"ଚନ୍ଦନ ଯାତ୍ରା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ The file Image:Narendra_Pokhari_.jpg has been replaced by Image:Narendra_Pokhari.jpg by administrator commons:User:Steinsplitter: ''Robot: Removing space(s) before file extension''. ''Translate me!''
୧୬ କ ଧାଡ଼ି:
|ends = [[ଦେବ ସ୍ନାନ ପୂର୍ଣ୍ଣିମା|ସ୍ନାନପୂର୍ଣ୍ଣିମା]]ର ପୂର୍ବଦିନ ([[ଜ୍ୟୈଷ୍ଠ|ଜ୍ୟେଷ୍ଠ]] ଶୁକ୍ଳ [[ଚତୁର୍ଦ୍ଦଶୀ]])
|date =
|date2013 = ୧୩ ମଇ - ୨୨ ଜୁନ <ref>{{cite web |url= http://www.drikpanchang.com/panchang/month-panchang.html?date=22/06/2013 |title=Panchang, Panchangam for Bhubaneshwar, Orissa, India |work=drikpanchang.com |year=2013 |quote=Chaturdashi, Jyaishta, Shukla Paksha, 2070 Vikram Samvat |accessdate=19 May 2013}}</ref>
|date2014 = ୨ ମଇ - ୧୨ ଜୁନ
|date2015 = ୨୧ ଅପ୍ରେଲ - ୧ ଜୁନ
|date2016 = ୯ ମଇ - ୧୯ ଜୁନ
|date2017 = ୨୮ ଅପେଲ - ୮ ଜୁନ
|date2018 =
|celebrations =
|observances =
|relatedto =
}}
'''ଚନ୍ଦନଯାତ୍ରା''' ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଏହା [[ବୈଶାଖ]] ଶୁକ୍ଳ [[ତୃତୀୟା]] ([[ଅକ୍ଷୟ ତୃତୀୟା]]) ଠାରୁ [[ଜ୍ୟୈଷ୍ଠ|ଜ୍ୟେଷ୍ଠ]] ଶୁକ୍ଳ [[ଚତୁର୍ଦ୍ଦଶୀ]] ([[ଦେବ ସ୍ନାନ ପୂର୍ଣ୍ଣିମା|ସ୍ନାନପୂର୍ଣ୍ଣିମା]]ର ପୂର୍ବଦିନ) ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହା ଶ୍ରୀମନ୍ଦିରର ସବୁଠାରୁ ଦୀର୍ଘାତ୍ମକ ପର୍ବ । ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ଦିନ (ଜ୍ୟୈଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ) ପର୍ଯ୍ୟନ୍ତ [[ଶ୍ରୀମନ୍ଦିର]]ରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।
 
== ଚନ୍ଦନ ଯାତ୍ରାର ଇତିହାସ ==
ଚନ୍ଦନ ଯାତ ନାମରେ ଏହା ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରୁ ସୃଷ୍ଟିହୋଇ ଥିବାର ଅନୁମାନ କରାଯାଏ । [[ଭାରତ]]ରେ ଥିବା ସହସ୍ର ଦେବମନ୍ଦିରରେ ଗରମ ଦିନେ ଆଲଟ ପଡେ, ଚନ୍ଦନ ଲାଗି ହୁଅନ୍ତି, ମାତ୍ର ସ୍ଵତନ୍ତ୍ର ଯାତ୍ରା ତଥା ଦୈବପର୍ବ ରୂପେ ଏହା ସଂପୂର୍ଣ୍ଣ ଭାବେ ଓଡ଼ିଶାରେ ହିଁ ପ୍ରସିଦ୍ଧ । ବୈଶାଖ ଶୁକ୍ଳ ତୃତୀୟାଠାରୁ ସ୍ନାନପୂର୍ଣ୍ଣିମା ୪୨ଦିନ ଧରି ଆଚରିତ ହୁଏ । ଗନ୍ଧଯାତ୍ରା ଜଳକେଳି ଓ ଅନ୍ତରଙ୍ଗ ଚନ୍ଦନଲାଗି – ଏହିପରି ତିନିଭାଗରେ ବିଭକ୍ତ । ଏହି ଯାତ୍ରା ସମ୍ବନ୍ଧରେ [[ଉପେନ୍ଦ୍ର ଭଞ୍ଜ|କବିସମ୍ରାଟ]], [[ଦୀନବନ୍ଧୁ ଦାସ]], [[ଜଗନ୍ନାଥ ଦାସ|ଅତିବଡ଼ି ଜଗନ୍ନାଥ ଦାସ]], [[ବଳଦେବ ରଥ|କବିସୂର୍ଯ୍ୟ]], ବନମାଳୀ, ବୀରକିଶୋର ପ୍ରମୁଖ ରସିକ କବିମାନେ ନାନା ଗୀତ ସୁସ୍ଵରରେ ରଚନା କରିଯାଇଛନ୍ତି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଯାତ୍ରା ଦୀର୍ଘ ୫ଶହ ବର୍ଷ ମଧ୍ୟରେ ଦେବ ବିଗ୍ରହଙ୍କର ସଂପର୍କରେ ଆସି ଅନୁଷ୍ଠିତ ହୁଏ, ଯାହାର ମୂଳ ପୁରୁଷୋତ୍ତମ ପ୍ରଭୁଙ୍କୁ ନିଦାଘରେ ଶୀତଳ ଉପଚାର ଦେଇ ପ୍ରମୋଦିତ ରଖାଇବା ଏହାର ଉଦ୍ଦେଶ୍ୟ ବୋଲି ସ୍କନ୍ଦପୁରାଣ, ବାମଦେବ ସଂହିତା, ସୁଶ୍ରୁତସଂହିତା ବି କହନ୍ତି । ମାତ୍ର ‘ଜନମାନନ୍ଦ କାରଣାତ’ ଜନକୁ ଋତୁଗତ ଆନନ୍ଦ ଦେବା ପାଇଁ ଏହାର ସୃଷ୍ଟି, ସ୍ଥିତି ଓ ବ୍ୟାପ୍ତି । <ref>ସମାଜ ରବିବାର, ପୃଷ୍ଠା- ୭, ଏପ୍ରିଲ ୨୨-୨୮, ୨୦୧୨</ref>
 
