"ସାରଙ୍ଗଧର ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୫୯ କ ଧାଡ଼ି:
ସାରଙ୍ଗଧର, ନିଜର ସ୍ଥାବର, ଅସ୍ଥାବର ସମ୍ପତ୍ତି, ଗଣତାନ୍ତ୍ରିକ ସମାଜବାଦର ପ୍ରସାର ଏବଂ ଶିଶୁ -ମହିଳାମାନଙ୍କ ଉନ୍ନୟନ ପାଇଁ ଉଇଲ୍ କରି ଯାଇଛନ୍ତି । ଜଣେ ଖାଣ୍ଟି ସୋସାଲିଷ୍ଟ ଭାବରେ ସେ ବ୍ୟକ୍ତିଗତ ସମ୍ପତ୍ତିର ମାଲିକାନା ଉପରେ ବିଶ୍ଵାସ କରୁନଥିଲେ, ସେଥିପାଇଁ ସେ ନିଜର ସମସ୍ତ ସମ୍ପତ୍ତି ସାମାଜିକ ଉନ୍ନୟନ ଏବଂ ସମାଜବାଦର ପ୍ରସାର ଓ ପ୍ରତିଷ୍ଠା ପାଇଁ ଦାନ କରିଯାଇଛନ୍ତି । ବିପ୍ଲବୀ ସାରଙ୍ଗଧର ଦାସଙ୍କ ଜୀବନ ଭିନ୍ନ ଭିନ୍ନ ସମୟରେ ନେଇଥିଲା ,ଭିନ୍ନ ଭିନ୍ନ ମୋଡ ।
 
 
==ଆଧାର==
{{ଆଧାର}}
{{ଅଧାଗଢା}}
[[ଶ୍ରେଣୀ:୧୮୮୭ ଜନ୍ମ]]
[[ଶ୍ରେଣୀ:୧୯୫୭ ମୃତ୍ୟୁ]]
[[ଶ୍ରେଣୀ:ଢେଙ୍କାନାଳ ଜିଲ୍ଲାର ଲୋକ]]
[[ଶ୍ରେଣୀ:ଭାରତର ସ୍ଵାଧୀନତା ସଂଗ୍ରାମୀ]]
୧୯୪୬ ମସିହା ଓଡିଶା ବିଧାନସଭାକୁ ଯିବା ପାଇଁ ତାଂକୁ ତିର୍ତ୍ତୋଲ -ଏରସମା ନିର୍ବାଚନ ମଣ୍ଡଳୀ ରୁ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିବାକୁ ହୋଇଥିଲା |ସେଠରେ ସେ ବିଧାନସଭା କୁ ନିର୍ବାଚିତ ହୋଇ ବିଧାୟକ ଭାବରେ ଶପଥ ଗ୍ରହଣ କରିଥିଲେ | ସେତେବେଳେ ବିଧାନସଭାରେ ଓଡିଆ ଭାଷାରେ ଭାଷଣ ଦେବାର ବିଧି ନ ଥିଲା |କାରଣ ସେତେବେଳେ ଇଂରେଜୀ ଶାସନର ଅବସାନ ଘଟି ନ ଥିଲା କିମ୍ବା ମହାରାଣୀନ୍କ ଇଂରାଜୀ ଭାଷାର ପ୍ରଭୁତ୍ବ ହ୍ରାସ ପାଇନଥିଲା |ସାରଂଗଧର କିନ୍ତୁ ବାଚସ୍ପତି ନ୍କ ବାରଣ ସତ୍ବେ ଓଡିଶା ବିଧାନସଭାରେ ନିଜ ମାତୃଭାଷା ଓଡିଆରେ ଭାଷଣ ଦେବା ଆରମ୍ଭ କରିଦେଲେ |ତାଂକର ଯୁକ୍ତି ଥିଲା ,ଓଡିଶା ବିଧାନସଭାରେ ଓଡିଆରେ ଭାଷଣ ଦେବିନାହିଁ ତ ଆଉ କେଉଁଠି ନିଜର ବକ୍ତବ୍ୟ ରଖିବି ?ଇଂଲଣ୍ଡର ହାଉସ୍ ଅଫ୍ କମନସ୍ ରେ ସାଂସଦମାନେ ନିଜ ମାତୃଭାଷାରେ ଭାଷଣ ଦେଉଥିଲା ବେଳେ ଆମେ ନିଜ ମାତୃଭାଷାରେ ଭାଷଣ ଦେବୁନାହିଁ କାହିଁକି ?
