"ଧାରେ ଆଲୁଅ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଶ୍ରେଣୀ
ଟିକେ ଇଣ୍ଟରନେଟ ମୁଭି ଡାଟାବେସ ଠିକଣା
୧୩ କ ଧାଡ଼ି:
| based on = <!-- {{based on|title of the original work|writer of the original work}} -->
| narrator =
| starring = ଅମୃତା ଅହମଦ, ଦୀପେନ ଘୋଷ, ପୃଥ୍ଵୀରାଜ ମିଶ୍ର, ଶର୍ମିଷ୍ଠା ମାଥ୍ୟୁସ
| starring = ପୃଥ୍ଵୀରାଜ ମିଶ୍ର, ଶର୍ମିଷ୍ଠା ମାଥ୍ୟୁସ, ଶିବାନୀ ମହାପାତ୍ର, ପୂର୍ଣ୍ଣ ବିନ୍ଧାଣୀ, ଦୀପେନ ଘୋଷ, ଦୋଳଗୋବିନ୍ଦ ଜେନା, ସୌମିତ୍ର ତ୍ରିପାଠୀ, ଅମୃତା ଅହମଦ, ଶରତ ମିଶ୍ର, ଜଲ୍ଲାଉଦ୍ଦିନ, ୱଜିର, ରବି ଚୌଧୁରୀ, ପ୍ରତାପ ପାତ୍ର
| music = [[ହରିହର ପଣ୍ଡା]]
| cinematography = [[ବିଧୁଶ୍ରୀ ବିନ୍ଧାଣୀ]]
୩୦ କ ଧାଡ଼ି:
 
== କାହାଣୀ ==
ସାମ୍ବାଦିକ ହେମନ୍ତର ସ୍ତ୍ରୀକୁ କିଛି ଦୁର୍ବୁତ୍ତ ହତ୍ୟା କରନ୍ତି । ହେମନ୍ତର ପୁଅ ବୁଲୁ ଓ ଝିଅ ରାନୁ ଅନାଥ ହୋଇ ପଡିଶା ଘରେ ଆଶ୍ରୟ ନେଇ ନିର୍ଯାତିତ ହୁଅନ୍ତି । ଘଟଣାକ୍ରମେ, ସେମାନେ ହେମନ୍ତର ବନ୍ଧୁ ଲଳିତ ଘରେ ଆଶ୍ରୟ ନିଅନ୍ତି । ଲଳିତର ସ୍ତ୍ରୀ ସୁମିତ୍ରା ଓ ବାପା ରୁଦ୍ରବାବୁଙ୍କ ସ୍ନେହ ଆଦର ପାଇ, ସେମାନେ ସେହି ଘରକୁ ଆଦରି ନିଅନ୍ତି । ହେମନ୍ତ ଦିନେ ନିଜ ପିଲାମାନଙ୍କୁ ନେବା ପାଇଁ ଲଳିତ ଘରକୁ ଆସେ, କିନ୍ତୁ ପିଲାମାନେ ଫେରିବାକୁ ମନା କରନ୍ତି । ହେମନ୍ତଠୁ ଲୁଚି ଦଉଡିଯିବା ସମୟରେ ପୁଅ ବୁଲୁ ପୋଖରୀରେ ବୁଡି ମରିଯାଏ । ହେମନ୍ତ ଏହି ଦୁର୍ଘଟଣା ପାଇଁ ରୁଦ୍ରବାବୁ ଓ ଲଳିତକୁ ଦାୟୀ କରେ । ଲଳିତକୁ ହତ୍ୟା କରି, ସେ ପ୍ରତିଶୋଧ ନେବାକୁ ଚାହେଁ । ପରେ କିନ୍ତୁ ସେ ନିଜର ଭୁଲ ବୁଝିପାରେ ଓ ଲଳିତକୁ କ୍ଷମା ମାଗେ । ଲଳିତ ଉପରେ ଚାଲିଥିବା ପୁଲିସ କେସ ଓ ଆରୋପକୁ ନିଜ ଉପରକୁ ନେଇ, ପୁଲିସ ପାଖରେ ଆତ୍ମ ସମର୍ପଣ କରେ । <ref>ପ୍ରମେୟ ୧୭/୦୪/୨୦୧୪ ପୃଷ୍ଠା ୨୦</ref>
==ଅଭିନୟରେ==
 
{{Div col|3}}
* ପୃଥ୍ଵୀରାଜ ମିଶ୍ର
* ଶର୍ମିଷ୍ଠା ମାଥ୍ୟୁସ
* ଶିବାନୀ ମହାପାତ୍ର
* ପୂର୍ଣ୍ଣ ବିନ୍ଧାଣୀ
* ଦୀପେନ ଘୋଷ
* ଦୋଳଗୋବିନ୍ଦ ଜେନା
* ସୌମିତ୍ର ତ୍ରିପାଠୀ
* ଅମୃତା ଅହମଦ
* ଶରତ ମିଶ୍ର
* ଜଲ୍ଲାଉଦ୍ଦିନ
* ୱଜିର
* ରବି ଚୌଧୁରୀ
* ପ୍ରତାପ ପାତ୍ର
{{div col end}}
== ଆଧାର ==
{{ଆଧାର}}
==ଅଧିକ ତଥ୍ୟ==
 
* {{imdb title|0309511}}
{{ଓଡ଼ିଆ ସିନେମା}}