"ବଚେନ୍ଦ୍ରୀ ପାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ପୃଷ୍ଠାଟିକୁ ବାଚେନ୍ଦ୍ରୀ ପାଲରୁ ବଚେନ୍ଦ୍ରୀ ପାଲକୁ ଘୁଞ୍ଚାଇଲେ: ଠିକ ବନାନ
୧ କ ଧାଡ଼ି:
{{ଛୋଟ|Bachendri Pal}}
{{Infobox person
| name = ବାଚେନ୍ଦ୍ରୀବଚେନ୍ଦ୍ରୀ ପାଲ
| image =
| image_caption =
| birth_name =
| main_discipline = ପର୍ବତାରୋହୀ
| birth_date = {{Birth date and age|df=yes|1954|055|24|df=y}}
| birth_place = ନକୁରୀ [[ଉତ୍ତରକାଶୀ]], [[ଉତ୍ତରାଖଣ୍ଡ]]
| death_date =
Line ୧୧ ⟶ ୧୨:
| nationality = ଭାରତୀୟ
| start_age = ୧୨ ବର୍ଷ
| start_discipline = ପ୍ରଶିକ୍ଷକ - ଜାତୀୟ ଦୁଃସହସିକତାଦୁଃସାହସିକତା ପ୍ରତିଷ୍ଠାନ,<ref name="ref280654123">{{cite web|url=http://www.iloveindia.com/indian-heroes/bachendri-pal.html|title=Bachendri Pal Biography - Bachendri Pal Profile, Childhood, Life, Timeline|accessdate=19 Feb 2014}}</ref>ଟାଟା ଷ୍ଟିଲ ଦୁଃସହସିକତା ପ୍ରତିଷ୍ଠାନର ମୁଖ୍ୟ (୧୯୮୪ ପରେ),<ref name="ref-1349701615">{{cite web|url=http://www.tatasteel.com/UserNewsRoom/usershowcontent.asp?id=963&type=PressRelease&REFERER=http://www.tatasteel.com/media/press-release.asp|title=Tata Steel Newsroom - Press Releases|accessdate=19 Feb 2014}}</ref>
| notable_ascents = 1984 ई. के अभियान में शामिल होकर सफलतापूर्वक एवरेस्ट पर विजय पाई और [[भारत]] की महिलाऑ को भी पर्वतारोहण के क्षेत्र में ला खड़ा किया।<ref name="ref418988254">{{cite web|url=http://www.britannica.com/EBchecked/topic/1912159/Bachendri-Pal|title=Bachendri Pal (Indian mountaineer) -- Encyclopedia Britannica|accessdate=19 Feb 2014}}</ref>
