"ବଚେନ୍ଦ୍ରୀ ପାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"<b>ବାଚେନ୍ଦ୍ରୀ ପାଲ</b> (ଜନ୍ମ: ୨୪ ମେ ୧୯୫୪) ଏଭେରେଷ୍ଟ ଶ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
No edit summary
୧ କ ଧାଡ଼ି:
{{Infobox person
<b>ବାଚେନ୍ଦ୍ରୀ ପାଲ</b> (ଜନ୍ମ: ୨୪ ମେ ୧୯୫୪) ଏଭେରେଷ୍ଟ ଶୃଙ୍ଗରେ ପାଦ ଥାପିଥିବା ପ୍ରଥମ ଭାରତୀୟ ମହିଳା। ସେ ଏହି ସଫଳତା ପ୍ରାପ୍ତ କରିବାରେ ବିଶ୍ଵର ପଞ୍ଚମ ମହିଳା। ବର୍ତ୍ତମାନ ସେ ଇସ୍ପାତ କମ୍ପାନୀ ଟାଟା ଷ୍ଟିଲରେ କାର୍ଯ୍ୟରତ ଯେଉଁଠି ସେ କିଛି ବଛା ବଛା ଲୋକଙ୍କୁ ଦୁଃସାହସିକ ଯାତ୍ରାର ପ୍ରଶିକ୍ଷଣ ଦିଅନ୍ତି।<ref name="jagran">{{cite news
| name = ବାଚେନ୍ଦ୍ରୀ ପାଲ
| image =
| image_caption =
| birth_name =
| main_discipline = ପର୍ବତାରୋହୀ
| birth_date = {{Birth date|df=yes|୧୯୫୪|୦୫|୨୪|df=y}}
| birth_place = ନକୁରୀ [[ଉତ୍ତରକାଶୀ]], [[ଉତ୍ତରାଖଣ୍ଡ]]
| death_date =
| death_place =
| nationality = ଭାରତୀୟ
| start_age = ୧୨ ବର୍ଷ
| start_discipline = ପ୍ରଶିକ୍ଷକ - ଜାତୀୟ ଦୁଃସହସିକତା ପ୍ରତିଷ୍ଠାନ,<ref name="ref280654123">{{cite web|url=http://www.iloveindia.com/indian-heroes/bachendri-pal.html|title=Bachendri Pal Biography - Bachendri Pal Profile, Childhood, Life, Timeline|accessdate=19 Feb 2014}}</ref>ଟାଟା ଷ୍ଟିଲ ଦୁଃସହସିକତା ପ୍ରତିଷ୍ଠାନର ମୁଖ୍ୟ (୧୯୮୪ ପରେ),<ref name="ref-1349701615">{{cite web|url=http://www.tatasteel.com/UserNewsRoom/usershowcontent.asp?id=963&type=PressRelease&REFERER=http://www.tatasteel.com/media/press-release.asp|title=Tata Steel Newsroom - Press Releases|accessdate=19 Feb 2014}}</ref>
