"ପ୍ରେମ ବିବାହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୫ କ ଧାଡ଼ି:
ପ୍ରେମିକ ଓ ପ୍ରେମିକା ଦୁହେଁ ଦୁହିଁଙ୍କ ପାଇଁ ବାହାଘର ଠିକ କରିଥାନ୍ତି । ଏହି ବିବାହ ଜାତି,ଧର୍ମ,ସାମାଜିକ ପ୍ରଥାକୁ ଭାଙ୍ଗି ଦେଇ ପାରେ ।
ଭାରତରେ ଏହା ୧୯୭୦ ପର ଠାରୁ ପ୍ରଚଳିତ ହୋଇଥିଲା । ଏହି ବିବାହରେ ପରିବାରର ସୀକୃତି ବାଧ୍ୟତାମୂଳକ ନୁହେଁ । ୨୦୧୨ ଏନଡ଼ିଟିଭି ସର୍ଭେ ଅନୁସାରେ ୭୪% ଲୋକେ ଆୟୋଜିତ ବିବାହକୁ ପସନ୍ଦ କରିଥିଲେ ।
== ପାକିସ୍ତାନରେ ପ୍ରେମ ବିବାହ ==
ପାକିସ୍ତାନରେ ପ୍ରେମ ବିବାହ ବିରଳ । ଲୋକମାନେ ଏହାର ଘୋର ବିରୋଧ କରନ୍ତି । ପ୍ରାୟ ଘଟଣାରେ ଝିଅକୁ ମାରି ଦିଆଯାଇଥାଏ । ଉଭୟ ପ୍ରେମୀ ଯୁଗଳଙ୍କୁ ହତ୍ୟା କରିବାର ବି ନଜର ରହିଛି ।