| occupation = ଇସ୍ପାତ କମ୍ପାନୀ 'ଟାଟା ଷ୍ଟିଲ'ରେ କାର୍ଯ୍ୟରତ ଯେଉଁଠି ସେ କିଛି ବଛା ବଛା ଲୋକଙ୍କୁ ଦୁଃସାହସିକ ଯାତ୍ରାର ପ୍ରଶିକ୍ଷଣ ଦିଅନ୍ତି।
| spouse =
| children =
| Award = [[ପଦ୍ମଶ୍ରୀପଦ୍ମ ଶ୍ରୀ|ପଦ୍ମଶ୍ରୀପଦ୍ମ ଶ୍ରୀ ପୁରସ୍କାର]]
| Website = http://www.tsafindia.org
| Telephone = +୯୧-୬୫୭-୬୬୪୫୧୮୯
}}
<b>ବାଚେନ୍ଦ୍ରୀ'''ବଚେନ୍ଦ୍ରୀ ପାଲ</b>''' (ଜନ୍ମ: ୨୪ ମେ ୧୯୫୪) [[ଏଭେରେଷ୍ଟ ଶୃଙ୍ଗ]]ରେ ପାଦ ଥାପିଥିବା ପ୍ରଥମ ଭାରତୀୟ ମହିଳା।ମହିଳା ସେ।<ref ଏହିname="britannica">{{cite ସଫଳତାweb|url=http://www.britannica.com/EBchecked/topic/1912159/Bachendri-Pal|title=Bachendri ପ୍ରାପ୍ତPal କରିବାରେ(Indian ବିଶ୍ଵରmountaineer) ପଞ୍ଚମ ମହିଳା।Encyclopedia ବର୍ତ୍ତମାନBritannica|accessdate=11 ସେJanuary ଇସ୍ପାତ କମ୍ପାନୀ [[ଟାଟା ଷ୍ଟିଲ]]ରେ କାର୍ଯ୍ୟରତ ଯେଉଁଠି ସେ କିଛି ବଛା ବଛା ଲୋକଙ୍କୁ ଦୁଃସାହସିକ ଯାତ୍ରାର ପ୍ରଶିକ୍ଷଣ ଦିଅନ୍ତି।2014}}</ref name="jagran">{{cite news
ସେ ଏହି ସଫଳତା ପ୍ରାପ୍ତ କରିବାରେ ବିଶ୍ଵର ପଞ୍ଚମ ମହିଳା । ବର୍ତ୍ତମାନ ସେ [[ଟାଟା ଷ୍ଟିଲ]] ଇସ୍ପାତ କମ୍ପାନୀରେ କାର୍ଯ୍ୟରତ ଯେଉଁଠି ସେ କିଛି ବଛା ବଛା ଲୋକଙ୍କୁ ଦୁଃସାହସିକ ଯାତ୍ରାର ପ୍ରଶିକ୍ଷଣ ଦିଅନ୍ତି ।<ref name="jagran">{{cite news
| url=http://www.jagran.com/jharkhand/west-singhbhum-9209830.html
| title= ବାଚେନ୍ଦ୍ରୀ ପାଲଙ୍କ ସମ୍ପର୍କରେ ଜାଣିବା କଥା
| work=[[ दैनिक जागरण]]
| date=3 मई 2012
| accessdate=19 फ़रवरी 2014
| location=[[ लखनऊ]]}}</ref>
 
==ପ୍ରାରମ୍ଭିକ ଜୀବନ==
ବାଚେନ୍ଦ୍ରୀବଚେନ୍ଦ୍ରୀ ପାଲଙ୍କ ଜନ୍ମ ବର୍ତ୍ତମାନର [[ଉତ୍ତରାଖଣ୍ଡ]] ରାଜ୍ୟର ଉତ୍ତରକାଶୀ ଜିଲ୍ଲାର ନକୁରୀ ଗାଁରେ ୧୯୫୪ ମସିହାରେ ହେଇଥିଲା।ହେଇଥିଲା । କ୍ଷେତିହାର ପରିବାରରେ ଜନ୍ମିତ ବାଚେନ୍ଦ୍ରୀ ବି.ଏଡ ଯାଏଁ ପାଠ ପଢିଛନ୍ତି।ପଢ଼ିଛନ୍ତି । ମେଧାବୀ ଓ ପ୍ରତିଭାଶାଳୀ ହେଇଥିବା ସତ୍ତ୍ୱେ ତାଙ୍କୁ ଚାକିରୀ ମିଳିନଥିଲା।