"ଆପାଟୋସରସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up
No edit summary
୧୯ କ ଧାଡ଼ି:
|Elosaurus|Peterson & Gilmore, 1902}}
}}
'''''ଆପାଟୋସରସ୍''''' (ଅର୍ଥ ଧୂର୍ତ୍ତ ସରୀସୃପ) ଏକ ବିଲୁପ୍ତ ସରୋପଡ୍ ଡାଇନୋସର ପ୍ରଜାତି ଯାହା ଜୁରାସିକ ଯୁଗର ଅନ୍ତ ଆଡକୁ ଉତ୍ତର ଆମେରିକାରେ ବସବାସ କରୁଥିଲା । ୧୮୭୭ ରେ ପ୍ରଥମ କରି ଅଥ୍‌ନିଏଲ ଚାର୍ଲ୍ସ୍ ମାର୍ଶ ଏହାର ପ୍ରଥମ ଜାତି Apatosaurus ajax ର ବର୍ଣ୍ଣନା ଦେଇଥିଲେ । ଅନ୍ୟ ଏକ ଜାତି Apatosaurus louisae ୧୯୧୬ ରେ ଆବିଷ୍କୃତ ହୋ‍ଇଥିଲା । ୧୫.୨ ରୁ ୧୫.୧ କୋଟି ବର୍ଷ ପୂର୍ବେ ବଞ୍ଚିଥିଲେ । ବ୍ରଣ୍ଟୋସରସ କୁ ଆପାଟୋସରସ୍ ର ଏକ ପ୍ରଜାତି ରୂପେ ଗଣନା କରାଯାଏ ଓ ଏହାର ଏକମାତ୍ର ଜାତିକୁ ୧୯୦୩ ରେ A. excelsus ବୋଲି ପୁନଃନାମକରଣ କରାଯାଇଥିଲା ।
'''{{PAGENAME}}''' ({{lang-en|Apatosaurus}}; {{IPAc-en|ə|ˌ|p|æ|t|ɵ|ˈ|s|ɔr|ə|s}}) [[ଡାଇନୋସର]] ବଂଶର ଜୀବ ଅଟେ ।<ref>Olshevsky, G. (1995 onwards). [http://www.polychora.com/dinolist.html Dinosaur Genera List]. Retrieved February 24, 2014.</ref> ଏହି ଜୀବଟି ବର୍ତ୍ତମାନ ବିଲୁପ୍ତ । ଏହାର [[ଜୀବାଶ୍ମ]] ଓ ଅବଶେଷ [[ଉତ୍ତର ଆମେରିକା]]ରୁ ମିଳିଥିଲା ।<ref>{{cite web|last=Dinosaur Jungle|title=North American Dinosaur|url=http://www.dinosaurjungle.com/dinosaur_facts_world_namerica.php|accessdate=19 March 2014}}</ref>
 
ଏହି ଜୀବ ହାରାହାରି ୨୨.୮ ମିଟର ଲମ୍ୱା ଓ ପ୍ରାୟ ୧୬.୪ ଟନ ଓଜନିଆ ଥିଲା । କିଛି ନମୁନାର ଓଜନ ୩୩-୭୦ ଟନ ମଧ୍ୟ । ଚାଲବୁଲ ବେଳେ ଏହାର ଲାଙ୍ଗୁଡ ଟେକି ହୋ‍ଇ ରହୁଥିଲା । ଅନ୍ୟ ସରୋପଡ୍ ଙ୍କ ଭଳି ଏହାର ମଧ୍ୟ ଆଗଗୋଡରେ ଗୋଟିଏ ଓ ପଛରେ ତିନିଟି ଲେଖାଏଁ ଆଙ୍ଗୁଠି ଥିଲା । ଏହାର ଖପୁରୀ ୭୦ ବର୍ଷ ହେବା ଯାଏଁ ବର୍ଷପିଛା ୫୨୦ କି.ଗ୍ରା ହିସାବରେ ବଢୁଥିଲା । ଡାଳପତ୍ର ଖାଇବା ଲାଗି ସବୁବେଳେ ମୁଣ୍ଡ ଟେକି ରଖିବା ଲାଗି ହାଡ ଗୁଡିକ ହାଲୁକା ହେବା ଆବଶ୍ୟକ ଥିଲା । ଏଥିପାଇଁ ଆପାଟୋସରସ୍ ର ବାୟୁକୋଷ ଥିଲା ଯାହା ହାଡଗୁଡିକୁ ସ୍ପଞ୍ଜ ପରି ଛିଦ୍ରଯୁକ୍ତ କରୁଥିଲା । ଅନ୍ୟ ଡିପ୍ଲୋଡୋସିଡ ଙ୍କ ପରି ଆପାଟୋସରସ୍ ନିଜ ଲାଞ୍ଜକୁ ଚାବୁକ ପରି ବ୍ୟବହାର କରି ଉଚ୍ଚ ସ୍ୱର ସୃଷ୍ଟି କରୁଥିଲା ।
ଏହି ଡାଇନୋସରଟି [[ଜୁରାସିକ ଯୁଗ]]ରେ ବାସ କରୁଥିଲା ।
 
ଏହା ଡିପ୍ଲୋଡୋସିଡେ କୁଳ ଅନ୍ତର୍ଗତ । ମରିସନ ଶିଳା ସଂରଚନାରୁ ମିଳିଥିବା ଅନ୍ୟ ଡାଇନୋସରଙ୍କ ମଧ୍ୟରୁ କେବଳ ସୁପରସରସ୍ କୁ ଛାଡିଦେଲେ ଏହା ସବୁଠୁ ଲମ୍ୱା ।
{{PAGENAME}} ଏକ ତୃଣଭୋଜୀ ଜୀବ ଥିଲା ।
==ଇତିହାସ==
==ଶ୍ରେଣୀ ବିଭାଗ==
{{cladogram|1=
{{clade| style=font-size:90%; line-height:80%
|label1=&nbsp;&nbsp;&nbsp;Diplodocidae&nbsp;&nbsp;&nbsp;
|1={{clade
|1={{clade
|label1=&nbsp;Apatosaurinae&nbsp;
|1={{clade
|1=''[[Suuwassea]]''
|label2=&nbsp;&nbsp;&nbsp;&nbsp;&nbsp;&nbsp;
|2={{clade
|label1=&nbsp;&nbsp;&nbsp;
|1=''[[Supersaurus]]''&nbsp;&nbsp;&nbsp;
|2='''''Apatosaurus'''''&nbsp;&nbsp;&nbsp;
}}
}}
|label2=Diplodocinae
|2={{clade
|1=''[[Barosaurus]]''
|2=''[[Diplodocus]]''
}}
}}
}}
}}
<center><small>[[Cladogram]] of the Diplodocidae after Lovelace, Hartman, and Wahl, 2008.<ref name="LHW07"/></small></center>
}}
 
==ଆହୁରି ଦେଖନ୍ତୁ==
==ଆଧାର==
{{ଆଧାର}}