"ଉଇକିପିଡ଼ିଆ:ଶିକ୍ଷଣ/Editing" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ
ପୃଷ୍ଠାଟିକୁ ଖାଲି କରିଦେଲେ
(Undo)
(ପୃଷ୍ଠାଟିକୁ ଖାଲି କରିଦେଲେ)
<noinclude>
{{WP help pages (header bar)}}</noinclude>
{{Wikipedia:Tutorial/TabsHeader|This=2}}
{{TOCright}}
[[File:Edit-this-page-large-or.png|right|thumb|300px|ଲେଖାଟିକୁ ବଦଳାଇବା ପାଇଁ "ଏହାକୁ ବଦଳାନ୍ତୁ" ପତିଟି ଉପରେ କ୍ଲିକ କରନ୍ତୁ]]
କେତେକ [[Wikipedia:Protection policy|କିଳାଯାଇଥିବା ପୃଷ୍ଠାକୁ ଛାଡ଼ି]] ପ୍ରତି ପୃଷ୍ଠାରେ ଏକ "'''''ଏହାକୁ ବଦଳାନ୍ତୁ '''''" ପତି ରହିଛି ଯାହା ଆପଣଙ୍କୁ ସେହି ପୃଷ୍ଠାକୁ ସମ୍ପାଦନା କରିବାରେ ସାହାଯ୍ୟ କରିଥାଏ । ଏହା [[ଉଇକିପିଡ଼ିଆ]]ର ଏକ ସାଧାରଣ ସୁବିଧା ଯାହା ଏକ ପ୍ରସଙ୍ଗରେ ଥିବା ଭୁଲଭଟକାକୁ ସୁଧାରି ତାହାକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ । ଯଦି ଆପଣ କିଛି ନୂଆ ତଥ୍ୟ ଯୋଗ କରୁଛନ୍ତି ତେବେ ସେଥିରେ ଦୟାକରି [[Wikipedia:Citing sources|ମୂଳ ଆଧାର]], ବା ଯେଉଁଠାରୁ ଆପଣ ତଥ୍ୟଟି ଜାଣିବାକୁ ପାଇଛନ୍ତି ତାହା ଉଲ୍ଲେଖ କରନ୍ତୁ, କାରଣ, [[Wikipedia:Verifiability|ଆଧାର ବିନା ଲେଖାଯାଇଥିବା ତଥ୍ୟ ହଟାଇଦିଆଯିବାର ସମ୍ଭାବନା ଥାଏ ]] ।
ଆପଣ ଯେତେବେଳେ ଏକ ପୃଷ୍ଠାରେ କିଛି ବଦଳାନ୍ତି '''[[Help:Edit summary|ସମ୍ପାଦନା ସାରକଥା]]''' ଘରେ ଆପଣଙ୍କ ସମ୍ପାଦନାର ସମ୍ପାଦନା ସାରକଥାଟିଏ ଲେଖିବା ଉଚିତ (ଏହା ସମ୍ପାଦନା ଘର ତଳେ ପାଇପାରିବେ । ଆପଣଙ୍କ ସମ୍ପାଦନା ସାରକଥାଟି ଅଳ୍ପ ହେଲେ ବି କିଛି ଅସୁବିଧା ନାହିଁ । ଯଥା, ଯଦି ଆପଣ ଏକ ବନାନ ସୁଧାରିଲେ, କେବଳ "ବନାନ" ବୋଲି ସମ୍ପାଦନା ସାରକଥାରେ ଲେଖିଲେ ବି ଚଳିବ ।
ଏଥି ସହିତ ଆପଣ '''[[Help:Show preview|ଦେଖଣା]]''' ଉପରେ କ୍ଲିକ କରି ସାଇତିବା ପରେ ଆପଣଙ୍କ ଲେଖାଟି କେମିତି ଦେଖାଯିବ ତାହା ଦେଖିପାରିବେ । ସମ୍ପାଦନା ଶିଖିବା ପାଇଁ ଆପଣ [[Wikipedia:Sandbox|ପରଖ ଘର]]କୁ ଯାଇ "''ଏହାକୁ ବଦଳାନ୍ତୁ''" ପତି ଉପରେ କ୍ଲିକ କରନ୍ତୁ । କ୍ଲିକ କଲା ପରେ ତାହା ଏକ ସମ୍ପାଦନା ଘର ଖୋଲିବ ଯେଉଁଠାରେ ଆପଣ ଲେଖା ସବୁ ଦେଖିପାରିବେ । ସେଠାରେ କିଛି ବି ଲେଖି ଦିଅନ୍ତୁ । ଏବେ '''ଦେଖଣା'''ରେ କ୍ଲିକ କରନ୍ତୁ ଆଉ ଦେଖନ୍ତୁ ଆପଣ କଣ ଲେଖିଛନ୍ତି ।
==ସମ୍ପାଦନା ସାରକଥା==
ଆପଣ ଉପରେ ଯଦି ପରଖଟିଏ କରିଥାନ୍ତି ତେବେ "ସାଇତିବେ" ରେ କ୍ଲିକ କରି ଲେଖାଟିକୁ ସାଇତିରଖନ୍ତୁ । ଆପଣ ଅନ୍ୟମାନଙ୍କ ବୁଝିବା ଭଳି ଅଳ୍ପଟିକେ "ସମ୍ପାଦନା ସାରକଥା"ରେ ଲେଖିଦିଅନ୍ତୁ; ଯଥା: ''ପରଖ'', ''ବନାନ'' ଆଦି ।
==ଦେଖଣା==
[[File:Mediawiki-button-preview-or.png|thumb|right|600px|"[[Help:Show preview|ଏହାକୁ ବଦଳାନ୍ତୁ]]" "ସାଇତିବେ" ବଟନର ଡାହାଣରେ ରହିଛି]]
== ପୃଷ୍ଠାଟି ସାଇତିବେ ==
ସମ୍ପାଦନା ସାରକଥା ଲେଖା ସାରିବା ପରେ '''ସାଇତିବେ''' ଉପରେ କ୍ଲିକ କରନ୍ତୁ ।
'''[[Wikipedia:Sandbox|ପରଖ ଘରେ]] ସମ୍ପାଦନା କରନ୍ତୁ'''
<noinclude>
'''[[Wikipedia:Tutorial/Formatting|ସଜାଣି]]''' ବାବଦରେ ଅଧିକ ଜାଣନ୍ତୁ →
</noinclude>
<noinclude>
[[Category:Wikipedia tutorial|*1]]
</noinclude>
[[hi:विकिपीडिया:स्वशिक्षा/सम्पादन]]
ଗୋଟି ସମ୍ପାଦନା