| notable_ascents = 1984 ई. के अभियान में शामिल होकर सफलतापूर्वक एवरेस्ट पर विजय पाई और [[भारत]] की महिलाऑ को भी पर्वतारोहण के क्षेत्र में ला खड़ा किया।<ref name="ref418988254">{{cite web|url=http://www.britannica.com/EBchecked/topic/1912159/Bachendri-Pal|title=Bachendri Pal (Indian mountaineer) -- Encyclopedia Britannica|accessdate=19 Feb 2014}}</ref>
| occupation = ଇସ୍ପାତ କମ୍ପାନୀ 'ଟାଟା ଷ୍ଟିଲ'ରେ କାର୍ଯ୍ୟରତ ଯେଉଁଠି ସେ କିଛି ବଛା ବଛା ଲୋକଙ୍କୁ ଦୁଃସାହସିକ ଯାତ୍ରାର ପ୍ରଶିକ୍ଷଣ ଦିଅନ୍ତି।
| spouse =
| children =
| Award = [[ପଦ୍ମଶ୍ରୀ|ପଦ୍ମଶ୍ରୀ ପୁରସ୍କାର]]
| Website = http://www.tsafindia.org
| Telephone = +୯୧-୬୫୭-୬୬୪୫୧୮୯
}}
<b>ବାଚେନ୍ଦ୍ରୀ ପାଲ</b> (ଜନ୍ମ: ୨୪ ମେ ୧୯୫୪) [[ଏଭେରେଷ୍ଟ ଶୃଙ୍ଗରେଶୃଙ୍ଗ]]ରେ ପାଦ ଥାପିଥିବା ପ୍ରଥମ ଭାରତୀୟ ମହିଳା। ସେ ଏହି ସଫଳତା ପ୍ରାପ୍ତ କରିବାରେ ବିଶ୍ଵର ପଞ୍ଚମ ମହିଳା। ବର୍ତ୍ତମାନ ସେ ଇସ୍ପାତ କମ୍ପାନୀ [[ଟାଟା ଷ୍ଟିଲରେଷ୍ଟିଲ]]ରେ କାର୍ଯ୍ୟରତ ଯେଉଁଠି ସେ କିଛି ବଛା ବଛା ଲୋକଙ୍କୁ ଦୁଃସାହସିକ ଯାତ୍ରାର ପ୍ରଶିକ୍ଷଣ ଦିଅନ୍ତି।<ref name="jagran">{{cite news
| url=http://www.jagran.com/jharkhand/west-singhbhum-9209830.html
| title= ବାଚେନ୍ଦ୍ରୀ ପାଲଙ୍କ ସମ୍ପର୍କରେ ଜାଣିବା କଥା
Line ୮ ⟶ ୨୯:
 
==ପ୍ରାରମ୍ଭିକ ଜୀବନ==
ବାଚେନ୍ଦ୍ରୀ ପାଲଙ୍କ ଜନ୍ମ ବର୍ତ୍ତମାନର ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀ ଜିଲ୍ଲାର ନକୁରୀ ଗାଁରେ ୧୯୫୪ ମସିହାରେ ହେଇଥିଲା। କ୍ଷେତିହାର ପରିବାରରେ ଜନ୍ମିତ ବାଚେନ୍ଦ୍ରୀ ବି.ଏଡ ଯାଏଁ ପାଠ ପଢିଛନ୍ତି। ମେଧାବୀ ଓ ପ୍ରତିଭାଶାଳୀ ହେଇଥିବା ସତ୍ତ୍ୱେ ତାଙ୍କୁ ଚାକିରୀ ମିଳିନଥିଲା। ଯାହା ବି ମିଳିଥିଲା ତାହା ଅସ୍ଥାୟୀ, ଜୁନିଅର ସ୍ତରର କିମ୍ବା କମ ଦରମାର ଥିଲା। ଏଥିରେ ନିରାଶ ହେଇ ବାଚେନ୍ଦ୍ରୀ ଚାକିରୀ କରିବା ବଦଳରେ ନେହେରୁ ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନିଅରିଙ୍ଗରେ ପଢିବାପାଇଁ ଆବେଦନ କଲେ। ଏଠାରୁ ବାଚେନ୍ଦ୍ରୀଙ୍କୁ ଜୀବନର ନୂଆ ବାଟ ମିଳିଗଲା। ୧୯୮୨ରେ ଅଗ୍ରୀମ ଅଭ୍ୟାସ ଶିବିରରେ ସେ ଗଙ୍ଗୋତ୍ରୀ (୬୬୭୨ ମିଟର) ଓ ଋଦୁଗେଇରା (୫୮୧୯ ମିଟର) ର ଆରୋହଣ କରିଥିଲେ। ଏହି ଶିବିରରେ ବ୍ରିଗେଡିଅର ଜ୍ଞାନ ସିଂହ ବାଚେନ୍ଦ୍ରୀଙ୍କୁ ପ୍ରଶିକ୍ଷକଭାବେ ନିଯୁକ୍ତି ଦେଇଥିଲେ। ସେ ପର୍ବତାରୋହୀର ପେସା ଗ୍ରହଣ କରିବାରୁ ତାଙ୍କୁ ପରିବାର ଓ ସମ୍ପର୍କୀୟମାନଙ୍କ ବିରୋଧର ସମ୍ମୁଖୀନ ହବାକୁ ମଧ୍ୟ ପଡିଥିଲା।