"ଆର୍କିଓପ୍ଟେରିକ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଇଂରାଜୀ ପ୍ରସଙ୍ଗ
No edit summary
୧ କ ଧାଡ଼ି:
{{automatic taxobox
{{not odia|ଇଂରାଜୀ}}
| name = ''Archaeopteryx''
{{ବଟ୍ ତିଆରି}}
| fossil_range = [[Late Jurassic]], {{fossil range|150.8|148.5}}
| image = Archaeopteryx lithographica (Berlin specimen).jpg
| image_caption = The Berlin Archaeopteryx specimen (''A. siemensii'').
| image_alt = Fossil of complete Archaeopteryx, including indentations of feathers on wings and tail
| authority = [[Christian Erich Hermann von Meyer|Meyer]], 1861
([[conserved name]])
| type_species = {{extinct}}'''''Archaeopteryx lithographica'''''
| type_species_authority = Meyer, 1861 (conserved name)
| subdivision_ranks = [[Species|Other Species]]
| subdivision =
{{extinct}}'''''Archaeopteryx siemensii'''''
Dames, 1897
| display_parents = 2
| synonyms =
*''Griphosaurus''
Wagner, 1862 ([[rejected name]])
*''Griphornis''
Woodward, 1862 (rejected name)
*''Archaeornis''
Petronievics, 1917
*''Jurapteryx''
Howgate, 1984
*''Wellnhoferia''
Elżanowski, 2001

ଆର୍କିଓପ୍ଟେରିକ୍ସ କିମ୍ୱା ଉର୍ଭୋଗେଲ ହେଉଛି ଏକ ବିଲୁପ୍ତ ପକ୍ଷୀ ସଦୃଶ ଡାଇନୋସର ପ୍ରଜାତି ଯାହାକି ପର ଥିବା ଡାଇନୋସର ଓ ଆଧୁନିକ ପକ୍ଷୀଙ୍କ ମଧ୍ୟବର୍ତ୍ତୀ ପ୍ରାଣୀ । ଆର୍କିଓପ୍ଟେରିକ୍ସ ନାମଟି ଗ୍ରୀକ୍ (ଆର୍କାୟୋସ-ପୁରାତନ + ପ୍ଟେରିକ୍ସ-ପକ୍ଷ ବା ପର) । ପ୍ରାୟ ଊନବିଂଶ ଶତାବ୍ଦୀର ମଧ୍ୟରୁ ଏହା ସର୍ବପ୍ରଥମ ପକ୍ଷୀ (ଆଭିଆଲେ ଗୋଷ୍ଠୀ ଅନ୍ତର୍ଭୁକ୍ତ) ବିଦିତ ହୋ‍ଇସାରିଥିଲା <ref name=Xiaotingia>{{cite journal |title=An ''Archaeopteryx''-like theropod from China and the origin of Avialae |url=http://www.nature.com/nature/journal/v475/n7357/full/nature10288.html |date=28 July 2011 |journal=Nature |volume=475 |pages=465–470 |doi=10.1038/nature10288 |issue=7357 |author=Xing Xu, Hailu You, Kai Du and Fenglu Han |pmid=21796204}}</ref> ଯଦିଓ ପରେ ଆହୁରି ପୁରାତନ ସମ୍ଭାବ୍ୟ ପକ୍ଷୀ ଯଥା [[ଆଙ୍କିଓର୍ନିସ]], [[ଜିଆଓଟିଞ୍ଜିଆ]], [[ଆଉରର୍ନିସ]] ଆଦି ଆବିଷୃତ ହୋ‍ଇଥିଲେ ।<ref name=Nature>{{Cite doi|10.1038/nature12168}}</ref>

