"ସିଂହ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୩୧ କ ଧାଡ଼ି:
ସିଂହ ଏକ ପଶୁ ।
[[ଫାଇଲ:Lion Cubs Phinda 2011.ogv|thumb|right|[[ଦକ୍ଷିଣ ଆଫ୍ରିକା]]ର ଜଙ୍ଗଲରେ ଥିବା ସିଂହ ଶାବକ]]
 
== ଆଧାର ==
{{ଆଧାର}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
 
[[ଶ୍ରେଣୀ:ପ୍ରାଣୀ]]
[[ଶ୍ରେଣୀ:ଜୀବଜଗତ]]
 
ସିଂହ Panthera ପ୍ରଜାତିର ଏକ ଅନ୍ୟତମ ଜୀବ ଓ Felidae ପରିବାରର ଏକ ସଦସ୍ୟ ।ବାଘ ପରେ ବଞ୍ଚି ରହିଥିବା ଏହା ୨ୟ ବୃହତ ବିଲେଇ ଜାତି । ଆଫ୍ରିକା ର ଉପ-ଶାହାରା ଅଞ୍ଚଳ ଓ ଦକ୍ଷିଣ ଏସିଆ ଯାହାକି ଭାରତର ଗିର ଜାତୀୟ ଉଦ୍ଦ୍ୟାନ ରେ ସର୍ବାଧିକ ପରିମାଣରେ ଦେଖିବାକୁ ମିଳନ୍ତି । କୁହାଯାଏ କି ୧୦,୦୦୦ ବର୍ଷ ପୂର୍ବେ ସିଂହ ମନୁଷ୍ୟ ପରି ବିସ୍ତାରିତ ଭାବେ ରହୁଥିଲେ । ସିଂହ ୧୦-୧୪ ବର୍ଷ ବଞ୍ଚନ୍ତି ଜଙ୍ଗଲ ରେ ହଁ କେତେକ ୨୦ ବର୍ଷ ମଧ୍ୟ ବଞ୍ଚନ୍ତି । ସିଂହ ଅନ୍ୟ ବିଲେଇ ବଂଶ ଠାରୁ ସାମାଜିକ ଜୀବନ ନିର୍ବାହ କରନ୍ତି ।
Line ୬୫ ⟶ ୫୮:
'''
===ସାମାଜିକତା''' :===- ସିଂହ ଦଳର ପୁରୁଷ ସିଂହ ରୋଗିଣା ବା ଆଘାତ ପ୍ରାପ୍ତ ହେଲେ ତ ଅନ୍ୟ ସିଂହ ସେଇ ଦଳକୁ ଅକ୍ତିଆର ପାଇଁ ମୁକାବିଲା କରେ ଯଦି ସମ୍ପୃକ୍ତ ସିଂହ ବିଜୟ ଲାଭ କରେ ତ ଦଳ ର ମୁଖ୍ୟ ବୋଲି ବିବେଚିତ ହୁଏ । ଏହି ଲଢେଇ କେବେ କେବେ ଏତେ ଭୀଷଣ ହେଇଯାଏ ଯେ କାହାର ନା କାହାର ପ୍ରାଣ ହାନି ହୁଏ । କେତେକ କ୍ଷେତ୍ରରେ ସିଂହ ଠାରୁ ବିଜୟ କରି ମଧ୍ୟ ଦଳ ସହ ଯୋଡି ହେବା କଠିନ ହେଇଯାଏ କାରଣ ବିଜୟୀ ସିଂହ ନିଜ ପ୍ରତିଷ୍ଠାତା ପାଇଁ ଦଳର କନିଷ୍ଠ ସିଂହ ମାନଙ୍କୁ ଘଉଡାଇ ଦିଏ ବା ହତ୍ୟା କରିଦିଏ । ଯଦି ସେ ଦଳର ସିଂହୀ ମାନେ ଏହାକୁ ସହ୍ୟ ନକରିପାରନ୍ତି ତ ସେମାନେ ଏହାର ମୁକାବିଲା କରନ୍ତି । ଯଦି ସିଂହୀ ମାନେ ମିଳିମିଶି ସିଂହ କୁ ପରାଜୟ କରିଦିଅନ୍ତି ତ ବାଧ୍ୟ ହୋଇ ସିଂହ କୁ ଦଳ ଛାଡି ଯିବାକୁ ହୁଏ ଅନ୍ୟଥା ସିଂହ ନିଜ ପ୍ରଭୁତ୍ଵ ବଜାୟ ରଖେ । ମନୁଷ୍ୟ ଓ ସିଂହ :- ସିଂହ କୁ ପୁରାତନ ଯୁଗରୁ ମାନବିୟତା ଓ ପରାକ୍ରମ ର ଚିହ୍ନ ରୂପେ ପରିଗଣିତ କରାଯାଉଅଛି । ସନାତନ ଧର୍ମରେ ବିଷ୍ଣୁ ହିରଣ୍ୟକଶିପୂ ନାମକ ରାକ୍ଷସ କୁ ବଧ କରିବାପାଇଁ ନରସିଂହ ଅବତାର ନେଇଥିଲେ ଏବଂ ମାଁ ଦୁର୍ଗାଙ୍କ ବାହନ ମଧ୍ୟ ସିଂହ ସେ ସିଂହ ଉପରେ ବସି ମହିଂଶାସୁର ର ବଧ କରିଥିଲେ । ଭାରତର ଅଶୋକ ସ୍ତମ୍ଭରେ 3ଟି ସିଂହ ମାନଙ୍କ ପ୍ରତିମୁର୍ତୀ ରହିଅଛି ।ଶୀଖ ଧର୍ମାଲମ୍ବୀ ମାନଙ୍କ ଶୀର୍ଷକ “ସିଂହ” ଗୁରୁଗୋବିନ୍ଦ ସିଂହ ଙ୍କ ଦ୍ଵାରା ସ୍ଵୀକାରୋକ୍ତି କରଯାଇଥିଲା । ଶ୍ରୀଲଙ୍କାବାସୀଙ୍କୁ ସିଂହଳୀ କୁହାଯାଏ ଯାହାର ଅର୍ଥ ମନୁଷ୍ୟ ଯାହା ଶରୀରେ ସିଂହରକ୍ତ ପ୍ରବାହିତ କରେ ଏତଦ୍ବ୍ୟତୀତ ସେମାନଙ୍କ ଜାତୀୟ ପତାକା ଚିହ୍ନ ମଧ୍ୟ ସିଂହ । ସିଙ୍ଗାପୁର ର ନାମ ମାଳୟ ଭାଷା ଅନୁଯାଇ ନାମିତ ହୋଇଛି ଏହାର ଅର୍ଥ ସିମହା ପୁର ବା ସିଂହପୁର ଏତଦବ୍ୟତୀତ ରୋମ,ଗ୍ରୀକ,ଚୀନ,ସୁଡାନ ଓ ଇଜିପ୍ଟ ପରି ଦେଶ ମାନଙ୍କରେ ଅନେକ କିମ୍ବଦନ୍ତୀ ଓ କ୍ରୀର୍ତିମାନ ରହିଅଛି ସିଂହ ନାମରେ ।
 
== ଆଧାର ==
{{ଆଧାର}}
<!--ଅଲଗା ଭାଷାର ଉଇକିପିଡ଼ିଆରେ ଏହି ଲେଖା-->
 
[[ଶ୍ରେଣୀ:ପ୍ରାଣୀ]]
[[ଶ୍ରେଣୀ:ଜୀବଜଗତ]]
"https://or.wikipedia.org/wiki/ସିଂହ"ରୁ ଅଣାଯାଇଅଛି