"କ୍ଲାଉଡ଼ ଟେକ୍ନୋଲୋଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
T3knikalteenager (ଆଲୋଚନା) ଙ୍କ ଦେଇ କରାଯାଇଥିବା 225022 ସଙ୍କଳନଟି ପଛକୁ ଫେରାଇନିଆଗଲା
୪୦ କ ଧାଡ଼ି:
 
===କ୍ଲାଉଡ୍ ର ଯାନ୍ତ୍ରିକ ଅଭିକଳ୍ପ===
 
କ୍ଲାଉଡ଼ ର ସ୍ଥାପତ ବିଦ୍ୟା ଅନେକ କ୍ଲାଉଡ଼ ବିଦ୍ୟାର ଅଂଶ ନିଜ ନିଜ ଭିତରେ ଡାଟା ର ଆଦାନ ପ୍ରଦାନ କରି ଯୋଡି ହେଇ କାମ କରନ୍ତି । Elastic provision ବୁଦ୍ଧିମତା ର ସହିତ ଜଂତ୍ରକ୍ରିୟାକୁ ପ୍ରଚାଳିତ କରି ରଖିଥାଏ ।
 
କ୍ଲାଉଡ଼ ର ଯାନ୍ତ୍ରିକ ଅଭିକଳ୍ପ ଇଂଜିନିୟରିଂ ର ପ୍ରଶିକ୍ଷଣ କୁ ନେଇ କ୍ଲାଉଡ଼ କଂପ୍ୟୁଟିଂ କୁ ସ୍ବଚାଲିତ ରଖିଥାଏ ।
ଏହା ଏକ ପଦ୍ଦତିଗତ ଦିଗରେ ଏକ ବଡ ଧରଣର ବ୍ୟବସାୟିକ ଭାବରେ କଂପ୍ୟୁଟିଂଗ୍ ଜଂତ୍ର ପ୍ରଚାଳିତ ହୁଏ । ଏହା ଶୃଙ୍ଖଳିତ ଭାବରେ କ୍ଲାଉଡ଼, ୱେବ, ପରଫର୍ମାନସ, ଇନ୍ଫୋର୍ମସଂ, ସିକୁରିଟି ର ମିଳିତ ସଂଗଠନରେ ଚାଲୁଥିବା ଇଂଜିନିର୍ୟରିଂ ।
 
==ବିଶେଷ ଗୁଣ==