ମିଳିନଥିଲା । ଯାହା ବି ମିଳିଥିଲା ତାହା ଅସ୍ଥାୟୀ, ଜୁନିଅର ସ୍ତରର କିମ୍ବା କମ ଦରମାର ଥିଲା।ଥିଲା । ଏଥିରେ ନିରାଶ ହେଇ ବାଚେନ୍ଦ୍ରୀବଚେନ୍ଦ୍ରୀ ଚାକିରୀ କରିବା ବଦଳରେ ନେହେରୁ ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନିଅରିଙ୍ଗରେ ପଢିବାପାଇଁପଢ଼ିବାପାଇଁ ଆବେଦନ କଲେ।କଲେ । ଏଠାରୁ ବାଚେନ୍ଦ୍ରୀଙ୍କୁବଚେନ୍ଦ୍ରୀଙ୍କୁ ଜୀବନର ନୂଆ ବାଟ ମିଳିଗଲା।ମିଳିଗଲା । ୧୯୮୨ରେ ଅଗ୍ରୀମ ଅଭ୍ୟାସ ଶିବିରରେ ସେ ଗଙ୍ଗୋତ୍ରୀ (୬୬୭୨ ମିଟର) ଓ ଋଦୁଗେଇରା (୫୮୧୯ ମିଟର) ର ଆରୋହଣ କରିଥିଲେ।କରିଥିଲେ । ଏହି ଶିବିରରେ ବ୍ରିଗେଡିଅର ଜ୍ଞାନ ସିଂହ ବାଚେନ୍ଦ୍ରୀଙ୍କୁବଚେନ୍ଦ୍ରୀଙ୍କୁ ପ୍ରଶିକ୍ଷକଭାବେ ନିଯୁକ୍ତି ଦେଇଥିଲେ।ଦେଇଥିଲେ । ସେ ପର୍ବତାରୋହୀର ପେସା ଗ୍ରହଣ କରିବାରୁ ତାଙ୍କୁ ପରିବାର ଓ ସମ୍ପର୍କୀୟମାନଙ୍କ ବିରୋଧର ସମ୍ମୁଖୀନ ହବାକୁ ମଧ୍ୟ ପଡିଥିଲା।ପଡ଼ିଥିଲା ।<ref>Book: “Everest - My Journey to the Top”, an autobiography published By National Book Trust, Delhi</ref><ref>*{{cite book| author = Indra Gupta| title = India's 50 Most Illustrious Women| year = 2004| isbn = 978-81-88086-19-1}}</ref>
 
==ଜୀବିକା==
ବାଚେନ୍ଦ୍ରୀଙ୍କବଚେନ୍ଦ୍ରୀଙ୍କ ପାଇଁ ପର୍ବତାରୋହଣର ପ୍ରଥମ ସୁଯୋଗ ତାଙ୍କୁ ୧୨ବର୍ଷ ବୟସ ହେଇଥିବା ବେଳେ ଆସିଥିଲା, ଯେତେବେଳେ ସେ ସ୍କୁଲର ସହପାଠୀ ମାନଙ୍କସହ ୪୦୦ମିଟର ଉଚ୍ଚର ଏକ ପାହାଡପାହାଡ଼ ଚଢିଥିଲେ।୧୯୮୪ରେଚଢ଼ିଥିଲେ । ୧୯୮୪ରେ ଭାରତର ଚତୁର୍ଥ ଏଭେରେଷ୍ଟ ଅଭିଯାନ ଆରମ୍ଭ ହେଲା।ହେଲା । ଏହି ଅଭିଯାନ ପାଇଁ ଯେଉଁ ଦଳ ଗଠନ କରାଗଲା ସେଥିରେ ବାଚେନ୍ଦ୍ରୀଙ୍କବଚେନ୍ଦ୍ରୀଙ୍କ ସମେତ ୭ ମହିଳା ଓ ୧୧ ପୁରୁଷଙ୍କୁ ନିଆଗଲା।ନିଆଗଲା । ଏହି ଦଳଦ୍ଵାରା ୨୩ ମେମଇ ୧୯୮୪ରେ ଅପରାହ୍ନ ଗୋଟେ ସାତ ମିନିଟରେ ୨୯,୦୨୮ଫୁଟ (୮୮୪୮ ମିଟର) ଉଚ୍ଚତାରେ ସାଗରମଥା (ଏଭେରେଷ୍ଟ)ରେ ଭାରତର ଜାତୀୟ ପତାକା ଉଡ଼ାଯାଇଥିଲା।