"ହରିଶଙ୍କର ମନ୍ଦିର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Rajashreedash (ଆଲୋଚନା | ଅବଦାନ) ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
Saileshpat (ଆଲୋଚନା | ଅବଦାନ) Rajashreedash (ଆଲୋଚନା) ଙ୍କ ଦେଇ କରାଯାଇଥିବା 224717 ସଙ୍କଳନଟି ପଛକୁ ଫେରାଇନିଆଗଲା |
||
୪ କ ଧାଡ଼ି:
[[ବଲାଙ୍ଗୀର ଜିଲ୍ଲା|ବଲାଙ୍ଗୀର ଜିଲ୍ଲାର]] ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା ହରିଶଙ୍କର ଉଭୟ ଶୈବପୀଠ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ । ଏହାର ଦୁରତା ସଦର ମହକୁମାରୁ ୮୦ କି.ମି ହେବ । ଗନ୍ଧମାର୍ଦ୍ଦନ ପର୍ବତର ଉତ୍ତରାଞ୍ଚଳରେ [[ବରଗଡ଼ ଜିଲ୍ଲା]]ର ପ୍ରସିଦ୍ଧ [[ନୃସିଂହନାଥ ମନ୍ଦିର]] ଥିବାବେଳେ ଦକ୍ଷିଣରେ ରହିଛି ହରିଶଙ୍କର ।<ref>{{cite web |url= http://www.orissadiary.com/orissa_tourism/temple/Harishankar.asp |title=orissa tourism-Harishankar |first= |last=|work=orissadiary.com |quote=on its opposite is the temple of Nrusinghanath. |accessdate=9 January 2013}}</ref> ଏହି ପୀଠରେ ହରି ଓ ଶଙ୍କର ଏକାଠି ପୂଜା ପାଉଥିବାରୁ ଏହି ପୀଠର ସ୍ଵତନ୍ତ୍ରତା ରହିଛି ।
== ଆଧାର ==
{{ଆଧାର}}
{{ଓଡ଼ିଶାର ଶିବ ମନ୍ଦିର}}
{{ବଲାଙ୍ଗୀର ଜିଲ୍ଲା}}
{{ଅଧାଗଢା}}
[[ଶ୍ରେଣୀ:ଓଡ଼ିଶାର ହିନ୍ଦୁ ମନ୍ଦିର]]
[[ଶ୍ରେଣୀ:ହିନ୍ଦୁ ମନ୍ଦିର]]
|