"ଗଣେଶ୍ୱର ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇଂରାଜୀ ଠିକଣା
ରଚନାବଳୀ ଓ ଆଧାର
୩୬ କ ଧାଡ଼ି:
| portaldisp =
}}
'''ଗଣେଶ୍ୱର ମିଶ୍ର''' (୧୯୪୨-୨୦୧୫) ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ଲେଖକ, ଅନୁବାଦକ, ପ୍ରଫେସର ଓ ଶିକ୍ଷାବିଦ ଥିଲେ ।<ref>http://www.uniindia.com/news/other/noted-academician-ganeswar-mishra-passes-away/159181.html</ref> ସେ ତାଙ୍କ ରଚନାଶିଶୁ ସାହିତ୍ୟ ପୁସ୍ତକ "ବିଲାତରେ ବାବୁ ଓ ପପୁ" ନିମନ୍ତେ [[ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର]]ରେ ସମ୍ମାନୀତ ହୋଇଥିଲେ ।<ref>http://odishasuntimes.com/2015/08/10/eminent-odisha-litterateur-ganeswar-mishra-passes-away/</ref> ମିଶ୍ର [[ଓଡ଼ିଶା ସାହିତ୍ୟ ଏକାଡେମୀ]]ର ସଭାପତି ମଧ୍ୟ ଥିଲେ । ଉଭୟ [[ଓଡ଼ିଆ ଭାଷା|ଓଡ଼ିଆ]] ଓ [[ଇଂରାଜୀ ଭାଷା|ଇଂରାଜୀ]] ଭାଷାରେ ସେ ଗଦ୍ୟପ୍ରାୟ ୧୦୦ରୁ ଉର୍ଦ୍ଧ ପୁସ୍ତକ ରଚନା କରିଥିଲେ । ସେ [[ଉତ୍କଳ ବିଶ୍ୱବିଦ୍ୟାଳୟ]], [[କେଣ୍ଟ ବିଶ୍ୱବିଦ୍ୟାଳୟ]] ଓ [[ଲଣ୍ଡନ ବିଶ୍ୱବିଦ୍ୟାଳୟ]]ରେ ଅଧ୍ୟାପନାଅଧ୍ୟୟନ କରିଥିଲେ । ସେ ଓଡ଼ିଆ ଖବରକାଗଜ [[ପ୍ରମେୟ]]ର ପ୍ରଥମ ସମ୍ପାଦକ ଥିଲେ ।<ref name=OST10AUG>{{cite news|title=Eminent Odisha litterateur Ganeswar Mishra passes away|url=http://odishasuntimes.com/2015/08/10/eminent-odisha-litterateur-ganeswar-mishra-passes-away/|accessdate=10 August 2015|newspaper=OdishaSunTimes}}</ref>
 
== ରଚନାବଳୀ ==
* ଆରୋହୀ
* ସକାଳର ମୁହଁ
* ନେତା
* ସାମୁଦ୍ରିକ
* ବିଲାତରେ ବାବୁ ଓ ପପୁ<ref>http://www.iamin.in/en/bhubaneswar/news/odishas-renowned-writer-and-educationalist-prof-ganeswar-mishra-passes-away-66653</ref>
 
ଅର୍ଥନୀତି ରିଡ଼ର [[ସୁରଙ୍ଗିଣୀ ମିଶ୍ର]] ତାଙ୍କର ଧର୍ମପତ୍ନୀ ଓ [[ଫୋକସ ଓଡ଼ିଶା]] ଟେଲିଭିଜନ ଚ୍ୟାନେଲର ମୁଖ୍ୟ ସମ୍ପାଦକ [[ସନ୍ଦୀପ ମିଶ୍ର]] ତଥା ଖେଳ-ସାମ୍ବାଦିକ [[ସିଦ୍ଧାର୍ଥ ମିଶ୍ର]]<ref name=ToI31October2014>{{cite news|title=Rich tribute paid to Siddhartha Mishra|url=http://timesofindia.indiatimes.com/city/bhubaneswar/Rich-tribute-paid-to-Siddhartha-Mishra/articleshow/44991414.cms|accessdate=10 August 2015|newspaper=Times of India|date=31 October 2014}}</ref> ତାଙ୍କର ପୁଅ । <ref name=odishachannel>{{cite web|title=Ganeswar Mishra passes away|url=http://odishachannel.com/index.php/5015/ganeswar-mishra-passes-away/|publisher=Odishachannel.com|accessdate=10 August 2015}}</ref> କ୍ୟାନସରରେ ପୀଡ଼ିତ ଥାଇ ୨୦୧୫ ମସିହାରେ ଅଗଷ୍ଟ ୧୦ ତାରିଖରେ ୭୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିଲା ।<ref name=odishanewsinsight>{{cite web|title=Renowned Litterateur Prof. Ganeswar Mishra dies at 72|url=http://www.odishanewsinsight.com/breakingnews/renowned-litterateur-prof-ganeswar-mishra-dies-at-72/|accessdate=10 August 2015}}</ref>