ଉଡ଼ାଯାଇଥିଲା । ଏହା ସହ ଏଭେରେଷ୍ଟରେ ସଫଳତାର ସହ ପାଦ ରଖିବାରେ ସେ ବିଶ୍ଵର ପଞ୍ଚମ ମହିଳା ହେଲେ। ଭାରତୀୟ ଅଭିଯାନ ଦଳର ସଦସ୍ୟ ରୂପେ ଏହି ଏହି ଯାତ୍ରା ସାରିବାର କିଛି ସମଯପରେ ସେ ମହିଳା ମାନଙ୍କ ଏକ ଦଳ ଗଠନ କରି ଏହାର ସଫଳ ନେତୃତ୍ଵ ନେଇ ପୁଣି ଏଭେରେଷ୍ଟ ଚଢିଥିଲେ।ଚଢ଼ିଥିଲେ। ସେ ୧୯୯୪ରେ ହରିଦ୍ଵାର ରୁ କଲିକତା ପର୍ଯ୍ୟନ୍ତ ଗଙ୍ଗାନଦୀରେ ୨୫୦୦ ଦୀର୍ଘ ଜଳପଥ ଯାତ୍ରାର ନେତୃତ୍ଵ ନେଇଥିଲେ।ନେଇଥିଲେ । ହିମାଳୟର ଗଳିରେ [[ଭୁଟାନ]], [[ନେପାଳ]], [[ଲେହ]] ଓ [[ସିଆଚେନ]] ଦେଇଯାଇଥିବା [[କାରାକୋରମ ପର୍ବତମାଳା]]ର ୪୦୦୦ କି.ମି. ଲମ୍ବା ଗିରିପଥ ର ଯାତ୍ରା ସେ ପୂରଣ କରିଥିଲେ, ଯାହାକୁ ଏହି ଦୁର୍ଗମ ଅଞ୍ଚଳରେ ପ୍ରଥମ ମହିଳା ଅଭିଯାନ ବୋଲି କୁହାଯାଏ। <ref>{{cite web|url=http://web.archive.org/http://www.tsafindia.org/mystory.html|title=mystory|publisher=web.archive.org|accessdate=2014-02-19}}</ref><ref>{{cite web|url=http://www.everesthistory.com/climbers/pal.htm|title=EverestHistory.com: Bachendri Pal|accessdate=19 Feb 2014}}</ref><ref>{{cite web|url=http://sports.ndtv.com/othersports/othersports/210099-everest-conquerors-to-the-rescue|title=Everest conquerors to the rescue! – Other Sports - More – NDTVSports.com|accessdate=19 Feb 2014}}</ref>
==ସମ୍ମାନ/ପୁରସ୍କାର==
*ଭାରତୀୟ ପର୍ବତାରୋହଣ ଫାଉଣ୍ଡେସନରୁ ପର୍ବତାରୋହଣରେ ଉତ୍କର୍ଷତା ପାଇଁ ସ୍ଵର୍ଣସ୍ଵର୍ଣ୍ଣ ପଦକ (୧୯୮୪)<ref name="ref-139443309">{{cite web|url=https://en.wikipedia.org/wiki/Indian_Mountaineering_Foundation|title=ଭାରତୀୟ ପର୍ବତାରୋହଣ ପ୍ରତିଷ୍ଠାନ - ଉଇକିପିଡ଼ିଆ,ଏକ ଖୋଲା ଜ୍ଞାନକୋଷ|accessdate=19 Feb 2014}}</ref>
*[[ପଦ୍ମଶ୍ରୀପଦ୍ମ ଶ୍ରୀ]], (୧୯୮୪) ରେ ସମ୍ମାନିତ।<ref>{{cite web|url=https://en.wikipedia.org/wiki/Padma_Shri_Awards_(1980–89)|title=ପଦ୍ମଶ୍ରୀ ପୁରସ୍କାର (୧୯୮୦-୮୯) - Wikipedia, the free encyclopedia|accessdate=19 Feb 2014}}</ref>
