"ଓଡ଼ିଆ ସାହିତ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ସାମାନ୍ୟ ପରିବର୍ତନ (ଦେବଦୁର୍ଲଭ ଦାସଙ୍କ ନାମ ସଂଶୋଧନ କରାଗଲା)
ଟିକେ କୁନ୍ତଳା କୁମାରୀ ସାବତଙ୍କ ନାମରେ ବନାନ ସଂଶୋଧନ କରାଗଲା |
୧୧୪ କ ଧାଡ଼ି:
ଏହି ସମୟରେ ନଅଜଣ ଲେଖକଙ୍କ ଦେଇ ଲେଖା [[ବାସନ୍ତୀ ଉପନ୍ୟାସ]] ଏକ ସାହିତ୍ୟରେ ଏକ ନୂତନ ପରୀକ୍ଷା ।
 
ଏହି ସମୟର ସମକାଳୀନ କବି ଓ ଲେଖକମାନେ ହେଲେ [[କୁନ୍ତଳକୁନ୍ତଳା କୁମାରୀ ସାବତ]], [[ମାୟାଧର ମାନସିଂହ]] ଓ [[ସଚି ରାଉତରାୟ]] । କବି [[ମାୟାଧର ମାନସିଂହ|ମାନସିଂହ]] ଜଣେ ଶିକ୍ଷାବିଦ, କବି ଓ ସମାଲୋଚକ ଭାବରେ ଅନେକ ବହୁମୂଲ୍ୟ ରଚନା ରଚି ଯାଇଛନ୍ତି । ତାଙ୍କ ରଚିତ [[ଓଡ଼ିଆ ସାହିତ୍ୟର ଇତିହାସ (ବହି)|ଓଡ଼ିଆ ସାହିତ୍ୟର ଇତିହାସ]] ଏକ ଗବେଷଣାଭିତ୍ତିକ ନିବନ୍ଧ । ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ <ref name=Jnanpith>{{cite web|url=http://jnanpith.net/laureates/index.html|title=Jnanpith Laureates Official listings|publisher=[[Jnanpith]] Website}}</ref>[[ସଚି ରାଉତରାୟ]] ସାହିତ୍ୟରେ ମୁକ୍ତଛନ୍ଦ ପ୍ରୟୋଗ କରି ଆଧୁନିକ କବିତାରେ ଏକ ନୂଆଯୁଗ ସୃଷ୍ଟି କରିଯାଇଛନ୍ତି । ତାଙ୍କର [[ବାଜି ରାଉତ]] କବିତା ପାଇଁ ସେ ବିଶ୍ଵବିଦିତ । ଏହି ସମୟର ଗାଥା କବି ହେଲେ [[ରାଧାମୋହନ ଗଡ଼ନାୟକ]] ଓ [[କୃଷ୍ଣଚନ୍ଦ୍ର ତ୍ରିପାଠୀ]] ।
 
== '''ସ୍ୱାଧୀନତା ପରର ସାହିତ୍ୟ''' ==