"ହ୍ୱାଟ୍ସଆପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୧୦ କ ଧାଡ଼ି:
 
==ଯାନ୍ତ୍ରିକ ପ୍ରୟୋଗ==
 
ହ୍ବାଟ୍ସଅପ୍ ରେ ବ୍ୟବହୃତ ପ୍ରୋଗ୍ରାମ ସ୍ମର୍ଟଫୋନ ରେ ଥିବା ଆଡ୍ରେସ ତାଲିକାରୁ ସେ ସ୍ବୟଂଚାଳିତ ଭାବରେ ଫୋନ ନମ୍ବର ତାର ସେଣ୍ଟ୍ରାଲ ଡାଟାବେଶ ସହ ତୁଳନା କରି ସେହି ଫୋନ ନମ୍ବର କୁ ସେ ତାର କଣ୍ଟାକଟ ଲିଷ୍ଟ ରେ ଯୋଡି ଥାଏ । କେତେକ ଡୁଆଲ ସିମ୍ ଫୋନ୍ ରେ ଏହା ପରିଚାଳିତ ହୋଇ ପାରୋନାହିଁ କିନ୍ତୁ ଅଧିକାଂଶ ଫୋନ ମାନଙ୍କରେ ଏହା ଠିକ ଭାବରେ ପରିଚାଳିତ ହେଉଅଛି ।
ଜାନୁଆରୀ ୨୦୧୫ ମସିହାରେ ହ୍ବାଟ୍ସାଅପ୍ ତାର ଏକ ନୂତନ ରୂପକୁ ଦେଖିବାକୁ ମିଳିଥିଲା । ଏହା ଥିଲା ତାର କଳିଙ୍ଗ କରିବାର ରୂପ ଏବଂ ଏହା ବହୁତ ପ୍ରସିଦ୍ଧି ମଧ୍ୟ ଲାଭ କଲା ।
 
ମଲ୍ଟିମିଡ଼ିଆ ମେସେଜ ପଠେଇଲେ ସେ ଫୋଟ ବା ଭିଡିଓ ଟି ପ୍ରଥମେ ଏକ HTTP Server ରେ ପହଂଚିଥାଏ ଏବଂ ତାପରେ ସେହି ଫଟୋ ବା ବାର୍ତା ର ଏକ ଲିଙ୍କ ଏବଂ ଥମ୍ବନେଲଟି ଅନ୍ୟ ଫୋନ କୁ ପହଂଚିଥାଏ । ତାହା ସେହି ଆକାରରେ ଷ୍ଟୋର ହେଇପାରିବ ବା ଯଦି ଆମେ ଚାହିଁବା ତେବେ ତାକୁ ଡାଉନଲୋଡ଼ କରି ମଧ୍ୟ ଦେଖି ପାରିବା ।
 
ଦୁଇ ଜଣ ବା ତାଠାରୁ ଅଧିକ ବ୍ୟବହାରକାରୀଙ୍କ ପାଖକୁ ଏକାସହିତ ମେସେଜ ପଠେଇବାପାଇଁ ହ୍ବାଟ୍ସାଅପ୍ "store and forward mechanism" ର ସାହାଯ୍ୟ ନେଇଥାଏ । ଏହି ମେସେଜ ପ୍ରଥମେ ହ୍ବାଟ୍ସାଅପ୍ ର ସର୍ଭର କୁ ଯାଏ ଏ ତା ପରେ ଅନ୍ୟ ଫୋନକୁ ପହଂଚିଥାଏ ।
 
==ପ୍ରାଇଭେସୀ==