Line ୩୮ ⟶ ୪୧:
 
ସ୍ନାନରୀତି ନିମନ୍ତେ ତିନିଗୋଟି କୁଣ୍ଡରେ ଚନ୍ଦନ, କର୍ପୁର, କସ୍ତୁରୀ, ଜାଇଫଳ, ମଲ୍ଲୀ, ଚମ୍ପା, ଜୁଇ, ସୁଗନ୍ଧରାଜ, ଗୋଲାପ ପ୍ରଭୃତି ବ୍ୟବହାର କରି ସୁବାସିତ ଜଳ ପ୍ରସ୍ତୁତ କରାଯାଏ। ସେହି କୁଣ୍ଡରେ ବୁଡ଼ ପକାନ୍ତି ଚଳନ୍ତି ପ୍ରତିମାମାନେ । ପାଣିରେ ଅବଗାହନ ପରେ ବେଶ କରାଯାଏ ମଦନମୋହନଙ୍କୁ । ଚନ୍ଦନ ଯାତ୍ରାର ଏକୋଇଶ ଦିନରୁ କୋଡ଼ିଏ ଦିନ ମଦନମୋହନ ପ୍ରତ୍ୟେକ ଦିନ ନୂଆ ବେଶ ଧାରଣ କରନ୍ତି । ନୃସିଂହ ଜନ୍ମତିଥିରେ ମଦନମୋହନ କୌଣସି ପ୍ରକାର ବେଶ ହୁଅନ୍ତି ନାହିଁ । କ୍ରମାନୁଯାୟୀ ବେଶଗୁଡ଼ିକ ହେଲା: <ref>{{cite web |url= http://www.deityworship.com/archives/1127 |title=Festivals in the Hot Season – an interview with Jananivasa Prabhu - ISKCON Deity Worship Ministry |first= Gopāladeva |last=Dāsa|work=deityworship.com |quote=There is a list of Lord Jagannatha’s special dresses for every day of Candana Yatra. In His form as Madan-Mohan, the utsava Deity, |accessdate=2 January 2013}}</ref>
{{div col|23}}
# ଅକ୍ଷୟ ତୃତୀୟା: ନଟବର ବେଶ
# ବୈଶାଖ ଶୁକ୍ଳ ଚତୁର୍ଥୀ: ହରିଜନ୍ମ ବେଶ
Line ୮୬ ⟶ ୮୯:
 
== ଆଧାର ==
{{ଆଧାରReflist|230em}}
 
{{ଜଗନ୍ନାଥ}}
[[ଶ୍ରେଣୀ:ବଛା ଲେଖା]]
 
[[ଶ୍ରେଣୀ:ଜଗନ୍ନାଥ ଧର୍ମର ପର୍ବ]]
[[ଶ୍ରେଣୀ:ବଛା ଲେଖା]]
[[ଶ୍ରେଣୀ:ହିନ୍ଦୁ ପର୍ବ]]
[[ଶ୍ରେଣୀ:ଓଡ଼ିଶାର ପର୍ବ ପର୍ବାଣୀ]]
[[ଶ୍ରେଣୀ:ଜଗନ୍ନାଥ]]