"କପିଳ ଦେବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୯୫ କ ଧାଡ଼ି:
==ବାଲ୍ୟ ଜୀବନୀ==
କପିଲ୍ ଦେବ୍ ତାଙ୍କର ନାମ ଥିଲା କପିଲ୍ ରାମଲାଲ ନିଖଞ୍ଜ ତାଙ୍କ ବାପା ରାମଲାଲ ନିଖଞ୍ଜ ଓ ମା ରାଜ କୁମାରିଙ୍କ ସହ ଚଣ୍ତିଗଡରେ ରହୁଥିଲେ ଏବଂ ତାଙ୍କ ବାପା ଜଣେ contractor ଥିଲେ । କପିଲ୍ ଜଣେ D.A.V. School ର ଛାତ୍ର ଥିଲେ । ୧୯୭୧ରେ ଦେଶ ପ୍ରେମ୍ ଆଜାଦ ରେ ଯୋଗ ଦେଲେ ।
{| class="wikitable"
|-
! No. !! Team !! Test !! ODI !! Total
|-
| 1 || {{cr|WIN}} || 3 || 0 || '''3'''
|-
| 2 || {{cr|ENG}} || 2 || 0 || '''2'''
|-
| 3 || {{cr|AUS}} || 1 || 0 || '''1'''
|-
| 4 || {{cr|SRI}} || 1 || 0 || '''1'''
|-
| 5 || {{cr|RSA|1928}} || 1 || 0 || '''1'''
|-
| 6 || {{cr|ZIM}} || 0 || 1 || '''1'''
 
|-
| colspan="2"|'''Total''' || '''8''' || '''1''' || '''9'''
|}
 
==କର୍ମ ଜୀବନ==
କପିଲ ଦେବ୍ ପ୍ରଶଂସାର ସହ ପ୍ରଦର୍ଶନ କରିଥିଲେ ହରିୟଣା ଟିମ୍ ସହ ନଭେମ୍ବର ମାସ ୧୯୭୫ରେ ପଞ୍ଜାବ ବିପକ୍ଷରେ ୭ ୱିକେଟ୍ ରେ ପଞ୍ଜାବକୁ ୬୩ ରନ୍ ରେ ସୀମିତ ରଖି ହରିୟାଣକୁ ଜିତେଇଥିଲେ । କପିଲ ଗୋଟେ ଯୁଗ ସାରିଥିଲେ ୧୨୧ ୱିକେଟ୍ ନେଇଥିଲେ ୩୦ଟା ମ୍ୟାଚ୍ ରେ ଓ ୧୯୭୬-୭୭ ସିଜନ୍ ରେ ସେ ଜମ୍ମୁ କାଶ୍ମୀର ବିପକ୍ଷରେ ଓପନିଙ୍ଗ୍ ବ୍ୟାଟ୍ସ୍ ମ୍ୟାନ ଥିଲେ ।
"https://or.wikipedia.org/wiki/କପିଳ_ଦେବ"ରୁ ଅଣାଯାଇଅଛି