*[[ଉତ୍ତର ପ୍ରଦେଶ]] ସରକାରଙ୍କ ଶିକ୍ଷା ବିଭାଗଦ୍ଵାରା ସ୍ଵର୍ଣ ପଦକ (୧୯୮୫)।
*[[ଅର୍ଜୁନ ପୁରସ୍କାର]] (୧୯୮୬) [[ଭାରତ ସରକାର]]ଙ୍କ ଦ୍ଵାରା।
*[[କଲିକତା]] ଲେଡିଜ ଷ୍ଟଡି ଗ୍ରୁପ ପୁରସ୍କାର (୧୯୮୬)।
*[[ଗିନିଜ ବିଶ୍ଵ ରେକର୍ଡ]] (୧୯୯୦)ରେ ଲିପିବଦ୍ଧ।
* ଜାତୀୟ ଦୁଃସହସିକତା ପୁରସ୍କାର [[ଭାରତ ସରକାର]]ଙ୍କ ଦ୍ଵାରା (୧୯୯୪)।
*[[ଉତ୍ତର ପ୍ରଦେଶ]] ସରକାରଦ୍ଵାରା ଯଶ ଭାରତୀ ସମ୍ମାନ (୧୯୯୫)।
*[[ହେମବତୀ ନନ୍ଦନ ବହୁଗୁଣା ଗଢବାଲ ବିଶ୍ୱବିଦ୍ୟାଳୟ]] ରୁ ପି. ଏଚ.ଡି.ର ଉତ୍ପାଧି (୧୯୯୭)।
*ସଂସ୍କୃତି ମନ୍ତ୍ରଣାଳୟ, [[ମଧ୍ୟ ପ୍ରଦେଶ]] ସରକାରଙ୍କ ତରଫରୁ ପ୍ରଥମ ବୀରାଙ୍ଗନା ଲକ୍ଷ୍ମୀବାଇ ରାଷ୍ଟ୍ରୀୟ ସମ୍ମାନ (୨୦୧୩-୧୪)<ref>{{cite web|url=http://news.oneindia.in/2013/06/22/bachendri-pal-gets-mp-rashtriya-samman-1243022.html|title=Bachendri Pal gets MP 'Rashtriya Samman' - News Oneindia|accessdate=19 Feb 2014}}</ref><ref>{{cite web|url=http://news.outlookindia.com/items.aspx?artid=801445|title=Bachendri Pal gets 'Rashtriya Samman' from MP Governor|accessdate=19 Feb 2014}}</ref>
==ଆଧାର==
{{Reflist|30em}}
<references/>
==ବାହାର ଲିଙ୍କ==
*[http://www.indianautographs.com/productdetail-208135-a.html ଇଣ୍ଡିଆନ ଅଟୋଗ୍ରାଫ୍ସ ପ୍ରୋଫାଇଲ]
 
{{Persondata
[[ଶ୍ରେଣୀ:୧୯୫୪ ଜନ୍ମ]]
| NAME = ପାଲ, ବାଚେନ୍ଦ୍ରୀ
[[ଶ୍ରେଣୀ:ଜୀବିତ ବ୍ୟକ୍ତି]]
| ALTERNATIVE NAMES =
[[ଶ୍ରେଣୀ:ପଦ୍ମ ଶ୍ରୀ ସମ୍ମାନିତ]]
| SHORT DESCRIPTION = ଭାରତୀୟ ପର୍ବତାରୋହୀ
[[ଶ୍ରେଣୀ:ଉତ୍ତରାଖଣ୍ଡର ଲୋକ]]
| DATE OF BIRTH = ୨୪ ମେ ୧୯୫୪
| PLACE OF BIRTH = ନକୁରୀ [[ଉତ୍ତରକାଶୀ]], [[ଉତ୍ତରାଖଣ୍ଡ]], [[ଭାରତ]]
| DATE OF DEATH =
| PLACE OF DEATH =
}}