<ref>Book: “Everest - My Journey to the Top”, an autobiography published By National Book Trust, Delhi</ref><ref>*{{cite book| author = Indra Gupta| title = India's 50 Most Illustrious Women| year = 2004| isbn = 978-81-88086-19-1}}</ref>
 
==ଜୀବିକା==
ବାଚେନ୍ଦ୍ରୀଙ୍କ ପାଇଁ ପର୍ବତାରୋହଣର ପ୍ରଥମ ସୁଯୋଗ ତାଙ୍କୁ ୧୨ବର୍ଷ ବୟସ ହେଇଥିବା ବେଳେ ଆସିଥିଲା, ଯେତେବେଳେ ସେ ସ୍କୁଲର ସହପାଠୀ ମାନଙ୍କସହ ୪୦୦ମିଟର ଉଚ୍ଚର ଏକ ପାହାଡ ଚଢିଥିଲେ।୧୯୮୪ରେ ଭାରତର ଚତୁର୍ଥ ଏଭେରେଷ୍ଟ ଅଭିଯାନ ଆରମ୍ଭ ହେଲା। ଏହି ଅଭିଯାନ ପାଇଁ ଯେଉଁ ଦଳ ଗଠନ କରାଗଲା ସେଥିରେ ବାଚେନ୍ଦ୍ରୀଙ୍କ ସମେତ ୭ ମହିଳା ଓ ୧୧ ପୁରୁଷଙ୍କୁ ନିଆଗଲା। ଏହି ଦଳଦ୍ଵାରା ୨୩ ମେ ୧୯୮୪ରେ ଅପରାହ୍ନ ଗୋଟେ ସାତ ମିନିଟରେ ୨୯,୦୨୮ଫୁଟ (୮୮୪୮ ମିଟର) ଉଚ୍ଚତାରେ ସାଗରମଥା(ଏଭେରେଷ୍ଟ)ରେ ଭାରତର ଜାତୀୟ ପତାକା ଉଡ଼ାଯାଇଥିଲା। ଏହା ସହ ଏଭେରେଷ୍ଟରେ ସଫଳତାର ସହ ପାଦ ରଖିବାରେ ସେ ବିଶ୍ଵର ପଞ୍ଚମ ମହିଳା ହେଲେ। ଭାରତୀୟ ଅଭିଯାନ ଦଳର ସଦସ୍ୟ ରୂପେ ଏହି ଏହି ଯାତ୍ରା ସାରିବାର କିଛି ସମଯପରେ ସେ ମହିଳା ମାନଙ୍କ ଏକ ଦଳ ଗଠନ କରି ଏହାର ସଫଳ ନେତୃତ୍ଵ ନେଇ ପୁଣି ଏଭେରେଷ୍ଟ ଚଢିଥିଲେ। ସେ ୧୯୯୪ରେ ହରିଦ୍ଵାର ରୁ କଲିକତା ପର୍ଯ୍ୟନ୍ତ ଗଙ୍ଗାନଦୀରେ ୨୫୦୦ ଦୀର୍ଘ ଜଳପଥ ଯାତ୍ରାର ନେତୃତ୍ଵ ନେଇଥିଲେ। ହିମାଳୟର ଗଳିରେ [[ଭୁଟାନ]], [[ନେପାଳ]], [[ଲେହ]][[ସିଆଚେନ]] ଦେଇଯାଇଥିବା [[କାରାକୋରମ ପର୍ବତମାଳାରପର୍ବତମାଳା]]ର ୪୦୦୦ କି.ମି. ଲମ୍ବା ଗିରିପଥ ର ଯାତ୍ରା ସେ ପୂରଣ କରିଥିଲେ, ଯାହାକୁ ଏହି ଦୁର୍ଗମ ଅଞ୍ଚଳରେ ପ୍ରଥମ ମହିଳା ଅଭିଯାନ ବୋଲି କୁହାଯାଏ। <ref>{{cite web|url=http://web.archive.org/http://www.tsafindia.org/mystory.html|title=mystory|publisher=web.archive.org|accessdate=2014-02-19}}</ref><ref>{{cite