"କ୍ଲାଉଡ଼ ଟେକ୍ନୋଲୋଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୪୨ କ ଧାଡ଼ି:
==ବିଶେଷ ଗୁଣ==

୧. '''ଚାହିଦା ହିସାବରେ ନିଜସ୍ଵ ସେବା''' - ଯେ କୌଣସି ଗ୍ରାହକ ନିଜ ଦରକାର ହିସାବରେ ନିଜର କ୍ଲାଉଡ଼ ର ଷ୍ଟୋରେଜ, କଂପ୍ୟୁଟିଂଗ୍ କ୍ଷମତା, ସର୍ଭର ର ଟାଇମ ଓ ଅନ୍ୟ ବ୍ୟବହାରକାରୀଙ୍କ ସହିତ ପାରସ୍ପରିକ କ୍ରିୟା ର କ୍ଷମତା କୁ ଉନ୍ନତମାନ କରାଯାଇପାରିବ ଅନ୍ୟଥା ବଦଳ ମଧ୍ୟ କରାଯାଇପାରିବ ।

##୨. '''ପ୍ରସସ୍ତ ନେଟଵାର୍କ୍ ପ୍ରବେସ ସୁବିଧା''' - ଇଣ୍ଟରନେଟ ରେ କ୍ଲାଉଡ଼ ପାଇଁ ଅନେକ କ୍ଷମତା ଯୁକ୍ତ ଗୁଣ ରହିଛି ଏବଂ ତାହା ଷ୍ଟାଣ୍ଡାର୍ଡ ଜଂତ୍ରକ୍ରିୟା ଦ୍ବାରା ଆଗକୁ ବଢା ଯାଇପାରିବ । ଏହା ଛୋଟ ଓ ବଡ କ୍ଲାଏଣ୍ଟ ପ୍ଲାଟଫର୍ମ ରୂପରେ ବୃଦ୍ଧି ହୋଇପାରିବ ।

###୩. '''ସାଧନ ପାଇବା''' - ପ୍ରୋଭାଇଡର ଙ୍କ କମ୍ପ୍ୟୁଟିଂ ସାଧନ ଅନେକ ଗ୍ରାହକଙ୍କ ସହିତ ଯୋଡ଼ା ଯାଇପାରିବ । ଏହା ଗ୍ରାହକଙ୍କ ଡିମାଣ୍ଡ ପୂର୍ଣ୍ଣ କରିବାକୁ ସହାୟତା ଦେବ ।

####୪. '''କ୍ଷୀପ୍ର ସ୍ଥିତିସ୍ଥାପକତା''' - କ୍ଲାଉଡ଼ ର କ୍ଷମତାକୁ ସ୍ଵଇଚ୍ଛାରେ କ୍ଷୀପ୍ର କରାଯାଇପାରିବ । ଏହା ବୃଦ୍ଧି ହେଉଥିବା ଗ୍ରାହକଙ୍କ ସହ ଯୋଡି ହେବାର ସୁବିଧା ଦିଏ କାରଣ ପ୍ରତିଦିନ ଭାବରେ ଗ୍ରାହକଙ୍କ ଡିମାଣ୍ଡ ବୃଦ୍ଧି ହେଉଛି ।

#####୫. '''ପରିମିତ କାର୍ଯ୍ୟ''' - କ୍ଲାଉଡ଼ ର ଜଂତ୍ର ନିଜସ୍ୱ ଭାବରେ କ୍ଲାଉଡ଼ କୁ କଣ୍ଟ୍ରୋଲ କରନ୍ତି ଏବଂ କ୍ଲାଉଡ଼ କମ୍ପ୍ୟୁଟିଂ ର କ୍ଷମତାକୁ ଅନୁକୂଳ ତମ କରନ୍ତି । ଏହାର ରେସୋର୍ସ ଉପରେ ନଜର ରଖ ଯାଇପାରିବ, କଣ୍ଟ୍ରୋଲ କରାଯାଇପାରିବ, ଓ ବ୍ୟବହାର ମଧ୍ୟ କରାଯାଇପାରିବ ।

==ଅଙ୍ଗ ବିଶେଷ==