ଆର୍କିଓପ୍ଟେରିକ୍ସ ପ୍ରାୟ ୧୫କୋଟି ବର୍ଷ ପୂର୍ବେ ଜୁରାସିକ ଯୁଗର ଶେଷଆଡେ ବର୍ତ୍ତମାନର ଦକ୍ଷିଣ ଜର୍ମାନୀ ଅଞ୍ଚଳରେ ବସବାସ କରୁଥିଲେ । ସେତେବେଳେ ଇଉରୋପ ଏକ ଦ୍ୱୀପପୁଞ୍ଜ ଥିଲା । ଆର୍କିଓପ୍ଟେରିକ୍ସର ଦେଖିବାକୁ କାଉ ଆକାରର ଥିଲା । <ref name=Erickson_etal_2009/> ଏହାର ସବୁଠୁ ବଡ ଜାତି ପ୍ରାୟ ୦.୫ ମିଟର ଆକାରର ଥିଲା । ଛୋଟ ଆକାର, ଚ‍ଉଡା ପକ୍ଷ ଓ ସମ୍ଭାବ୍ୟ ଉଡିବାର କ୍ଷମତା ସତ୍ତ୍ୱେ ଏଗୁଡିକର ଆଜିର ପକ୍ଷୀଙ୍କ ତୁଳନାରେ ତତ୍କାଳୀନ ଡାଇନୋସରଙ୍କ ସହ ଅଧିକ ସମାନତା ଥିଲା । ପାଟିରେ ଥିବା ତୀକ୍ଷ୍ଣ ଦାନ୍ତ, ତିନି ନଖ ବିଶିଷ୍ଟ ପଞ୍ଝା, ହାଡ ବିଶିଷ୍ଟ ଲମ୍ୱା ଲାଞ୍ଜ, କଙ୍କାଳ ସଂରଚନା ଆଦି ବିଭିନ୍ନ ଦୃଷ୍ଟିରୁ ସେମାନେ ଡ୍ରୋମାୟୋସର ଓ ଟ୍ରୁଡଣ୍ଟିଡ ପରି ଡାଇନୋସରର ସମତୁଲ୍ୟ ଥିଲେ ।<ref name=Yalden_1/><ref name=UCal_Chiappe/>
{{ଛୋଟ|Archaeopteryx}}
'''{{PAGENAME}}''' ({{lang-en|Archaeopteryx}}) [[ଡାଇନୋସର]] ବଂଶର ଜୀବ ଅଟେ ।<ref>Olshevsky, G. (1995 onwards). [http://www.polychora.com/dinolist.html Dinosaur Genera List]. Retrieved February 24, 2014.</ref> ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ ।

ଏହା ପକ୍ଷୀଙ୍କ କ୍ରମବିକାଶ (evolution) ଓ ଡାଇନୋସରର ଅଧ୍ୟୟନରେ ସହାୟକ । ଆର୍କିଓପ୍ଟେରିକ୍ସର ଗୋଟିଏ ପର ୧୮୬୧ ରେ ମିଳିଥିଲା ଓ ସେଇଥିରୁ ନାମକରଣ ମଧ୍ୟ ହୋ‍ଇଥିଲା । <ref name=Griffiths/> ସେଇ ବର୍ଷ ଏହାର ଗୋଟେ ସମ୍ପୂର୍ଣ୍ଣ କଙ୍କାଳ ମଧ୍ୟ ମିଳିଥିଲା । ଆଗାମୀ ବର୍ଷ ମାନଙ୍କରେ ଏହାର ଆହୁରି ୧୦ଗୋଟି ଜୀବାଶ୍ମ ମିଳିଛି । ଏହି ପ୍ରଥମ କଙ୍କାଳ, ଚାର୍ଲ୍ସ ଡାର୍ୱିନଙ୍କ On the Origin of Species ର ପ୍ରକାଶନର ଦୁଇ ବର୍ଷ ପରେ ଆବିଷୃତ ହୋ‍ଇଥିଲା ଓ ତାଙ୍କ କ୍ରମବିକାଶ ମତର ଦୃଢ ପ୍ରମାଣ ହୋ‍ଇଥିଲା ।
ଏହି ଡାଇନୋସରଟି [[ଜୁରାସିକ ଯୁଗ]]ରେ ବାସ କରୁଥିଲା ।

[[File:Archiesizeall1.svg|thumb|300px|alt=Archaeopteryx sizes ranging between about 25 and 50 cm long and between 25 and 60 cm in wingspan|ଆଠଟି ଆର୍କିଓପ୍ଟେରିକ୍ସ ନମୁନା ମନୁଷ୍ୟ ତୁଳନାରେ]]
==ଇତିହାସ==

==ଶ୍ରେଣୀ ବିଭାଗ==
==ଆହୁରି ଦେଖନ୍ତୁ==

==ଆଧାର==