web|url=http://www.everesthistory.com/climbers/pal.htm|title=EverestHistory.com: Bachendri Pal|accessdate=19 Feb 2014}}</ref><ref>{{cite web|url=http://sports.ndtv.com/othersports/othersports/210099-everest-conquerors-to-the-rescue|title=Everest conquerors to the rescue! – Other Sports - More – NDTVSports.com|accessdate=19 Feb 2014}}</ref>
==ସମ୍ମାନ/ପୁରସ୍କାର==
*भारतीयଭାରତୀୟ पर्वतारोहणପର୍ବତାରୋହଣ फाउंडेशनଫାଉଣ୍ଡେସନରୁ सेପର୍ବତାରୋହଣରେ पर्वतारोहणଉତ୍କର୍ଷତା मेंପାଇଁ उत्कृष्टताସ୍ଵର୍ଣ के लिए स्वर्ण पदकପଦକ (1984୧୯୮୪)<ref name="ref-139443309">{{cite web|url=https://en.wikipedia.org/wiki/Indian_Mountaineering_Foundation|title=Indianଭାରତୀୟ Mountaineeringପର୍ବତାରୋହଣ Foundationପ୍ରତିଷ୍ଠାନ - Wikipediaଉଇକିପିଡ଼ିଆ,ଏକ the freeଖୋଲା encyclopediaଜ୍ଞାନକୋଷ|accessdate=19 Feb 2014}}</ref>
*[[पद्मश्रीପଦ୍ମଶ୍ରୀ]](1984୧୯୮୪) सेରେ सम्मानित।ସମ୍ମାନିତ।<ref>{{cite web|url=https://en.wikipedia.org/wiki/Padma_Shri_Awards_(1980–89)|title=Padmaପଦ୍ମଶ୍ରୀ Shri Awardsପୁରସ୍କାର (1980–89୧୯୮୦-୮୯) - Wikipedia, the free encyclopedia|accessdate=19 Feb 2014}}</ref>
*[[ଉତ୍ତର ପ୍ରଦେଶ]] ସରକାରଙ୍କ ଶିକ୍ଷା ବିଭାଗଦ୍ଵାରା ସ୍ଵର୍ଣ ପଦକ (୧୯୮୫)।
*[[उत्तर प्रदेश]] सरकार के शिक्षा विभाग द्वारा स्वर्ण पदक (1985)।
*[[ଅର୍ଜୁନ ପୁରସ୍କାର]] (୧୯୮୬) [[ଭାରତ ସରକାର]]ଙ୍କ ଦ୍ଵାରା।
*[[अर्जुन पुरस्कार]] (1986) [[भारत सरकार]] द्वारा।
*[[କଲିକତା]] ଲେଡିଜ ଷ୍ଟଡି ଗ୍ରୁପ ପୁରସ୍କାର (୧୯୮୬)।
*[[कोलकाता]] लेडीज स्टडी ग्रुप अवार्ड (1986)।
*[[ଗିନିଜ ବିଶ୍ଵ ରେକର୍ଡ]] (୧୯୯୦)ରେ ଲିପିବଦ୍ଧ।
*[[गिनीज़ वर्ल्ड रिकॉर्ड्स]] (1990) में सूचीबद्ध।
*ଜାତୀୟ ଦୁଃସହସିକତା ପୁରସ୍କାର [[ଭାରତ ସରକାର]]ଙ୍କ ଦ୍ଵାରା (୧୯୯୪)।
*[[ଉତ୍ତର ପ୍ରଦେଶ]] ସରକାରଦ୍ଵାରା ଯଶ ଭାରତୀ ସମ୍ମାନ (୧୯୯୫)।