1946 ମସିହା ସେପଟେମ୍ବର୍ ପାଂଚ ତାରିଖ ଦିନ ଗୃହରେ ହୀରାକୁଦ ବନ୍ଧ ନିର୍ମାଣ ସମ୍ପର୍କରେ ଗରମ ଗରମ ଆଲୋଚନା ଚାଲିଥିଲା |ହୀରାକୁଦ ବନ୍ଧ ବିରୁଦ୍ଧରେ ସେତେବେଳେ ପାଟନା ରାଜାଂକ ନେତୃତ୍ବରେ ଗଡଜାତର ରାଜାମାନେ ବନ୍ଧ ବିରୋଧୀ ଆନ୍ଦୋଳନ ଚଳାଇଥିଲେ |ହିରାକୁଦ ବନ୍ଧ ହୋଇଗଲେ ବହୁ ଆଦିବାସୀ ଘରଦ୍ବାର ଜଳମଗ୍ନ ହୋଇଯିବ |ସେମାନେ ଅନାଥ ହୋଇଯିବେ ବୋଲି ବଲାଂଗୀରରୁ ଲୋକ ନେଇ ସମ୍ବଲପୁରରେ ରାଜାଂକ କୁମ୍ଭୀର କାନ୍ଦଣ| ଆରମ୍ଭ କରିଥିଲେ |
Line ୭୪ ⟶ ୬୮:
ସାରଂଗଧରଂକର ଗାନ୍ଧି -ନେହେରୁ ଆଦର୍ଶରେ ପରିଚାଳିତ କଂଗ୍ରେସ୍ ଉପରେ ଯଥେଷ୍ଟ ଭରସା ଥିଲା |ସେ ଆଶା କରୁଥିଲେ କଂଗ୍ରେସ୍ ରାଜନୈତିକ ସ୍ବାଧିନତା ଆଣି ସାରିବା ପରେ ଅର୍ଥନୈତିକ ସ୍ବାଧିନତା ମଧ୍ୟ ଆଣିଦେବ |ସେ କଂଗ୍ରେସ୍ ମଧ୍ୟରେ ଥାଇ ଗଡଜାତ ମିଶ୍ରଣ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ କାଇଦା ସହିତ ସମାଜବାଦୀ ସମାଜବ୍ୟବସ୍ଥା ପ୍ରବର୍ତ୍ତନ କରିବାରେ ସହାୟତା କରିପାରିବେ |
କିନ୍ତୁ ତାଂକର ସେ ସ୍ବପ୍ନ ସଫଳ ହେବାର ସମ୍ଭାବନା ଦେଖାଗଲା ନାହିଁ |ସର୍ଦ୍ଦାର୍ ପଟେଲଂକ ଉଦ୍ୟମ ଫଳରେ ମୟୁରଭଂଜ ଛାଡି ଅନ୍ୟ ପଚିଶିଟି ଗଡଜାତର ଓଡିଶା ସହିତ ମିଶ୍ରଣ ହେଲା ସତ ,ହେଲେ ରାଜାମାନଂକୁ ବିପୁଳ ଭୁସମ୍ପତ୍ତି ରଖିବାର ସୁଯୋଗ ଦିଆଯିବା ସହିତ ବର୍ଷକୁ ଲକ୍ଷ ଲକ୍ଷ ଟଂକା ଭତ୍ତା ଦିଆଗଲା |
 
==ଆଧାର==
{{ଆଧାର}}
{{ଅଧାଗଢା}}
[[ଶ୍ରେଣୀ:୧୮୮୭ ଜନ୍ମ]]
[[ଶ୍ରେଣୀ:୧୯୫୭ ମୃତ୍ୟୁ]]
[[ଶ୍ରେଣୀ:ଢେଙ୍କାନାଳ ଜିଲ୍ଲାର ଲୋକ]]
[[ଶ୍ରେଣୀ:ଭାରତର ସ୍ଵାଧୀନତା ସଂଗ୍ରାମୀ]]