେ ତାଙ୍କର ଅତି ଲୋକପ୍ରିୟ ପୁସ୍ତକ ୧୮୫୭ ମସିହାର (ଲେସ୍ ଫ୍ଲିୟୋର୍ସ ଡୁ ମାଲ୍); ଯାହାର ଇଂଲିଶ ସଂସ୍କରଣର ଶୀର୍ଷକ-【ଦି ଫ୍ଲାୱାର୍ସ ଅଫ୍ ଏଭିଲ୍】 <ref>{{cite book|last1=Clark|first1=Carol|title=Selected Poems|section=Notes on the Text|date=1995|publisher=Penguin Books Ltd|location=By Charles Baudelaire. London|isbn=978-0-14-044624-1|page=xxiii}}</ref>। ଏହି ପୁସ୍ତକକୁ ବିଶ୍ୱ ସାହିତ୍ୟର ଏକ ଅନବଦ୍ୟ କୃତି ବୋଲି ବିବେଚନା କରାଯାଇଥାଏ। ଊନବିଂଶ ଶତାବ୍ଦୀରେ ପ୍ୟାରିସ୍ ରେ ବିବର୍ତନର ଯେଉଁ ଆଭାସ ସୃଷ୍ଟି ହୋଇଥିଲା ତାହା ଥିଲା ଯୁଗାନ୍ତକାରୀ। ମାନବୀୟ ଚରିତ୍ରରେ ପରିବର୍ତ୍ତନ ଆସୁଥିଲା। ମନୋଭାବ ବଦଳୁଥିଲା।ଭଲପାଇବାର ସଂଜ୍ଞାରେ ପରିବର୍ତ୍ତନ ଘଟୁଥିଲା। ସୌନ୍ଦର୍ଯ୍ୟକୁ ବୁଝିବାର ପରିଭାଷା ବଦଳିଯାଉଥିଲା। ମଣିଷ ଯେମିତି ଏକ ବିଷମ ଦୋଛକିରେ ଠିଆ ହୋଇଥିଲା। ଏହିସବୁକୁ ବେଶ୍ କଳାତ୍ମକ ଶୈଳୀରେ ପ୍ରକାଶ କରୁଥିଲେ "ଚାର୍ଲସ୍"। ପୁଣି "ଚାର୍ଲସ୍" ଲେଖିବାର ଯେଉଁ ନିତ୍ୟନୂତନ ଶୈଳୀ ଆପଣାର କଲେ ତାହା ମଧ୍ୟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କଲା ଅଗାମୀ ପିଢ଼ି ପାଇଁ। ବିଶେଷ କରି ଗଦ୍ୟ ଓ ପଦ୍ୟର ଯେଉଁ ମିଶ୍ର ଶୈଳୀ ଆଜି ଅନେକତ୍ର ପରିଲକ୍ଷିତ ହୁଏ ତାହାର ଶ୍ରେୟ ଯାଏ "ଚାର୍ଲସ୍"ଙ୍କୁ। "ପଲ ଭରଲୈନ୍, ଆର୍ଥର ରିମ୍ବାଉ ଏବଂ ଷ୍ଟିଫେନ୍ ମାଲାରମେ" ପ୍ରମୁଖ ତାଙ୍କ ଶୈଳୀକୁ ଆପଣେଇ ନିଜକୁ ବେଶ୍ ଆଗକୁ ନେଇପାରିଥିଲେ।
|